Posted inଖେଳ

ପିତାଙ୍କ ପଥରେ ପୁଅ: ଶୁଟିଂରେ ୪ଟି ପଦକ ଜିତିଲେ ରାଠୋରଙ୍କ ପୁଅ

ଜୟପୁର,୨୦।୮:ପୂର୍ବତନ ଭାରତୀୟ ଶୁଟିଂ ଖେଳାଳି ତଥା ଭାଜପା ଏମ୍‌ପି ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ପୁଅ ମଧ୍ୟ ତାଙ୍କ ପଥ ଅନୁକରଣ କରିଛନ୍ତି। ୧୮ତମ ରାଜସ୍ଥାନ ରାଜ୍ୟ ଓପନ୍‌ ଶୁଟିଂ ପ୍ରତିଯୋଗିତାରେ ମାନବାଦିତ୍ୟ ରାଠୋର ବିଭିନ୍ନ ବିଭାଗରେ ୩ଟି ସ୍ବର୍ଣ୍ଣ ପଦକ ସହ ମୋଟ ୪ଟି ପଦକ ଜିତିଛନ୍ତି। ପୂର୍ବରୁ ତାଙ୍କ ପିତା ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। ଏବେ ସେ ଜୟପୁର ଗ୍ରାମୀଣରୁ ଏମ୍‌ପି ଅଛନ୍ତି। ନରେନ୍ଦ୍ର ମୋଦିଙ୍କ ଗତ ସରକାରରେ ସେ ମନ୍ତ୍ରୀ ଥିଲେ। ସୂଚନାଯୋଗ୍ୟ, ମାନବାଦିତ୍ୟ ଚଳିତବର୍ଷ ପ୍ରାରମ୍ଭରେ ଖେଲୋ ଇଣ୍ଡିଆ ପକ୍ଷରୁ ଆୟୋଜିତ ଅଣ୍ଡର-୨୧ ଟ୍ରାପ୍‌ ଶୁଟିଂ ପ୍ରତିଯୋଗିତାରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶଙ୍କାରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌

ଲଣ୍ଡନ,୧୫।୭: ରିଷଭ ପନ୍ତଙ୍କ ସମେତ ଭାରତୀୟ ଦଳର ୨ ସଦସ୍ୟ କରୋନା ପଜିଟିଭ। ଏଥି ଯୋଗୁ ଆସନ୍ତା ମାସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ...

ଐତିହାସିକ ପିଙ୍କ୍‌ ବଲ୍‌ ଟେଷ୍ଟ; ଭାରତ ଫେଭରାଇଟ୍‌

କୋଲକାତା,୨୧।୧୧(ପି.ଟି.)- ଐତିହାସିକ ଇଡେନ ଗାର୍ଡେନରେ ଶୁକ୍ରବାରଠାରୁ ଭାରତ ଓ ଭ୍ରମଣକାରୀ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଦିବାରାତ୍ର ଟେଷ୍ଟ। ଗୋଲାପୀ ବା ପିଙ୍କ୍‌...

ଆଇପିଏଲ୍‌ରୁ ବାଦ୍‌ ପଡିଲେ ଉନାଡକଟ୍‌

ଲକ୍ଷ୍ନୌ,୧୮ା୫: ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ଅଲରାଉଣ୍ଡର ଜୟଦେବ ଉନାଡକଟ୍‌ ବାମ କାନ୍ଧରେ ଆଘାତ ଲାଗି ଅବଶିଷ୍ଟ ଆଇପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ମୁମ୍ବାଇର ଯୁବ...

ଖେଳରତ୍ନ ପାଇଁ ହକି ଅଧିନାୟିକା ରାନୀଙ୍କ ନାମ ସୁପାରିସ: ଅର୍ଜୁନ ଲାଗି ବନ୍ଦନା, ମୋନିକା, ହରମନପ୍ରୀତ

ନୂଆଦିଲ୍ଲୀ,୨।୬(ପି.ଟି.): ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ଭାରତୀୟ ହକି ଅଧିନାୟିକା ରାନୀ ରାମପଲଙ୍କ ନାମ ସୁପାରିସ୍‌ କରାଯାଇଛି। ସେହିପରି...

ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରୁଛନ୍ତି ଡେନର୍ବି

ନୂଆଦିଲ୍ଲୀ, ୯।୫:କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ସମୟରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ଫିଟ୍‌ନେସ କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ ୧୭ ବର୍ଷରୁ...

ଶୀର୍ଷରେ ଓଡ଼ିଶା ଜଗରନଟ୍ସ

ଭୁବନେଶ୍ୱର, ୩୦।୮ (କ୍ରୀଡ଼ା ପ୍ରତିନିଧି): ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ରେ ସୋମବାର ୨ଟି ମ୍ୟାଚ...

ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ କୋଚ୍‌ ହେଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୨୫।୮: ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ର଼୍ୟାନ୍‌ ହାରିସ ଆଇପିଏଲ୍‌ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ନୂତନ ବୋଲିଂ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ଆଇପିଏଲ୍‌ର...

ବିବାହ କରିବାକୁ ଯାଉଛନ୍ତି ଏହି ଭାରତୀୟ କ୍ରିକେଟର୍‌

ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି କାରଣରୁ ସେ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ନ...

Advertisement
Archives

Model This Week