Posted inଫୁରସତ

ପ୍ରତିଦିନ ୨ ଘଣ୍ଟା ଟ୍ରାଫିକ ନିୟମ ପାଳନ ସମ୍ପର୍କରେ ସଚେତନ କରାଉଛନ୍ତି ୫୮ ବର୍ଷୀୟା ମହିଳା

ଇନ୍ଦୋର: ୟୁରୋପ ଏବଂ ଆମେରିକାର ଯାତାୟାତ ବ୍ୟବସ୍ଥାକୁ ଦେଖି ନ୍ୟାୟନଗରରେ ରହୁଥିବା ୫୮ ବର୍ଷୀୟା ବୃନ୍ଦା ନାମକ ଜଣେ ମହିଳା ସ୍ବେଚ୍ଛାକୃତ ଭାବେ ପ୍ରତିଦିନ ୨ ଘଣ୍ଟା ଲୋକଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଉଛନ୍ତି। ଏପରି ଦୃଢ଼ ସଂକଳ୍ପ ନେଇ ବୃନ୍ଦା ପ୍ରତିଦିନ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି। ରାସ୍ତା ଉପରେ ଠିଆ ହୋଇ ହାତ ଯୋଡ଼ି ଗାଡ଼ିଚାଳକଙ୍କୁ ଅଟକାଇ ବିନମ୍ର ନିବେଦନ କରୁଛନ୍ତି। ହେଲ୍‌ମେଟ୍‌ ପିନ୍ଧିବା, ସିଟ୍‌ ବେଲ୍ଟ ବାନ୍ଧିବା, ଟ୍ରାଫିକ୍‌ ସିଗ୍‌ନାଲ ମାନିବା, ଗାଡ଼ି ଧୀରେ ଚଳାଇବା ପାଇଁ ସଚେତନ କରାଉଛନ୍ତି। ବୃନ୍ଦା କୁହନ୍ତି, ସହର ସ୍ବଚ୍ଛତାରେ ୧ ନମ୍ବରରେ ରହିଛି। ଏବେ ଟ୍ରାଫିକ୍‌ ନିୟମ ପାଳନରେ ମଧ୍ୟ ଏକ ନମ୍ବର ରହିବ ବୋଲି ଆଶା କରୁଛି। ୪ ବର୍ଷ ତଳେ କାଲିଫର୍ଣ୍ଣିଆ ଯାଇଥିଲେ। ସେଠାରେ ରାସ୍ତା ପୂରା ଖାଲିଥିଲା। ମାତ୍ର ଟ୍ରାଫିକ୍‌ରେ ରେଡ୍‌ ଲାଇଟ୍‌ ଜଳୁଥିବାରୁ ସେଠାକାର ଜଣେ ଡ୍ରାଇଭର ଟ୍ରାଫିକ ନିୟମ ଅନୁଯାୟୀ ଗାଡ଼ି ଅଟକାଇଥିଲେ। ଏହା ତାଙ୍କୁ ପ୍ରଭାବିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬କେଶର ଦାମ୍‌ ୧୦ଲକ୍ଷ ଟଙ୍କା

ଓ୍ବାଶିଂଟନ୍‌,୧୯।୫: ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ରକ୍‌ଷ୍ଟାରଙ୍କ ମଧ୍ୟରେ ଆମେରିକାର ଗାୟକ କୁର୍ଟ କୋବେନ ଅନ୍ୟତମ। କୁର୍ଟ ଜଣେ ଗୀତିକାର ଓ ଗିଟାରିଷ୍ଟ ହେବା ସହ ନିର୍ବାଣା...

ପୋଷାକ ବି, ଚେୟାର ବି

ଏହା ଖାଲି ଏକ ପୋଷାକ ନୁହେଁ, ଚାହିଁଲେ ଏହାକୁ ଜଣେ ଚେୟାର୍‌ଭାବେ ମଧ୍ୟ ବ୍ୟବହାର କରିପାରିବେ। ଧଳା କଳା ରଙ୍ଗର ଏହି ପୋଷାକ ସହ ଏକ...

ଧୂଳିମାଟି ଖେଳ କମାଇବ ପାଠପଢ଼ା ବୋଝ

ସୁରତ: ସକାଳ ସାଢ଼େ ୬ରୁ ୭ଟା ଭିତରେ ଟ୍ୟୁଶନ୍‌। ୧୦ଟାରୁ ୪ଟା ସ୍କୁଲ। ଏହା ପରେ ପୁଣି ୫ଟାରୁ ଟ୍ୟୁଶନ୍‌। ଘରକୁ ଫେରି ହୋମ୍‌ଓ୍ବାର୍କ। ଏହା...

ସ୍ବାମୀଙ୍କୁ ନପୁଂସକ ଔଷଧ ଦେଉଛନ୍ତି ଏହି ଦେଶର ମହିଳା…

ବେଜିଂ,୨୮।୪: ସ୍ବାମୀଙ୍କ ଅଜାଣତରେ ସ୍ତ୍ରୀ ତାଙ୍କୁ ନପୁଂସକ ଔଷଧ ଦେଉଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଚାଇନାର କେତେକ ମହିଳା ଗୁପ୍ତରେ...

ନାମ ସଂକୀର୍ତ୍ତନ

ଯେଉଁଠାରେ ନାମ କୀର୍ତ୍ତନ ହୁଏ ସେଠାରେ ଭଗବାନ ସ୍ବୟଂ ପ୍ରକଟ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ଭଗବାନଙ୍କ ନାମରେ ଅପାର ମହିମା ରହିଛି। ଶ୍ରଦ୍ଧା ଓ...

ଭିନ୍ନ ଏକ ପ୍ରେମ କାହାଣୀ: ସାତ ସମୁଦ୍ର ପାର ହୋଇ ବିବାହ କଲେ ଏହି ପ୍ରେମୀଯୁଗଳ

ପ୍ରେମ କେତେବେଳେ କାହା ସହ କେଉଁଠି ଆରମ୍ଭ ହୋଇଥାଏ ତାହା କହି ହୁଏନା। ଏମିତି ଏକ ପ୍ରେମ ହୋଇଛି ସ୍ପେନର ଜଣେ ଯୁବକ ଏବଂ ଆମେରିକୀୟ...

ପ୍ରଥମ ପାରିଶ୍ରମିକ ଟଙ୍କା ମା’ବାପାଙ୍କୁ ଦେଇଥିଲି: ବିଷ୍ଣୁପ୍ରିୟା

୧୯୯୨ ମସିହାର କଥା, ସେତେବେଳେ ମୁଁ ଜୟପୁର ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର କଳା ଛାତ୍ରୀ। ସେବେ ଜୟପୁର ଆକାଶବାଣୀ କେନ୍ଦ୍ରର ଯୁବବାଣୀ...

ହୋଲିରେ ଜ୍ୱାଇଁଙ୍କୁ ଗଧ ପିଠିରେ ବସାଇ ବୁଲାନ୍ତି ଏହି ଗାଁର ଲୋକେ, କାରଣ ଜାଣିଲେ…

ଭାରତରେ ରଙ୍ଗର ପର୍ବ ହୋଲିକୁ ବେଶ୍‌ ଧୁମ୍‌ଧାମରେ ପାଳନ କରାଯାଇଥାଏ। ଚଳିତ ବର୍ଷ ମାର୍ଚ୍ଚ ୧୮ରେ ଏହି ପର୍ବ ପଡ଼ୁଛି। ଏହାକୁ ଦିନ କେଇଟା ଥିବା...

Advertisement
Archives

Model This Week