Posted inଫୁରସତ

ପିଲାଙ୍କୁ ପାଠ ପଢାଇବାକୁ ଆସୁଛି ସ୍କୁଲ

ମୁମ୍ବାଇର ଝୁଙ୍ଗିଆ ଇଲାକାର ବସ୍ତି ଅଞ୍ଚଳରେ ରହୁଥିବା ଗରିବ ପିଲାମାନେ ସ୍କୁଲ୍‌ ପଢ଼ିବାକୁ ନୁହଁ ବରଂ ସ୍କୁଲ୍‌ ଏମାନଙ୍କୁ ପଢ଼ାଇବାକୁ ଆସିଥାଏ। ‘ସ୍କୁଲ୍‌-ଅନ୍‌-ହ୍ବିଲ୍‌ସ’ ନାମରେ ଚାଲିଥିବା ଏହି ବସ୍‌ରେ ପାଠ ପଢ଼ାଯାଏ। ଏହି ସ୍କୁଲ୍‌ରେ ୩ ବର୍ଷରୁ ନେଇ ୧୬ ବର୍ଷ ବୟସର ପିଲା ଅଛନ୍ତି। ସକାଳ ୯ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ୍‌ରେ ପାଠ ପଢ଼ା ଚାଲେ। ପ୍ରତି ଶ୍ରେଣୀର ପିଲାଙ୍କୁ ଦୁଇ ଘଣ୍ଟା ଲେଖାଏ ସମୟ ଦିଆଯାଏ।

ଏହି ବସ୍‌-କମ୍‌ ସ୍କୁଲ୍‌ରେ ପିଲାଙ୍କ ପାଠ ପଢ଼ିବା ନିମନ୍ତେ ଆବଶ୍ୟକ ସମସ୍ତ ସାମଗ୍ରୀ ଉପଲବ୍ଧ ରହିଛି। ବୀଣା ସେଠ୍‌ ଲଶ୍କରୀ ପ୍ରଥମେ ଏହାକୁ ଆରମ୍ଭ କରିଥିଲେ। ସେ ସୋଶିଆଲ୍‌ ୱାର୍କରେ ମାଷ୍ଟର୍‌ ଡିଗ୍ରୀ ହାସଲ କରିଛନ୍ତି। ଭାରତରେ ଶିକ୍ଷାବ୍ୟବସ୍ଥା ଉପରେ କିଛି କରିବା ପାଇଁ ତାଙ୍କ ମନରେ ଆଗ୍ରହ ଥିଲା। ତେଣୁ ସେ ଏହି ପଦକ୍ଷେପ ଗ୍ରହଣ କଲେ। ପ୍ରାରମ୍ଭିକ ସମୟରେ ଅନେକ କଷ୍ଟ ଉଠାଇ ପ୍ରଥମେ ସେ ବସ୍ତି ପିଲାଙ୍କୁ ସେମାନଙ୍କ ଘରେ ପଢ଼ାଇଲେ। ପରେ ‘ସ୍କୁଲ୍‌ ଅନ୍‌ ହ୍ବିଲ୍‌ସ’ ଆରମ୍ଭ କଲେ। ତାଙ୍କ ସଂଗଠନ ଇତିମଧ୍ୟରେ ୨,୩୫,୦୦୦ ପିଲାଙ୍କ ଭବିଷ୍ୟତ ସୁଧାରି ସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ମୁନ୍‌ଲାଇଟିଂ

କେବେ ଆର୍ଥିକ ଅନଟନ ଦୂର କରିବା ଲାଗି ତ କେବେ ବଳକା ସମୟର ଉପଯୋଗ ପାଇଁ, ଆଉ ପୁଣି କେବେ ଅଧିକ ଟଙ୍କା ରୋଜଗାର ଲୋଭରେ...

ଭୋକ ସହି ନ ପାରି ଗଛରେ ଚଢିଗଲେ ଛେଳି ପଲ : ଆଉ ତା ପରେ ଘଟିଲା ଏମିତି

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଦଳେ ଛେଳି ମଧ୍ୟାହ୍ନଭୋଜନ ପାଇଁ ଗଛର ଶୀର୍ଷରେ ଚଢିଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ...

ଜାଣନ୍ତି ବିମାନର ଝରକା କାହିଁକି ହୋଇଥାଏ ଗୋଲାକାର

ସାଧାରଣତଃ ଘରେ କିମ୍ବା ଉଚ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକାରେ ବର୍ଗାକାର କିମ୍ବା ଆୟତାକାର ଆକୃତିର ଝରକା ଦେଖିଥିବେ। ଘରେ ବ୍ୟବହୃତ ଅନେକ ଉପକରଣ ମଧ୍ୟ ବର୍ଗାକାର।...

ଏଠି ସବୁ ସମୟରେ ମାରିଥାଏ ବିଜୁଳି, କାରଣ ଖୋଜି ପାଉନାହାନ୍ତି ବୈଜ୍ଞାନିକ

ଆଜିର ସମୟରେ ବିଜ୍ଞାନର ବହୁ ଅଗ୍ରଗତି ହୋଇଛି ସତ କିନ୍ତୁ ବିଶ୍ୱରେ ଏମିତି କିଛି ରହସ୍ୟମୟ ଘଟଣା ରହିଛି, ଯାହାର କାରଣ ବୈଜ୍ଞାନିକମାନେ ମଧ୍ୟ ଖୋଜି...

ପ୍ରଥମ ଦରମା ଟଙ୍କା ବୋଉକୁ ଦେଇଥିଲି: ନାଟ୍ୟ ନିର୍ଦ୍ଦେଶକ ତ୍ରିନାଥ ମହାପାତ୍ର

ନୟାଗଡ଼ ଜିଲା ରଣପୁର ବ୍ଲକ୍‌ କୁଳାସର ଗ୍ରାମପଞ୍ଚାୟତ ଅଧୀନ ବେଣୁଧରପୁର ଶାସନରେ ମୋର ଜନ୍ମ। ହେଲେ ମୋତେ ଯେତେବେଳେ ମାତ୍ର ୫ ବର୍ଷ ହୋଇଥିଲା ମୁଁ...

ମଣିଷ ଜୀବନ ବଞ୍ଚାଉଛି ମୂଷା

ଘରେ ମୂଷାଟିଏ ପଶିଗଲେ ଆମେ ଚିନ୍ତାରେ ପଡିଯାଉ କାରଣ ଘରର ସବୁ ଜିନିଷକୁ କ୍ଷଣିକରେ ନଷ୍ଟ କରିଦିଏ। କିନ୍ତୁ କାମ୍ବୋଡିଆ ଦେଶରେ ମୂଷା ହିରୋ ଭାବେ...

ପୃଥିବୀ ପୃଷ୍ଠର କିଛି ଅଦ୍ଭୁତ ଫୁଲ, ଯାହାକୁ ଦେଖିଲେ ବିଶ୍ୱାସ କରିବା କଷ୍ଟ

ଫୁଲ ବିଷୟରେ ଯଦି ଆଲୋଚନା କରାଯାଏ, ତେବେ ଏକ ସୁନ୍ଦର ପ୍ରତିଛବି ମନରେ ଉଙ୍କି ମାରିଥାଏ। ହେଲେ ଦୁନିଆରେ ଏପରି କିଛି ଫୁଲ ଅଛି, ଯାହା...

ସ୍ବାଧୀନତା ଦିବସରେ ଏଠି ସମସ୍ତେ ପିନ୍ଧନ୍ତି ଖଦି ପୋଷାକ

ଭାରତ ସ୍ବାଧୀନତାର ସ୍ବପ୍ନ ଦେଖିଥିବା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଉଦ୍‌ବୋଧନରେ ସେତେବେଳେ ବହୁମାତ୍ରାରେ ଅନୁପ୍ରାଣିତ ହୋଇଥିଲେ ଛାତ୍ର ଗୋଷ୍ଠୀ। ଇଂରେଜମାନଙ୍କୁ ଦେଶରୁ ହଟାଇବାକୁ ଗାନ୍ଧିଜୀ ଯେଉଁ...

Advertisement
Archives

Model This Week