ପିଜାପ୍ରିୟ ପରିଣିତି

ପରିଣିତିଙ୍କ ସବୁଠୁ ପ୍ରିୟ ଖାଦ୍ୟ କ’ଣ ଜାଣନ୍ତି? ତାହା ହେଲା ପିଜା। କେବଳ ସେ ପିଜା ଖାଆନ୍ତି ନାହିଁ, ଭିନ୍ନ ଭିନ୍ନ ସ୍ବାଦର ପିଜା ମଧ୍ୟ ପ୍ରସ୍ତୁତ କରିପାରନ୍ତି। ତାଙ୍କର ଡେଲି ଫୁଡ୍‌ ରୁଟିନ୍‌ରେ କେଉଁ ଖାଦ୍ୟ ଥାଉ କି ନ ଥାଉ ପିଜା ନିଶ୍ଚୟ ଥିବ। ଅଭିନୟ ବ୍ୟତୀତ ସେ ଜଣେ ମେଧାବୀ ଛାତ୍ରୀ। ମାଞ୍ଚେଷ୍ଟର ବିଜ୍‌ନେସ ସ୍କୁଲରୁ ସେ ତିନୋଟି ବିଷୟ-ଇକୋନୋମିକ୍ସେ, ଫାଇନାନ୍ସ ଏବଂ ବିଜ୍‌ନେସ୍‌ରେ ଅନର୍ସ ଡିଗ୍ରୀ ହାସଲ କରିଥିଲେ। ସେ ମଧ୍ୟ ଭଲ ଗୀତ ଗାଇପାରନ୍ତି। ବଲିଉଡ୍‌ରେ ଏଣ୍ଟ୍ରି କରିବା ପୂର୍ବରୁ ୟଶ୍‌ରାଜ ଫିଲ୍ମସରେ ସେ ପି.ଆର. ଏବଂ ମାର୍କେଟିଂ କନ୍‌ସଲଟାଣ୍ଟ ଭାବେ କାମ କରିଥିଲେ। ସଙ୍ଗୀତରେ ସେ ବି.ଏ. ଅନର୍ସ ଡିଗ୍ରୀ ହାସଲ କରିଛନ୍ତି। ଦ୍ୱାଦଶ ପରୀକ୍ଷାରେ ସେ ସର୍ବଭାରତୀୟସ୍ତରରେ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ଏବଂ ଏପରି କୃତିତ୍ୱ ପାଇଁ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂସ୍କାରି ଲୁକ୍‌ରେ ଇଦ୍ ପାଳନ କଲେ ଉର୍ଫି

ମୁମ୍ବାଇ: ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ଏହାର କାରଣ ହେଉଛି ତାଙ୍କ ଅଦ୍ଭୁତ ଡ୍ରେସିଂ ସେନ୍ସ । କେବେ...

ସୁଶାନ୍ତ ଆତ୍ମହତ୍ୟା କରିଥିବା ଫ୍ଲାଟ୍‌ରେ ରହିବାକୁ କେହି ରାଜି ନାହାନ୍ତି, ୨.୫ ବର୍ଷ ପରେ ବି ପଡିଛି ଖାଲି

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆମ ଗହଣରେ ନ ଥାଇ ପାରନ୍ତି, କିନ୍ତୁ ତାଙ୍କ ସ୍ମୃତି ପ୍ରଶଂସକଙ୍କ ହୃଦୟରେ ସର୍ବଦା ରହିଆସିଛି। ଜୁନ ୧୪,...

ରେକର୍ଡ ଭାଙ୍ଗିଲା ‘ଯଶୋଦା’

ମୁମ୍ବାଇ: ବିଗ୍‌ ବି’ଙ୍କ ଫିଲ୍ମ ‘ଉଞ୍ଚାଇ’ ସହ ହଲ୍‌ରେ ଆଉ ତିନୋଟି ଫିଲ୍ମ ରିଲିଜ ହୋଇଛି। ହଲିଉଡ୍‌ ଫିଲ୍ମ ‘ବ୍ଲାକ୍‌ ପାନ୍ଥର୍‌-୨’ ଏବଂ ସାଉଥ ଅଭିନେତ୍ରୀ...

ମା’ଙ୍କ ୩୩ ବର୍ଷ ପୁରୁଣା ଶାଢ଼ିକୁ ପିନ୍ଧି ବିବାହ ମଣ୍ଡପରେ ବସିଥିଲେ ଏହି ଅଭିନେତ୍ରୀ; କିଛି ଏଭଳି ଥିଲା…

ବମ୍ବେ: ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅଭିନେତ୍ରୀ ୟାମି ଗୌତମ। ହିମାଚଳ ପ୍ରଦେଶରେ ଆୟୋଜିତ ଉତ୍ସବରେ ପରିବାରଲୋକଙ୍କ ଗହଣରେ ଆଦିତ୍ୟ ଧରଙ୍କ ହାତ ଧରିଥିଲେ...

ସାମ୍ନାକୁ ଆସିଲା ଓ୍ବେଡିଂ ଭେନ୍ୟୁ : ଜାଣନ୍ତୁ କେଉଁଠି କରିବେ ବିବାହ

ମୁୁମ୍ବାଇ: ବଲିଉଡରେ ଚର୍ଚ୍ଚିିିିତ ଯୋଡି କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ। ତାଙ୍କ ବିବାହ ସମ୍ପର୍କୀୟ ଖବର ଜାଣିବା...

ରାନୀଙ୍କ ନୂଆ ଯୋଜନା

ରାନୀ ପ୍ରିୟଦର୍ଶିନୀ। ନିଜ ରିଲ୍‌ ଲାଇଫକୁ ନେଇ ସେ ବେଶ୍‌ ସଚେତନ। ‘କଟି ପତଙ୍ଗ’ରେ ଅଭିନୟ କରିବା ପରେ ଏଣିକି ଦେଖିଚାହିଁ ପାଦ ପକାଇବେ ବୋଲି...

ପୁଣି ଇତିହାସ ରଚିଲା ‘ଆରଆରଆର’

ରାମ ଚରଣ ଏବଂ ଜୁନିଅର ଏନଟିଆରଙ୍କ ଅଭିନୀତ ଫିଲ୍ମ ‘ଆରଆରଆର’ ପୁଣି ବିଶ୍ୱସ୍ତରରେ ଲୋକ୍ରପିୟତା ହାସଲ କରିଛି। ନିକଟରେ ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର...

‘ପଠାନ୍‌’ରେ ପରିବର୍ତ୍ତନ କରିବାକୁ ସେନ୍‌ସର ବୋର୍ଡର ନିର୍ଦ୍ଦେଶ

ମୁମ୍ବାଇ,୨୯ା୧୨: ଡିସେମ୍ବର ୧୨ରୁ ଅନ୍‌ଲାଇନ୍‌ରେ ଉପଲବ୍ଧ ଶାହରୁଖ୍‌ ଖାନ୍‌ ଓ ଦୀପିକା ପାଦୁକୋଣଙ୍କ ଅଭିନୀତ ବଲିଉଡ୍‌ ଫିଲ୍ମ ‘ପଠାନ୍‌’ର ବେସରମ୍‌ ରଙ୍ଗ୍‌ ଗୀତକୁ ନେଇ ବିବାଦ...

Advertisement
Archives

Model This Week