Posted inଫୁରସତ

ପୁରୁଷମାନଙ୍କୁ ଘରକୁ ଡାକନ୍ତି ଏହି ମହିଳା: ତାଙ୍କ କଥା ନ ମାନିଲେ କରିଥା’ନ୍ତି ଏପରି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବ୍ରିଟେନ୍‌ର ଜଣେ ମହିଳା ପ୍ରଥମେ ପୁରୁଷମାନଙ୍କୁ ପ୍ରେମ ଜାଲରେ ଫସାଇ ନିଜ ଘରକୁ ଡାକିଥା’ନ୍ତି। ପରେ ସେମାନଙ୍କୁ ଏପରି କିଛି ନିର୍ଦ୍ଦେଶ ଦେଇଥା’ନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଘରକୁ ଡାକୁଥିବା ପୁରୁଷମାନଙ୍କୁ ସେ ମହିଳାଙ୍କ ପୋଷାକ ପିନ୍ଧିବାକୁ କହିଥା’ନ୍ତି। ଯଦି ସେମାନେ ନ ମାନନ୍ତି ତେବେ ତାଙ୍କୁ ହତ୍ୟା କରିଥା’ନ୍ତି। ଯେଉଁମାନେ ମାନନ୍ତି ତାଙ୍କୁ ହତ୍ୟା କରନ୍ତି ଯିଏ ନ ମାନନ୍ତି ତାଙ୍କୁ ବି ଛାଡ଼ନ୍ତିନାହିଁ।

ଏହି ମହିଳା ଜଣେ ସିରିୟଲ କିଲର। ସେ ଏହି କିଛିଦିନ ଭିତରେ ଏପରି ଢଙ୍ଗରେ ୩ ଜଣଙ୍କ ଜୀବନ ନେଇ ସାରିଲେଣି। ଅଭିଯୁକ୍ତ ମହିଳାଙ୍କୁ ଏବେ ଜେଲ୍‌ ହୋଇଯାଇଛି। ଜେଲ୍‌ରେ ମଧ୍ୟ ସଂପୃକ୍ତ ମହିଳା ଷ୍ଟାଫ୍‌ମାନଙ୍କୁ ହତ୍ୟା ଧମକ ଦେଉଛନ୍ତି। ଅଭିଯୁକ୍ତ ମହିଳା ଜଣଙ୍କ ସମଲିଙ୍ଗୀ ସମ୍ପର୍କ ରଖିଥା’ନ୍ତି। ଏପରିକି ତାଙ୍କୁ ବିବାହ କରିବାକୁ ରାଜି ନ ହେଲେ ହତ୍ୟା ଧମକ ଦେଇଥା’ନ୍ତି। ତାଙ୍କ ଧମକରେ ଏହା ପୂର୍ବରୁ ଦୁଇଜଣ ମହିଳା ଆତ୍ମହତ୍ୟା ଉଦ୍ୟମ ବି କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ନାଗରିକ ସୁରକ୍ଷା ଦିବସ

ବିଶ୍ୱର ନାଗରିକଙ୍କ ସୁରକ୍ଷା ଅତ୍ୟାବଶ୍ୟକ। ନାଗରିକଙ୍କ ସୁରକ୍ଷା ଦ୍ୱାରା ବିକାଶର ମାର୍ଗ ପ୍ରଶସ୍ତ ହୋଇଥାଏ। ତେଣୁ ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ମାର୍ଚ୍ଚ ୧...

ଜଙ୍ଗଲରେ ନିଆଁ: ସାଇକେଲ ଆରୋହୀଙ୍କୁ ଅଟକାଇ ପାଣି ପିଇଲା କୋଆଲା; ଭିଡ଼ିଓ ଭାଇରାଲ

ଏଡ଼ିଲେଡ୍‌,୨୯।୧୨: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନା ଧରୁନି। ବହୁ ବନ୍ୟପ୍ରାଣୀଙ୍କ ଏହାଦ୍ୱାରା ମୃତ୍ୟୁ ଘଟିଥିବା କୁହାଯାଉଛି। ସମ୍ପ୍ରତି ସୋସିଆଲ୍‌ ମିଡ଼ିଆରେ ଜଙ୍ଗଲ ନିଆଁ...

ଚାଲିଛି ଭୂତ ଓ ସାପ ନାଁରେ ସ୍କୁଲ

କୋଲକାତା: ଭୂତ ଓ ସାପ ଭଳି ଅଜବ ନାମରେ ଚାଲୁଥିବା ସ୍କୁଲକୁ ପିଲା ଯାଉଛନ୍ତି। ଅଭିଭାବକମାନେ ବି ପିଲା ପଠାଉଛନ୍ତି। ପଶ୍ଚିମବଙ୍ଗର ନଦିୟା ଜିଲାରେ ଚାଲିଛି...

ଇ-ମେଲ୍‌ ଯୋଗେ କ୍ଷମା ମାଗିଲେ ଚୋର

କେପ୍‌ଟାଉନ୍‌: ପ୍ରତ୍ୟେକ ଦିନ ଅଜବ ଘଟଣା ସବୁ ଖବରକାଗଜ ହେଉ ଅବା ନ୍ୟୁଜ୍‌ ଚ୍ୟାନେଲରେ ପ୍ରସାରିତ ହେଉଛି। ସାମାଜିକ ଗଣମାଧ୍ୟମରେ ଅସଂଖ୍ୟ ଘଟଣାବଳୀ ଶେୟାର ମଧ୍ୟ...

ଅମାନିଆଙ୍କ ହାତରେ କରୋନା ଦୂତ ଷ୍ଟାମ୍ପ୍‌

ବର୍ତ୍ତମାନ ସମଗ୍ର ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିରୁ ନିସ୍ତାର ପାଇବା ପାଇଁ ନାନା ପଦଦେକ୍ଷ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ପୋଲିସ...

ଦାମୀ ପିଜା: ଦାମ୍‌ ଏତେ ଯେ ତାକୁ କିଣି ଖାଇବା ଅସମ୍ଭବ ମନେ ହେବ

ଆଜିକାର ଫାଷ୍ଟ ଫୁଡ୍‌ ଭିତରେ ପିଜାର ଚାହିଦା ବହୁତ। ଯୁବପିଢିଙ୍କ ମଧ୍ୟରେ ଏହା ପାଇଁ କ୍ରେଜ୍‌ ଦେଖିବାକୁ ମିଳେ। ତେବେ ଅନେକେ ହୁଏତ ଜାଣି ନ...

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ: ଧନପ୍ରାପ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ, ୨୧।୧୦: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ ସୋମବାର ଦିନ ହେବାକୁ ଯାଉଛି। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ। ଭାରତର କେତେକ ଅଞ୍ଚଳରେ...

ହାଡ଼ଭଙ୍ଗା ଶୀତରେ ଏଠାରେ ଲୋକେ କରନ୍ତି ବରଫ ସ୍ନାନ, କାରଣ ଜାଣିଲେ…

ଏ ହାଡ଼ଭଙ୍ଗା ଶୀତରେ, ଯଦି ଆପଣଙ୍କୁ କେହି ବରଫରେ ସ୍ନାନ କରିବାକୁ କୁହେ, ତେବେ ନିଶ୍ଚିତ ପଛଘୁଞ୍ଚା ଦେବେ। ମାତ୍ର ଜାପାନର ଲୋକମାନେ ବର୍ଷ ଆରମ୍ଭରେ...

Advertisement
Archives

Model This Week