Posted inଜାତୀୟ

ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ହସ୍ପିଟାଲରେ ଭର୍ତ୍ତି

ବେଙ୍ଗାଲୁରୁ,୧୨।୧୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମୈୟାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ଫଳରେ ବୁଧବାର ବିଳମ୍ବିତ ରାତିରେ ସେ ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିଦ୍ଧରମୈୟାଙ୍କ ପୁଅ ଯତୀନ୍ଦ୍ର କହିଛନ୍ତି, ପିତାଙ୍କ ହୃଦ୍‌ପିଣ୍ଡ ସମ୍ବନ୍ଧୀୟ ରୋଗ ରହିଛି। ସେ ଡାକ୍ତର ରମେଶଙ୍କ ପାଖରେ ଚିକିତ୍ସିତ ହେଉଛନ୍ତି। ଏବେ ତାଙ୍କ ଆଇସିୟୁରେ ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ କଶ୍ମୀରକୁ କହିଲେ ନାଗାଲାଣ୍ଡର ରାଜଧାନୀ !

ଲକ୍ଷ୍ନୌ,୨୮।୧୧: ଉତ୍ତରପ୍ରଦେଶରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଜଣେ ପ୍ରଧାନ ଶିକ୍ଷକ କଶ୍ମୀରକୁ ନାଗାଲାଣ୍ଡ ରାଜଧାନୀ କହି ହଟହଟା ହୋଇଛନ୍ତି। ପ୍ରତାପଗଡ଼ର ଡିଏମ୍‌ ମାର୍କେଣ୍ଡେୟ ଶାହି ସ୍ଥାନୀୟ କୁଣ୍ଡା...

ଦେଶରେ ୧,୨୧୬ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୪।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୨୦୮ ନୂଆ...

କରୋନାକୁ ସର୍ଜିକାଲ ଷ୍ଟ୍ରାଇକ୍‌ କର

ମୁମ୍ବାଇ,୧୦ା୬: କେନ୍ଦ୍ର ସରକାର ସୀମାରେ ଅପେକ୍ଷା କରନ୍ତୁ ନାହିଁ। କରୋନା ଭାଇରସ୍‌ ଆମର ସବୁଠୁ ବଡ଼ ଶତ୍ରୁ। ଏହାକୁ ଶେଷ କରିବାକୁ ପଡ଼ିବ। କେନ୍ଦ୍ରର ଆଭିମୁଖ୍ୟ...

ନିଜର ସାଂସ୍କୃତିକ ଆଲୋକରେ ବିଶ୍ୱର ମାର୍ଗଦର୍ଶନ କରୁଛି ଭାରତ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୬।୨ : ମେଗା ଜାତୀୟ ଆଦିବାସୀ ମହୋତ୍ସବର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦି ମହୋତ୍ସବରେ ଯୋଗ ଦେଇ କହିଛନ୍ତି ଯେ, ଭାରତ...

ଦିଲ୍ଲୀ ହସ୍ପିଟାଲରେ କେବଳ ହେବ ଦିଲ୍ଲୀବାସୀଙ୍କ ଚିକିତ୍ସା: କେଜରିଓ୍ବାଲ

ନୂଆଦିଲ୍ଲୀ,୭।୬: କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାକୁ ନେଇ ରବିବାର ଦିଲ୍ଲୀ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି, ଦିଲ୍ଲୀର ସମସ୍ତ ସରକାରୀ...

ନାବାଳିକା ହତ୍ୟାକାରୀ ସାହିଲ ଗିରଫ, ୪୦ଥର ଛୁରୀ ଭୁଷି ଗର୍ଲଫ୍ରେଣ୍ଡଙ୍କୁ କରିଥିଲେ ହତ୍ୟା

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀର ଶାହବାଦ ଡେୟରି ଅଞ୍ଚଳରେ ଜଣେ ଯୁବକ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଛୁରୀ ଭୁଷି ହତ୍ୟା କରିଛନ୍ତି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।...

ଅଯୋଧ୍ୟା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ

ଲକ୍ଷ୍ନୌ,୧୨।୧୧: ଅଯୋଧ୍ୟା ଜମି ବିବାଦ ମାମଲା ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣି କରିବା ପରେ ମଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଲଲାଙ୍କୁ ଦର୍ଶନ କରିବେ। ଏଥିପାଇଁ ସେ...

ନୂଆବର୍ଷରେ ଦୁର୍ନୀତି କମିବ: ଲୋକଙ୍କ ଆଶା

ନୂଆଦିଲ୍ଲୀ,୧ା୧(ଆଇଏଏନ୍‌ଏସ୍‌): ନୂଆବର୍ଷ ୨୦୨୦ ଦେଶବାସୀଙ୍କ ପାଇଁ ସାଙ୍ଗରେ ନେଇଆସିଛି ଅନେକ ଆଶା। ଦୁର୍ନୀତି ସମାଜର ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରୁଥିବା ଏକ ପ୍ରସଙ୍ଗ ହୋଇଥିବାରୁ...

Advertisement
Archives

Model This Week