ପ୍ରଥମଦେଖାରେ ଅନୁଷ୍କାଙ୍କୁ ଏମିତି କହିଦେଇଥିଲେ କୋହଲି, ଏବେ ଭାବି ପଶ୍ଚାତ୍ତାପ କରୁଛନ୍ତି

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ବିବାହ ପରେ ମଧ୍ୟ ଉଭୟଙ୍କୁ ନେଇ ଚର୍ଚ୍ଚା ଥମୁନି। ସମସ୍ତେ ଜାଣନ୍ତି ଦୀର୍ଘ ୫ବର୍ଷର ପ୍ରେମ ସମ୍ପର୍କ ପରେ ବିରୁଷ୍କା ୨୦୧୭ ଡିସେମ୍ବର ମାସରେ ଇଟାଲୀରେ ବିବାହ କରିଥିଲେ। କିନ୍ତୁ ୨୦୧୩ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଉଭୟ ପ୍ରଥମଥର ପାଇଁ ଏକ ବିଜ୍ଞାପନ ଶୁଟିଂ ସେଟରେ ଦେଖାସାକ୍ଷାତ ହୋଇଥିଲା। ଅନୁଷ୍କାଙ୍କୁ ପ୍ରଥମଥର ଦେଖି ନର୍ଭସ ହୋଇପଡିଥିଲେ ବିରାଟ। ଅନୁଷ୍କା ବଡ ବଡ ହିଲ୍ସ ପିନ୍ଧି ଶୁଟିଂ ସେଟକୁ ଆସିଥିଲେ। ଅନୁଷ୍କାଙ୍କ ସହ ପ୍ରଥମଦେଖା ପରେ ସେ ବହୁତ ନର୍ଭସ ଥିଲେ। ତେଣୁ ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ବିରାଟ ଥଟ୍ଟାମଜା କରିଥିଲେ। ଅନୁଷ୍କାଙ୍କୁ ବିରାଟ କହିଥିଲେ ଯେ, ତାଙ୍କ ଉଚ୍ଚତା ୬ ଫୁଟରୁ ଅଧିକ ନୁହଁ। ହିଲ୍ସ ପିନ୍ଧି ସେ ତାଙ୍କଠୁ ଲମ୍ବା ଲାଗୁଛନ୍ତି। ଏ କଥା ଶୁଣି ରାଗି ଯାଇଥିଲେ ଅନୁଷ୍କା। ପରେ ବିରାଟ କ୍ଷମା ମାଗି ଥଟ୍ଟା କରୁଛନ୍ତି ବୋଲି କହିଥିଲେ। ନିକଟରେ ଏହାର ଖୁଲାସା କରି ବିରାଟ କହିଥିଲେ, ସେତେବେଳେ ଏକଥା ମୋର କହିବାର ନ ଥିଲା। ଏହା କହିବା ଭୁଲ ଥିଲା ବୋଲି ପଶ୍ଚାତ୍ତାପ କରିଥିଲି ବୋଲି ବିରାଟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁବମନ ଶ୍ରେଷ୍ଠ ଖେଳାଳି

ନୂଆଦିଲ୍ଲୀ,୧୩।୨: ଅନ୍ତର୍ଜାତୀୟ  କ୍ରିକେଟ ପରିଷଦ (ଆଇସିସି) ୨୦୨୩ ଜାନୁୟାରୀ ମାସର ଶ୍ରେଷ୍ଠ କ୍ରିକେଟରଙ୍କ ନାଁ ଘୋଷଣା କରିଛି। ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍‌ ଶୁବମନ ଗିଲ ଶ୍ରେଷ୍ଠ...

ଓ୍ବାର୍ନର ସନରାଇଜର୍ସ ହାଇଦ୍ରାବାଦ ଦଳର ଅଧିନାୟକ

ମୁମ୍ବାଇ,୨୭ା୨- ଆଇପିଏଲ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱରେ ପରିବର୍ତ୍ତନ କରିଛି। ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲୟମସନଙ୍କୁ ହଟାଇ ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନରଙ୍କୁ ପୁଣି...

ଧୋନୀଙ୍କ ରେକର୍ଡ ଭାଙ୍ଗିବା ନେଇ ଏମିତି କହିଲେ କୋହଲି

ଅହମଦାବାଦ,୨୪।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଫେବୃୟାରୀ ୨୪ଠାରୁ ଅହମ୍ମଦାବାଦର ନବନିର୍ମିତ ମୋଟେରା ଷ୍ଟାଡିୟମରେ ଖେଳାଯିବ। ଏହି...

ବିଶ୍ୱର ସବୁଠୁ ମୂଲ୍ୟବାନ ପଦାର୍ଥ, ୧ ଗ୍ରାମର ଦାମ୍‌ ୭୫୫୩ କୋଟି

ସାଧାରଣତଃ ସୁନା, ରୁପା ଏବଂ ହୀରା ବିଶ୍ୱର ସବୁଠାରୁ ମୂଲ୍ୟବାନ ପଦାର୍ଥ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଏସବୁ ପଦାର୍ଥକୁ ବାଦ୍‌ ଦେଇ ଆଉ ଏକ...

ଦ୍ୱିତୀୟ ପର୍ଯ୍ୟାୟରେ ଭାଗନେଲେ ୯୩ ଖେଳାଳି

ଭୁବନେଶ୍ୱର, ୧।୫ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ସ୍ପିନ୍‌ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ରବିବାର ସ୍ଥାନୀୟ ବିଜେବି ହାଇସ୍କୁଲ ପଡ଼ିଆରେ...

ପ୍ରବାସରେ ଦେଶପ୍ରେମ

ଭାରତ ବାହାରେ ବାସକରୁଥିବା ଭାରତୀୟଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁ ବହୁ ସମୟରେ ଦେଶ ଗର୍ବିତ ହୋଇଥାଏ। ପ୍ରବାସରେ ପ୍ରବାସୀଙ୍କ ଦେଶପ୍ରେମର ବହୁ ଉଦାହରଣ ମଧ୍ୟ ରହିଛି।...

ବିଶ୍ୱର ଏପରି ୫ ଚମତ୍କାର ସ୍ଥାନ: ଦେଖିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ଅନେକ ଚମତ୍କାର ସ୍ଥାନ ବିଷୟରେ ଜାଣିଥିବେ ଏବଂ ଅନେକ ଚମତ୍କାର ସ୍ଥାନ ଦେଖିଥିବେ। ମାତ୍ର ଏହା ବ୍ୟତୀତ ଏପରି ଅନେକ ସ୍ଥାନ ଅଛି, ଯାହା...

ଇଂଲଣ୍ଡରେ ତ୍ରିରଙ୍ଗା ଉଡାଇଲେ ବିରାଟସେନା

ଲଣ୍ଡନ,୧୫।୮: ଆଜି ସମଗ୍ର ଭାରତ ଏହାର ୭୫ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଲଣ୍ଡନରେ...

Advertisement
Archives

Model This Week