Posted inଜାତୀୟ

ପୁଅ କଲେ ଗାଡି ଦୁର୍ଘଟଣା, ପୋଲିସକୁ ଫୋନ୍‌ କରି ଡାକିଲେ ଏମ୍‌ପି

କୋଲକାତା, ୧୬।୮: ଭାଜପା ଏମ୍‌ପି ରୂପା ଗାଙ୍ଗୁଲୀଙ୍କ ପୁଅ ଆକାଶ ମୁଖାର୍ଜୀ ପୋଲିସ୍‌ ଅଟକ ରଖିଛି। ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଅଭିଯୋଗରେ ପୋଲିସ ତାଙ୍କୁ ପଚରାଉଚୁରା କରୁଥିବା ଜଣାପଡିଛି। ୨୧ ବର୍ଷୀୟ ଆକାଶଙ୍କ ନାଁରେ ଧାରା ୪୨୭, ୨୭୯ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତିରେ ଆକାଶ କୋଲକତାର ଏକ କ୍ଲବରୁ ନିଜ ଗାଳିରେ ଫେରୁଥିବାବେଳେ ତାଙ୍କ ଘର ପାଖାପାଖି ଥିବା ଏକ ଘର ପାଖରେ ଥିବା ଏକ ଘର କାନ୍ଥ ବାଡେଇ ଦେଇଥିଲେ। କାନ୍ଥର କିଛି ଭାଗ ଭାଙ୍ଗି ତାଙ୍କ କାର୍‌ ଉପରେ ପଡିଯାଇଥିଲା। ଫଳରେ ସେ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ। ତାଙ୍କ ମା’ ରୂପା ଗାଙ୍ଗୁଲୀ ତୁରନ୍ତ ପୋଲିସକୁ ଡକାଇଥିଲେ। ଏନେଇ ସେ ଟୁଇଟ କରି କହିଛନ୍ତି, ମୁଁ ମୋ ପୁଅକୁ ବହୁତ ଭଲ ପାଏ, କିନ୍ତୁ ଆଇନକାନୁନ ତା’ ବାଟରେ କାମ କରିବ। ଦୟାକରି ଏହାକୁ ରାଜନୀତିକରଣ ନ କରାଯାଉ ବୋଲି ସେ କହିଛନ୍ତି। ନିଜ ଟୁଇଟ୍‌ରେ ସେ ପ୍ରଧାନମନ୍ତନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମୀ ଯୁଗଳଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

ଭୋପାଳ,୨୩ା୬: ଯୁବତୀ ଧନୀ ପରିବାରର ଓ ଯୁବକ ଜଣକ ଗରିବ। ଦୁହେଁ ପରସ୍ପରକୁ ଭଲପାଇ ବାହାହେବାକୁ ଚାହାନ୍ତି। ଭିଲାଲା ଜାତିର ଏହି ପ୍ରେମୀ ଯୁଗଳଙ୍କ ସମ୍ପର୍କ...

କଣ୍ଟ୍ରାକ୍ଟର ଆତ୍ମହତ୍ୟା ଘଟଣା: କ୍ୟାବିନେଟ୍‌ ମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ବେଙ୍ଗାଲୁରୁ,୧୩।୪: କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲଙ୍କ ମୃତ୍ୟୁ ଘଟଣାରେ କର୍ନାଟକ କ୍ୟାବିନେଟ ମନ୍ତ୍ରୀ କେ.ଏସ ଇଶ୍ୱରପ୍ପାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମୃତକଙ୍କ ଭାଇ ପ୍ରଶାନ୍ତ...

ମଙ୍ଗୁ ମଠ ନ ଭାଙ୍ଗିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ଅନୁରୋଧ

ଭୁବନେଶ୍ୱର(ବ୍ୟୁରୋ)/ଚଣ୍ଡିଗଡ଼, ୧୫।୯(ଆଇଏଏନ୍‌ଏସ୍‌): ଶିଖ୍‌ ଗୁରୁ ନାନକ ଦେବଙ୍କ ସହ ଜଡ଼ିତ ପୁରୀର ମଙ୍ଗୁ ମଠ ନ ଭାଙ୍ଗିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓଡ଼ିଶା ପ୍ରତିପକ୍ଷ...

ଆସାମର ୨ ଜିଲାରେ ବୋମା ବିସ୍ଫୋରଣ

ଗୁଆହାଟୀ,୨୬।୧: ସାଧାରଣତନ୍ତ୍ର ଦିବସରେ ଆସାମର ୨ ଜିଲାରେ ୩ଟି ବୋମା ବିସ୍ଫୋରଣ ହୋଇଛି। ସ୍ଥାନୀୟ ଦିବ୍ରୁଗଡ଼ ଏବଂ ଚରାଇଦେବ ଜିଲାରେ ରବିବାର ସକାଳେ ବୋମା ବିସ୍ଫୋରଣ...

ବିଷାକ୍ତ ଧୂଆଁ ନେଲା ୪ ଶିଶୁ, ମା’ଙ୍କ ଜୀବନ

ନୂଆଦିଲ୍ଲୀ, ୧୯ା୧: ବିଷାକ୍ତ ଧୂଆଁ କାରଣରୁ ଜଣେ ୩୦ ବର୍ଷୀୟା ମହିଳା ଓ ତାଙ୍କ ୪ ଛୁଆ ପ୍ରାଣ ହରାଇଛନ୍ତି। ଏହି ଘଟଣା ରାଜଧାନୀର ଓଲ୍ଡ...

ଏସବୁ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ପୂର୍ବାନୁମାନ: ରେଡ୍‌ ଆଲର୍ଟ ଜାରି

ନୂଆଦିଲ୍ଲୀ, ୨୨।୮: ଦେଶର ଅଧାରୁ ଅଧିକ ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିଛି। ପୂର୍ବରୁ ଆରମ୍ଭ କରି ପଶ୍ଚିମ ଏବଂ ଉତ୍ତରଭାରତରେ ପ୍ରବଳ ବର୍ଷା ଲାଗି...

ହାଥରସ୍‌ ମାମଲାରେ ସତ୍ୟପାଠ ଦାଖଲ କଲେ ଯୋଗୀ ସରକାର: ଯାଞ୍ଚ୍‌ର ତଦାରଖ କରନ୍ତୁ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୧୪।୧୦: ଉତ୍ତରପ୍ରଦେଶ ହାଥରସ୍‌ ବଳାତ୍କାର ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଗୁରୁବାର ଏହି ମାମଲାର ଶୁଣାଣି...

ପିପିଇ କିଟ୍‌ ପିନ୍ଧି ଲୁଟି ନେଇଥିଲେ ୧୩ କୋଟି ଟଙ୍କାର ଅଳଙ୍କାର

ନୂଆଦିଲ୍ଲୀ, ୨୧।୧:ପିପିଇ କିଟ୍‌ ପିନ୍ଧି ଫିଲ୍ମ ଷ୍ଟାଇଲ୍‌ରେ ଜଣେ ଇଲେକ୍ଟ୍ରିସିଆନ୍‌ ଦକ୍ଷିଣ ପୂର୍ବ ଦିଲ୍ଲୀର କାଲକାଜି ସ୍ଥିତ ଅଞ୍ଜଳି ଜୁଏଲରର୍ସରୁ ୧୩ କୋଟି ଟଙ୍କାର ଅଳଙ୍କାର...

Advertisement
Archives

Model This Week