Posted inଜାତୀୟ

ପୋଲିସ ଭ୍ୟାନ ଉପରେ ଷ୍ଟଣ୍ଟ କରୁଥିବା ଯୁବକଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୬: ସୋସିଆଲ ମିଡିଆରେ ଏବେ ଦିଲ୍ଲୀ ପୋଲିସର ଏସ୍‌ୟୁଭି ଭ୍ୟାନ ଉପରେ ଜଣେ ଯୁବକ ଷ୍ଟଣ୍ଟ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ଏକ ଟିକ୍‌ ଟକ୍‌ ଭିଡିଓ ବୋଲି କୁହାଯାଉଛି। ତେବେ ଗାଡ଼ି ସାମ୍ନାରେ ବୋଲ୍ଡ ଅକ୍ଷରରେ ଦିଲ୍ଲୀ ପୋଲିସ ବୋଲି ଲେଖା ରହିଛି। ପୋଲିସ ଏହା ଦିଲ୍ଲୀ ପୋଲିସର ଗାଡ଼ି ନୁହେଁ ବୋଲି କହିବା ସହ ଉକ୍ତ ଗାଡ଼ିର ମାଲିକଙ୍କୁ ନୋଟିସ ଜାଣି କରିଛି। ଉକ୍ତ ଯୁକବ ଜଣଙ୍କ ମଧ୍ୟ ଦିଲ୍ଲୀ ପୋଲିସର କର୍ମଚାରୀ ହୋଇ ନ ଥିବାରୁ ତାଙ୍କୁ ଖୋଜିବାକୁ ପୋଲିସ ତନାଘନା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟରଙ୍କ ପାଇଁ ତିଆରି ହୋଇଥିଲା ଜିଲାପି-ସିଙ୍ଗଡ଼ା: ୧୦ ଗିରଫ

ଲକ୍ଷ୍ନୌ,୧୧।୪: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନେ ଭୋଟରଙ୍କୁ ହାତେଇବା ପାଇଁ ଖାଦ୍ୟ ଦ୍ରବ୍ୟର ସାହାରା ନେଉଛନ୍ତି। କିଛିଦିନ ତଳେ ଅମରୋହାରେ ୧୦୦ କିଲୋଗ୍ରାମ୍‌ ରସଗୋଲା ଜବତ...

ବିନା ମାସ୍କରେ ନଜର ଆସିଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୦।୮: ଦୀର୍ଘ ସମୟରୁ ମହାରାଷ୍ଟ୍ର ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ଭାବେ ରହିଥିବା ବେଳେ ଏଠାରେ କୋଭିଡ-୧୯ର କଡ଼ା ନିୟମ ମଧ୍ୟ ପାଳନ କରାଯାଉଥିଲା। ବର୍ତ୍ତମାନ...

ଗୋବର କିଣିବେ ସରକାର: ଚାଷୀ ହେବେ ମାଲାମାଲ୍‌

ରାୟପୁର, ୬।୭: ଛତିଶଗଡ଼ ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ସରକାର ଚାଷୀଙ୍କଠାରୁ କିଲୋ ପିଛା ଦେଢ଼...

୮ମ ଶ୍ରେଣୀ ଛାତ୍ର ୪୫ କିମି ସାଇକେଲ ଚଳାଇ କଲେ ରେକର୍ଡ

ଶିମଲା,୨୫।୧: ହିମାଚଳପ୍ରଦେଶର ଜଣେ ୮ମ ଶ୍ରେଣୀ ଛାତ୍ର ୨ ଘଣ୍ଟା ୪୩ ମିନିଟ ସାଇକେଲ ଚଳାଇ ୪୫ କିମି ଦୂରତା ଅତିକ୍ରମ କରି ଏକ ରେକର୍ଡ...

ପ୍ରଥମଥର ପାଇଁ ଲୋକ ସଭାରେ ଖାତା ଖୋଲିପାରିଲାନି ଲାଲୁଙ୍କ ଦଳ

ପାଟନା, ୨୪।୫: ଲୋକ ସଭା ନିର୍ବାଚନରେ ଏଥର ଖାତା ଖୋଲିପାରି ନାହିଁ ଲାଲୁ ପ୍ରସାଦ ଯାଦବଙ୍କ ନେତୃତ୍ୱଧୀନ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)। ବିହାରରେ ମୋଦି ଲହରରେ...

କରୋନା ଭ୍ୟାକ୍ସିନ ଯଦି ସୁରକ୍ଷିତ ତେବେ ମନ୍ତ୍ରୀଙ୍କୁ କାହିଁକି ଦିଆଯାଉ ନାହିଁ: କଂଗ୍ରେସ ନେତା

ନୂଆଦିଲ୍ଲୀ,୧୬ ।୧: ସାରା ଦେଶରେ କରୋନା ମହାମାରୀ ସହ ଲଢିବାକୁ ଶନିବାର ସକାଳୁ ଆରମ୍ଭ ହୋଇଛି ଟିକାକରଣ ପ୍ରକ୍ରିୟା । ଏହିକ୍ରମରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ,...

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୧୩।୮: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୪୦,୧୨୦ଟି...

୬ ମାସ ମଧ୍ୟରେ ସୁପ୍ରିମ୍‌କୋର୍ଟରେ ନିଯୁକ୍ତି ହେବେ ୨ ସିଜେଆଇ…

ନୂଆଦିଲ୍ଲୀ, ୨୭।୬ : ଆଗାମୀ ୬ ମାସ ମଧ୍ୟରେ ସୁପ୍ରିମ୍‌କୋର୍ଟରେ ୨ ପ୍ରଧାନବିଚାରପତି(ସିଜେଆଇ) ନିଯୁକ୍ତ ହେବେ। ପ୍ରଧାନ ବିଚାରପତି ଏନଭି ରମନାଙ୍କ ସମେତ ୫ ଜଣ...

Advertisement
Archives

Model This Week