Posted inଖେଳ

ପୂର୍ବତନ ଅଲିମ୍ପିକ୍ସ ଚାମ୍ପିୟନଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ

ବୁଦାପେଷ୍ଟ,୧୬।୧୦- ହଙ୍ଗେରୀର ଏକ ସହରର ମେୟର ଭାବେ ପୁନଃ ନିର୍ବାଚିତ ହୋଇଥିବା ପୂର୍ବତନ ଅଲିମ୍ପିକ୍‌ ଚାମ୍ପିୟନ ଜୋଲ୍ଟ ବୋର୍କାଇ ନିଜ ରାଜନୈତିକ ଦଳ ଫିଡେଜରୁ ଇସ୍ତଫା ଦେଇଛନ୍ତି। ଜୋଲ୍ଟ ୧୯୮୮ ସେଉଲ ଅଲିମ୍ପିକ୍ସରେ ଜିମ୍ନାଷ୍ଟିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏକ ପ୍ରାଇଭେଟ ଯାହଜ(ୟାଚ୍‌)ରେ ଜଣେ ଯୁବତୀଙ୍କ ସହ ତାଙ୍କର ଅନ୍ତରଙ୍ଗ ଭିଡିଓ ଭାଇରାଲ ହେବା ପରେ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଛି। ଏଥିସହ ସେ କ୍ଷମାପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନଙ୍କ ନେତୃତ୍ୱାଧୀନ ଫିଡେଜ ଦଳ ଛାଡ଼ିବା ପରେ ମଧ୍ୟ ନର୍ଦନ ହଙ୍ଗେରୀର ଗିଅର ସହରର ମେୟର ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏଥିରେ ସେ କୌଣସି ପ୍ରଶ୍ନର ଉତ୍ତର ଦେଇ ନ ଥିଲେ। ତେବେ ତାଙ୍କ ଭିଡିଓ କିଏ ଉତ୍ତୋଳନ କରିଛନ୍ତି, ତାହା ଜଣାପଡ଼ି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ ୫୧ ତମ ମ୍ୟାଚରେ ଜିଟି-ଏଲଏସଜି ଲଢ଼େଇ, ପାଣ୍ଡ୍ୟା ବ୍ରଦର୍ସ ମୁହାଁମୁହିଁ…

ଅହମଦାବାଦ,୭।୫ : ଆଇପିଏଲ ୨୦୨୩ର ୫୧ ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅପରାହ୍ନ...

ଆଇପିଏଲ ପ୍ଲେ ଅଫ୍‌ରେ ବର୍ଷା ହେଲେ କିଏ ହେବ ବିଜେତା: ଜାଣନ୍ତୁ ନିୟମ

ମୁମ୍ବାଇ,୨୩।୫:ଆଇପିଏଲ ପ୍ଲେ ଅଫ ମ୍ୟାଚ ପାଇଁ ପରିଚାଳନା ପରିଷଦ ପକ୍ଷରୁ ନୂତନ ନିୟମ ବିଷୟରେ ପ୍ରକାଶ କରାଯାଇଛି। କ୍ୱାଲିଫାୟର୍‌-୧, ଏଲିମିନେଟର ଏବଂ କ୍ୱାଲିଫାୟର୍‌-୨ରେ ଯଦି ବର୍ଷା...

ଭାରତକୁ କ୍ଷମା ମାଗିଲା ଅଷ୍ଟ୍ରେଲିଆ

ସିଡନୀ,୧୦।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଚାଲିଥିବା ତୃତୀୟ ଟେଷ୍ଟର ଚତୁର୍ଥ ଦିନରେ ଅଷ୍ଟ୍ରେଲୀୟ ଦର୍ଶକ ପୁଣି ଥରେ ସୀମା ଅତିକ୍ରମ କରିଛନ୍ତି। ଭାରତୀୟ...

ଦିନିକିଆ ସିରିଜ ଜିତିଲେ ଭାରତୀୟ ମହିଳା ପୁନମ, ମିଥାଲିଙ୍କ ଅର୍ଦ୍ଧଶତକ

ଭଦୋଦରା,୧୨।୧୦(ପି.ଟି.)- ଅଧିନାୟିକା ମିଥାଲି ରାଜ ଓ ପୁନମ ରାଉତଙ୍କ ଉପଯୋଗୀ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ଭାରତୀୟ ମହିଳା ଦଳ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଦକ୍ଷିଣ...

ଏଣିକି ଡ. ସୁରେଶ ରାଇନା

ନୂଆଦିଲ୍ଲୀ,୫।୮: ‘ଡକ୍ଟରେଟ୍‌’ ଉପାଧି ପାଇଲେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା। ଓ୍ବେଲ୍ସର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଆଣ୍ଡ ଆଡଭାନ୍ସ ଷ୍ଟଡିଜ୍‌(ଭିଇଏଲ୍‌ଏସ୍‌) ପକ୍ଷରୁ...

ମାତ୍ର ୩୮ ବଲ୍‌ରେ ଏମିତି କାରନାମା କଲେ ମହିଳା କ୍ରିକେଟର୍‌

ଅକଲାଣ୍ଡ,୧୪।୧: ନ୍ୟୁଜିଲାଣ୍ଡର ତାରକା ମହିଳା କ୍ରିକେଟର ସୋଫି ଡିଭାଇନ ଇତିହାସ ସୃଷ୍ଟି କରିଛନ୍ତି। ମହିଳା ଟି -୨୦ କ୍ରିକେଟ ଇତିହାସରେ ଦ୍ରୁତତମ ଶତକ ସୃଷ୍ଟି କରିବାରେ...

ଚେନ୍ନାଇକୁ ବଡ଼ ଝଟ୍‌କା: ପୁରା ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୨।୪: ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିଲା ବହୁତ ବଡ଼ ଝଟ୍‌କା। ମେଗା ନିଲାମରେ ଦଳ ୧୪ କୋଟି ଟଙ୍କାରେ କିଣିଥିବା ଦ୍ରୁତ ବୋଲର ଦୀପକ ଚହର...

ସିଜନର ଶେଷ ଗେମ୍‌ ଖେଳିବ ଓଏଫ୍‌ସି: ବିଜୟ ସହ ପ୍ଲେ ଅଫ୍‌ ଲକ୍ଷ୍ୟ

ଭୁବନେଶ୍ୱର,୨୨।୨(ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ୍‌ ସୁପର ଲିଗ୍‌ରେ ସିଜନର ନିଜର ଅନ୍ତିମ ମ୍ୟାଚ ଜାମସେଦପୁର ଏଫ୍‌ସି ବିପକ୍ଷରେ ଖେଳିବ ଓଡ଼ିଶା ଏଫ୍‌ସି (ଓଏଫ୍‌ସି)। କଳିଙ୍ଗ ଷ୍ଟାଡିୟମରେ ବୁଧବାର...

Advertisement
Archives

Model This Week