Posted inଜାତୀୟ

ପୁଣି ଇସ୍ରୋକୁ ସଫଳତା: ଚନ୍ଦ୍ରର ପଞ୍ଚମ କକ୍ଷକୁ ପ୍ରବେଶ କଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ, ୧।୯: ଭାରତୀୟ ମହାକାଶ ସଂସ୍ଥା ଇସ୍ରୋକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିଚାଲିଛି। ଚନ୍ଦ୍ରର ପଞ୍ଚମ କକ୍ଷକୁ ପବେଶ କରିଛି ଚନ୍ଦ୍ରଯାନ-୨। ରବିବାର ସନ୍ଧ୍ୟା ୬.୨୧ରେ ଚନ୍ଦ୍ରଯାନ-୨ ସଫଳତାର ଏହି ଉପଲବ୍ଧି oହାସଲ କରିଛି ବୋଲି ଇସ୍ରୋ ପକ୍ଷରୁ ଟୁଇଟ୍‌ ଯୋଗେ କୁହାଯାଇଛି। ଚନ୍ଦ୍ରର ପଞ୍ଚମ କକ୍ଷକୁ ପବେଶ କରୁଥିବାର ଚିତ୍ର ମଧ୍ୟ ଇସ୍ରୋ ପୋଷ୍ଟ୍‌ କରିଛି। ସୂଚନାଯୋଗ୍ୟ, ଆସନ୍ତା ୭ ତାରିଖ ରାତି ୧.୫୫ମିନିଟ୍‌ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏହି ଦୃଶ୍ୟ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ (ଇସ୍ରୋ) ମୁଖ୍ୟାଳୟରେ ସିଧାପ୍ରସାରଣ ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦେଶର ୬୦ ଜଣ କୁନି ବୈଜ୍ଞାନିକ ସାମିଲ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଯୋଧ୍ୟାରେ ନିର୍ମାଣ ହେବ ମାତା ସୀତାଙ୍କ ଭବ୍ୟ ମନ୍ଦିର

ଅଯୋଧ୍ୟା,୨୮।୪: ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଖୁବଶୀଘ୍ର ମାତା ସୀତାଙ୍କର ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି। ତପସ୍ବୀ ଛାଭନୀର ମହନ୍ତ ଜଗତଗୁରୁ ପରମହଂସ...

ଓଟିଟି ପ୍ଲାଟର୍ଫମରେ ତମାଖୁ ନେଇ ଚେତାବନୀ ଜାରି କରିବା ଅନିବାର୍ଯ୍ୟ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିୟମରେ ସଂଶୋଧନ…

ନୂଆଦିଲ୍ଲୀ,୩୧।୫ : ବିଶ୍ୱ ତମାଖୁ ନିରୋଧୀ ଦିବସରେ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଅଧିନିୟମ ଅନୁଯାୟୀ ସଂଶୋଧିତ ନିୟମାବଳୀ...

ଜ୍ଞାନବାପି ମାମଲା, ୨୬ ମେ’ରେ ଶୁଣାଣି…

ବାରାଣସୀ, ୨୪।୫ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜ୍ଞାନବାପି ମାମଲାର ଶୁଣାଣି ବାରାଣସୀର ଜିଲା ଜଜଙ୍କ କୋର୍ଟରେ ଅନୁଷ୍ଠିତ ହୋଇଥିଲା। ଉଭୟ ପକ୍ଷର ଶୁଣାଣି ପରେ କୋର୍ଟ...

ଏୟାର୍‌ ହୋଷ୍ଟେସ୍‌ଙ୍କ ସହ ଦୁର୍ବ୍ୟବହାର: ଯାତ୍ରୀ ଗିରଫ

ଅମୃତସର,୧୬।୫: ଦୁବାଇରୁ ଅମୃତସର ଆସୁଥିବା ବିମାନରେ ଜଣେ ଯୁବକ ଏୟାର ହୋଷ୍ଟେସ୍‌ଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଜଲନ୍ଧରସ୍ଥିତ କୋଟଲିର ରଜିନ୍ଦର ସିଂଙ୍କର କୌଣସି...

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୨୨।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨...

ରାମନବମୀରେ ମନ୍ଦିରରେ ଲାଗିଲା ଭୀଷଣ ନିଆଁ

ହାଇଦ୍ରାବାଦ୍‌,୩୦।୩: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ଭେନୁଗୋପାଲା ସ୍ବାମୀ ମନ୍ଦିରରେ ରାମନବମୀ ଉତ୍ସବ ସମୟରେ ଅଗ୍ନିକାଣ୍ଡ ଘଟିଛି। ରାମନବମୀ ପାଳନ ପାଇଁ ମନ୍ଦିରରେ ଏକ ପେଣ୍ଡାଲ...

ତୃତୀୟ ଲହରରେ ଶିଶୁ-କିଶୋରଙ୍କୁ କିଭଳି ମିଳିବ ସୁରକ୍ଷା: ଜବାବ୍‌ ତଲବ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୬।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା ଅକ୍ସିଜେନ୍‌ ଅଭାବ ମାମଲାର ବିଚାର ସମୟରେ ସୁପ୍ରିମ୍‌କୋର୍ଟ ଦିଲ୍ଲୀ ସରକାରଙ୍କୁ ଜବାବ୍‌ ତଲବ...

ଦିନକୁ ୧୦ଥର ଗାଧୋଇବା ସହ ନୋଟ୍‌ ଧୋଉଥିଲେ ମହିଳା, ତାଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ସ୍ବାମୀ

ମହୀଶୁର, ୨୦।୨: କର୍ନାଟକର ମହୀଶୁରରେ ଏକ ଅଭାବାନୀୟ ଘଟଣା ଘଟିଛି। ଦିନରେ ୧୦ଥର ଗାଧୋଇବା ସହ ନୋଟ୍‌ ଧୋଉଥିବା ମହିଳାଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା...

Advertisement
Archives

Model This Week