ପୁଣି ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ଭାଇ ସିଦ୍ଧାର୍ଥ: ନିର୍ବନ୍ଧ ଭାଙ୍ଗିବାର କିଛି ଦିନ ପରେ ‘ମିଷ୍ଟ୍ରି ଗର୍ଲ’ଙ୍କ ସହ ନଜର ଆସିଲେ

ମୁମ୍ବାଇ: ବଲିଉଡ ତଥା ହଲିଉଡ୍‌ ଡିଭା ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ ବ୍ୟକ୍ତିଗତ ଜୀବନ ପୁଣି ଚର୍ଚ୍ଚାରେ। ସୋମବାର ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘରେ ରଖାଯାଇଥିବା ଗଣେଷ ପୂଜା ଆୟୋଜନରେ ଯୋଗ ଦେଇଥିଲେ ସିଦ୍ଧାର୍ଥ। ତେବେ ତାଙ୍କ ସାଙ୍ଗରେ ଥିଲେ ଜଣେ ‘ମିଷ୍ଟ୍ରି ଗର୍ଲ’। ସେ କିଏ ତାହା ଜଣାପଡ଼ି ନଥିଲେ ହେଁ ସେ ସିଦ୍ଧାର୍ଥଙ୍କ ଜୀବନର ନୂଆ ନାୟିକା ବୋଲି କୁହାଯାଉଛି। ଉଭୟ ଏକା ରଙ୍ଗର ପୋଷାକ ପରିଧାନ କରିଥିଲେ। ଏଥିରୁ ସେମାନଙ୍କର ସମ୍ପର୍କ ବେଶ ଦୃଢ଼ ହୋଇଥାଇପାରେ ବୋଲି କୁହାଯାଉଛି।

ବିଗତ ଦିନରେ ସିଦ୍ଧାର୍ଥଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାରେ ରହିଆସୁଛି। ୨୦୧୪ରେ କନିକା ମାଥୁର ଏବଂ ୨୦୧୯ରେ ପ୍ରେମିକା ଇଶିତାଙ୍କ ସହ ତାଙ୍କର ନିର୍ବନ୍ଧ ଭାଙ୍ଗିବା ସମସ୍ତଙ୍କୁ ଚକିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତମନ୍ନା ଯାହା ଖୋଜୁଥିଲେ..

କଥାରେ ଅଛି ଏ ମନ ଚାହୁଁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଓଡ଼ିଆ ସିନେମାର ଗ୍ଲାମର କୁଇନ୍‌ ଭାବରେ ପରିଚିତା ତମନ୍ନା ୟା ଭିତରେ...

ଦେଡ଼ଶାଶୁଙ୍କ ସହ ରୋମାନ୍ସ କରିଛନ୍ତି ଏହି ଅଭିନେତା: ଆଜି ବି ମନେ ଅଛି ଏହି ହିଟ୍‌ ସିନ୍‌

ବଲିଉଡ ଫିଲ୍ମରେ ଅନେକ ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥାଏ। କାମ ସମୟରେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରାୟତଃ ରୋମାଣ୍ଟିକ୍‌ ସିନ୍‌ ଦେଖିବାକୁ...

ରଣବୀରଙ୍କ ସହ ବିବାହକୁ ନେଇ ଏମିତି କହିଲେ ଆଲିଆ

ବଲିଉଡ୍‌ର ଚର୍ଚ୍ଚିତ ଖବର ମଧ୍ୟରେ ଅନ୍ୟତମ ରଣବୀର କପୁର-ଆଲିଆ ଭଟ୍ଟଙ୍କ ବିବାହ। ଉଭୟଙ୍କ ବିବାହକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ଚାଲିଛି। ଗତ ୨...

ଦଣ୍ଡନୃତ୍ୟକୁ ମଞ୍ଚକୁ ଆଣିବା ମୋ ପାଇଁ ବଡ଼ ସଫଳତା

ନାଟ୍ୟଶ୍ରୀ ଗଦାଧର ବାରିକ ଜଣେ ବହୁମୁଖୀ ପ୍ରତିଭା। ଏକାଧାରରେ ସେ ଜଣେ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତା, ନାଟ୍ୟକାର, ନିର୍ଦ୍ଦେଶକ, କୋରିଓଗ୍ରାଫର। କଳାକ୍ଷେତ୍ରରେ ନିଜକୁ ସମର୍ପିତ କରିଥିବା...

୧୨୦ ଏସିଡ୍‌ ପୀଡିତାଙ୍କୁ ସାହାଯ୍ୟ କରିବେ ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖଙ୍କ ଦରିୟା ଦିଲ୍‌ ଦେଖିବାକୁ ମିଳିଛି। ଏବେ ତାଙ୍କ ଫାଉଣ୍ଡେଶନ ପ୍ରାୟ ୧୨୦ ଏସିଡ୍‌ ପୀଡିତାଙ୍କୁ ସହାୟତା ଯୋଗାଇ ଦେବ ବୋଲି...

ଆତ୍ମହତ୍ୟା କଲେ ଏହି ୨୫ ବର୍ଷୀୟ ଅଭିନେତା, ବନ୍ଧୁଙ୍କ ଘରୁ…

ବମ୍ବେ: ଅଭିନୟଜଗତ ସହ ଜଡ଼ିତ ଅନେକ କଳାକାର ଏବେ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି। କିଛି ଦିନ ତଳେ ବଲିଉଡ୍‌ ଅଭିନେତା ସନ୍ଦିପ ନାହର ସୁଇସାଇଡ୍‌...

ଅଭିନେତ୍ରୀ ପୂର୍ବରୁ ଯୋଗ ଶିଖାଉଥିଲେ ଅନୁଷ୍କା

ଫିଲ୍ମ ‘ବାହୁବଳୀ-୨’ ସୁପରହିଟ୍‌ ହେବା ପରେ ‘ଦେବସେନା’ ଅର୍ଥାତ୍‌ ଅନୁଷ୍କା ସେଟ୍ଟୀଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା। ହେଲେ ଫିଲ୍ମରେ ନାୟକ ସାଜିଥିବା ଅଭିନେତା ପ୍ରଭାସଙ୍କ ସହ...

ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

କନ୍ନଡ଼ ଏବଂ ତାମିଲ ଫିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମୀ ଜୟରାଜ ଏବଂ ରିଚୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଫେବୃୟାରୀ ୧୦ ଅର୍ଥାତ୍‌ ବୁଧବାର ଈଶାଇ...

Advertisement

BGU

Archives

Model This Week

Why Dharitri