ପିତାଙ୍କ ମୃତଦେହ ସାମ୍ନାରେ ବିବାହ କଲେ ଯୁବକ

ବିବାହ ଏକ ଶୁଭ ଅବସର ବୋଲି କୁହାଯାଏ। ହେଲେ ଜଣେ ପିତାଙ୍କ ଇଚ୍ଛା ପୁରଣ କରିବାକୁ ଯାଇ ପୁଅ ପିତାଙ୍କ ମୃତଦେହକୁ ସାମ୍ନାରେ ରଖି ବିବାହ କରିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ତାମିଲନାଡୁର ବିଲ୍ଲୁପୁରମରେ ଘଟିଛି ଏମିତି ଏକ ଘଟଣା। ୩୧ ବର୍ଷୀୟ ଆଲେକଜାଣ୍ଡରଙ୍କର ବିବାହ ଖୁବ୍‌ ଧୁମ୍‌ଧାମ୍‌ରେ କରିବେ ବୋଲି ତାଙ୍କ ପିତା ସ୍ଥିର କରିଥିଲେ। ଆସନ୍ତା ସେପ୍ଟେମ୍ବର ୨ରେ ତାଙ୍କର ବିବାହ ହୋଇଥାଆନ୍ତା। ହେଲେ ଗତ ଶୁକ୍ରବାର ଆଲେକଜାଣ୍ଡରଙ୍କ ପିତା ଦେବମଣିଙ୍କର ହଠାତ୍‌ ମୃତ୍ୟୁ ହୋଇଗଲା। ଏଥିରେ ପୁଅ ଆଲେକଜାଣ୍ଡର ଭାଙ୍ଗି ପଡିଲେ ସତ। ହେଲେ ପିତାଙ୍କ ସାମ୍ନାରେ ସେ ବିବାହ କରିବେ ବୋଲି ନିଷ୍ପତ୍ତି ନେଲେ। ଅର୍ଥାତ୍‌ ପିତାଙ୍କ ସଂସ୍କାର ପୂର୍ବରୁ ସେ ଯେମିତି ହେଉ ବିବାହ କରିବାକୁ ଚିନ୍ତା କରିଥିଲେ।ଏଥିପାଇଁ ସେ ତାଙ୍କ ସ୍ତ୍ରୀ ହେବାକୁ ଯାଉଥିବା ଅନ୍ନପୁର୍ଣ୍ଣାନିଙ୍କ ସହ କଥା ହୋଇଥିଲେ। ଅନ୍ନପୂର୍ଣ୍ଣାନୀ ବୃତ୍ତିରେ ଜଣେ ଶିକ୍ଷକ ହୋଇଥିବା ବେଳେ ସେ ଆଲେକଜାଣ୍ଡରଙ୍କ କଥାରେ ରାଜି ହୋଇ ଯାଇଥିଲେ। ଏହାପରେ ବରଯାତ୍ରୀ ସହ ପିତାଙ୍କ ମୃତଦେହକୁ ନେଇ କନ୍ୟା ଘରକୁ ଯାଇ ବିବାହ କରିଥିଲେ ଆଲେକଜାଣ୍ଡର। ଆଉ ବିବାହ ପରେ ତାଙ୍କ ପିତାଙ୍କର ମୃତଦେହକୁ ସଂସ୍କାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାହାଣୀର ନାଁ କନକ ମଞ୍ଜରୀ

କାମ କରୁ କରୁ ଛାନ୍ଦ, ଚଉପଦୀ, ଭଞ୍ଜ, ବଳଦେବ, ଗୋପାଳକୃଷ୍ଣଙ୍କୁ ସ୍ବର କରି ଗାଇ ଯାଉଥିବା ମାଆ ଏବଂ ଜେମାଆଙ୍କଠାରୁ ଶୁଣି ଶୁଣି ସାହିତ୍ୟ ପ୍ରତି...

ଗ୍ରାମାଞ୍ଚଳକୁ ସଂକ୍ରମଣ ମୁକ୍ତ ରଖିବା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୨ା୫(ପି.ଟି.): କରୋନା ମହାମାରୀର ମୁକାବିଲା ଲାଗି ଆଗକୁ ସନ୍ତୁଳିତ ରଣନୀତି ପ୍ରସ୍ତୁତ କରିବା ସହ ଏହାକୁ କାର୍ଯ୍ୟକାରୀ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଚର୍ଚ୍ଚାରେ ସରପଞ୍ଚ ପ୍ରାର୍ଥୀଙ୍କ ପୋଷ୍ଟର

ଚଣ୍ଡିଗଡ: ନିର୍ବାଚନ ସମୟରେ ପ୍ରାର୍ଥୀମାନେ ଭୋଟ ହାତେଇବା ପାଇଁ ଲୋକଙ୍କୁ ନାନା ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଥାନ୍ତି। ସେହିପରି ହରିୟାଣାର...

ପ୍ରଦର୍ଶନର ବି ରହିଛି ସୀମା: ଶାହିନ୍‌ ବାଗ ପୁନର୍ବିଚାର ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୩।୨: ଶାହିନ୍‌ ବାଗ୍‌ରେ ନାଗରିକତା ସଂଶୋଧନ ଆଇନ ନେଇ ପ୍ରଦର୍ଶନ ଜାରି ରହିଥିଲା। କରୋନା ମହାମାରୀ ସଂକ୍ରମଣକୁ ନେଇ ଧାରଣା ଦେଇଥିବା ଲୋକଙ୍କୁ ଏଠାରୁ ହଟାଯାଇଥିଲା।...

ମିଥ୍ୟା ବଳାତ୍କାର ମାମଲାର ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ…

ଭୋପାଳ, ୧୨।୨ : ମିଥ୍ୟା ବଳାତ୍କାର ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଯାଞ୍ଚ୍‌ ନିର୍ଦ୍ଦେଶ ଦେଇଛନ୍ତି। ସିହୋର ଜିଲାର ଏସ୍‌ପିଙ୍କୁ ଘଟଣାର ଉଚିତ ତଦନ୍ତ ଦାୟିତ୍ୱ ପ୍ରଦାନ...

‘ବଚପନ୍‌ କା ପ୍ୟାର୍‌..’ ଗାଇ ସମସ୍ତଙ୍କ ହୃଦୟ ଜିତିଥିଲେ ଏହି କୁନି ଗାୟକ: ଏବେ ବାଦ୍‌ଶାହଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ବି ହୋଇଗଲେ ଫ୍ୟାନ୍‌…

ନୂଆଦିଲ୍ଲୀ: ସ୍କୁଲ ପୋଷାକ ପିନ୍ଧି ପ୍ରେମ ଗୀତଟିଏ ଗାଇଦେଲେ। ପରେ ତାହା ସୋସିଆଲ ମିଡିଆରେ ଏତେ ଭାଇରାଲ ହୋଇଗଲା ଯେ ଏବେ ସେ ସବୁଆଡେ ଚର୍ଚ୍ଚାରେ।...

ଜି-ମେଲ୍‌ ପାସଓ୍ବାର୍ଡ ଭୁଲିଯିବାରୁ ଗୁଗ୍‌ଲ ସିଇଓଙ୍କ ନିକଟରେ ଗୁହାରି କଲେ ଏହି ବ୍ୟକ୍ତି

ଯଦି ଆପଣ କେବେ କୌଣସି ପାସୱାର୍ଡ ଭୁଲିଯାନ୍ତି ତେବେ ଆପଣ ପୁନର୍ବାର ପାସୱାର୍ଡ ସେଟ୍‌ କରିବାର ବିକଳ୍ପ ଖୋଜନ୍ତି। କେବଳ ଜି-ମେଲ୍‌ ନୁହେଁ, ପ୍ରାୟ ସମସ୍ତ...

ମଙ୍ଗଳ ଗ୍ରହର ପରୀକ୍ଷା ପାଇଁ ମାତା-ନା-ମଢ଼ରେ ଆମେରିକା ମହାକାଶ ବିଜ୍ଞାନୀ ଟିମ୍‌

ଭୁଜ,୯।୩: ଗୁଜରାଟ ଭୁଜ ଅଞ୍ଚଳରେ ଥିବା ମାତା-ନା-ମଢ଼ରେ ଆମେରିକା ମହାକାଶ ବିଜ୍ଞାନୀ ଟିମ୍‌ ପହଞ୍ଚି ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛନ୍ତି। ଏହି ଅଞ୍ଚଳର ମୃତ୍ତିକା ମଙ୍ଗଳ...

Advertisement
Archives

Model This Week