ପୋଷାକକୁ ନେଇ ଆକ୍ରୋଶର ଶିକାର ଅଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ ତାଙ୍କ ଅଭିନୟ ଓ ଆକ୍ସନ୍‌ ପାଇଁ ବେଶ୍‌ ପରିଚିତ। ବଡ ପରଦାରେ କେତେ ଗୁଡିଏ ହିଟ୍‌ ଫିଲ୍ମ ଦେଇ ଦର୍ଶକଙ୍କର ନିକଟତର ହୋଇ ପାରିଛନ୍ତି। ହେଲେ ନିକଟରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଫଟୋକୁ ନେଇ ସେ ଆକ୍ରୋଶର ଶିକାର ହୋଇଛନ୍ତି। ଉକ୍ତ ଫଟୋରେ ଅଜୟ ଏକ ସର୍ଟସ୍‌ ପିନ୍ଧି ଶିବଙ୍କୁ ପୂଜା କରୁଥିବା ଦେଖିବାକୁ ମିଳିଛି। ହେଲେ ଅଜୟ ଜଣେ ଶିବ ଭକ୍ତ ହୋଇଥିବା ବେଳେ ସେ ଏମିତି କାହିଁକି କଲେ ତାକୁ ନେଇ କେତେଜଣ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଆଉ କେତେଜଣ ପ୍ରଶଂସକ ଅଜୟଙ୍କ ଏହି କାମକୁ ନିନ୍ଦା କରିଛନ୍ତି। ତେବେ ବଲିଉଡ୍‌ ହଙ୍ଗାମାର ଏକ ରିପୋର୍ଟ ଅନୁଯାୟୀ, ସେଦିନ ଛୁଟିଦିନ ଥିବା ବେଳେ ଅଜୟ ରିଲାକ୍ସ କରୁଥିଲେ। ଏହା ବ୍ୟତୀତ ଯଦି ଜଣେ ପୂଜା କରୁଛନ୍ତି ତେବେ ଏହା ତାଙ୍କ ବ୍ୟକ୍ତିଗତ କାମ ବୋଲି ଦର୍ଶାଯାଇଛି। ତେଣୁ ତାକୁ ନେଇ ଏତେ ଆଲୋଚନା ଠିକ୍‌ ନୁହେଁ ବୋଲି ଉକ୍ତ ରିପୋର୍ଟ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜୟ ଦେବଗନଙ୍କ ଫିଲ୍ମକୁ ବଡ଼ ସଫଳତା, ଏହି ଭାଷାରେ ରିମେକ୍‌ ହେବ ‘ଦୃଶ୍ୟମ’

ମୁମ୍ବାଇ: ଅଭିନେତା ଅଜୟ ଦେବଗନଙ୍କ ସୁପରହିଟ୍‌ ଫିଲ୍ମ ‘ଦୃଶ୍ୟମ’ ଆଉ ଏକ ବଡ଼ ସଫଳତା ପାଇଛି। ବର୍ତ୍ତମାନ ‘ଦୃଶ୍ୟମ’ ଫ୍ରାଞ୍ଚାଇଜ ଦେଶ ସହିତ ବିଦେଶରେ ପାଦ...

ଆର୍ୟନଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨୮।୧୦: ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନଙ୍କୁ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଶେଷରେ ଜାମିନ ମିଳିଛି। ଗୁରୁବାର ବମ୍ବେ ହାଇକୋର୍ଟ ଲଗାତର ୩ ଦିନ ଶୁଣାଣି...

ଆତ୍ମହତ୍ୟା କଲେ ଅଭିନେତ୍ରୀ ବୈଶାଳୀ ଠକ୍କର

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି । କିଛିଦିନ ତଳେ ‘ ଭାଭି ଜି ଘର ପର ହୈ’ର...

ଅଭିନେତ୍ରୀ ଦିବ୍ୟା ସ୍ପନ୍ଦାନାଙ୍କ ମୃତ୍ୟୁ ଖବର ମିଛ, ଫେରୁଛନ୍ତି ବେଙ୍ଗାଲୁରୁ

ଚେନ୍ନାଇ,୬।୯: ସୋସିଆଲ ମିଡିଆରେ ଗୁଜବ ପ୍ରଚାରିତ ହୋଇଥିଲା ଯେ କନ୍ନଡ ଅଭିନେତ୍ରୀ ତଥା କଂଗ୍ରେସ ନେତା ଦିବ୍ୟା ସ୍ପନ୍ଦାନା ଓରଫ ରାମ୍ୟାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି।...

କାର୍‌ ଦୁର୍ଘଟଣାରେ ତାମିଲ ନିର୍ଦ୍ଦେଶକ-ଅଭିନେତା ସରନ ରାଜଙ୍କ ପରାଲୋକ

ମୁମ୍ବାଇ: ନିର୍ଦ୍ଦେଶକ ଭେତ୍ରିମାରନଙ୍କ ସହକାରୀ ନିର୍ଦ୍ଦେଶକ ତଥା ସପୋଟିଙ୍ଗ୍‌ ଅଭିନେତା ସରନ ରାଜଙ୍କ ପରାଲୋକ ଘଟିଛି। କେ କେ ନଗରରେ ଏକ କାର ଦୁର୍ଘଟଣାରେ ଅଭିନେତାଙ୍କର...

ପୂର୍ବରୁ ବିଗ୍‌ ବିଙ୍କୁ ବି ଆସିଥିଲା ଏମିତି ଧମକ, ସୁରକ୍ଷାକୁ ବଢ଼ାଇଦେଇଥିଲା ପୋଲିସ

ଚଳଚ୍ଚିତ୍ର ତାରକାମାନଙ୍କ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା କିମ୍ବା ସର୍ବୋତ୍ତମ ଅଙ୍ଗରକ୍ଷୀ ନିଯୁକ୍ତି କରିବା ବଡ଼ କଥା ନୁହେଁ। ଏପରି...

ଏହି କାରଣରୁ ବଲିଉଡ୍‌ରୁ ଦୂରେଇ ଯାଇଥିଲେ ରିୟା ସେନ୍‌

ବଲିଉଡ୍‌ ଅଭିନେତ୍ରୀ ରିୟା ସେନ୍‌ ‘ଚୁଡି ଯୋ ଖନ୍‌କେ ହାଥୋ ମୈ…’ ମ୍ୟୁଜିକ୍‌ ଭିଡିଓରୁ ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ସେ ଦର୍ଶକଙ୍କ ହୃଦୟରେ ରାଜ୍‌...

ସୁଶାନ୍ତଙ୍କ ରୋଷେୟାଙ୍କ ବଡ଼ ଖୁଲାସା, ଆତ୍ମହତ୍ୟା ପୂର୍ବରୁ ଘରେ ଘଟିଥିଲା ଏପରି କିଛି..

ବମ୍ବେ: ଦିନକୁ ଦିନ ରୋଚକ ମୋଡ଼ ନେଉଛି ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ। ପ୍ରଥମେ ନେପୋଟିଜିମ୍‌କୁ ନେଇ ସୁଶାନ୍ତ ଆତ୍ମହତ୍ୟା କରିଥିବା...

Advertisement
Archives

Model This Week