ପିକାସୋ ପେଟିଂ ବିକ୍ରି ଅଭିଯୋଗ: ୧୮ ମାସ ଜେଲ ଦଣ୍ଡ; ୪୧୦ କୋଟି ଜରିମାନା

ମାଦ୍ରିଦ୍‌,୧୮।୧: ଖ୍ୟାତି ସମ୍ପନ୍ନ ଚିତ୍ରକର ପାବ୍ଲୋ ପିକାସୋଙ୍କ ପେଟିଂକୁ କମ୍‌ ଦାମରେ ଚୋରାରେ ବିକ୍ରି କରୁଥିବା ଅଭିଯୋଗରେ ସ୍ପେନ୍‌ର ମାଦ୍ରିଦ୍‌ ହାଇକୋର୍ଟ ଜଣେ ଅଭିଯୁକ୍ତଙ୍କୁ ୧୮ ମାସ ଜେଲ ସହିତ ୪୧୦ କୋଟି ଟଙ୍କାର ଜରିମାନା ଦଣ୍ଡାଦେଶ କରିଛନ୍ତି। ୮୩ ବର୍ଷ ବୟସ୍କ ବ୍ୟବସାୟୀ ଜୈମି ବୋଟିନ୍‌ ଏହି ପେଟିଂକୁ ୨୫୦ କୋଟି ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ୧୯୭୭ରେ ଜୈମି ଏହାକୁ କିଣିଥିଲେ। ତେବେ ପିକାସୋଙ୍କ ପେଟିଂକୁ ସ୍ପେନ୍‌ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ହେରିଟେଜ୍‌ ଘୋଷିତ କରାଯାଇଛି। ତେଣୁ ଏହାର ବିକ୍ରି କରାଯିବା ଉପରେ କଡ଼ା କଟକଣା ଜାରି ହୋଇଛି। ଜୈମି ଆଇନର ଉଲ୍ଲଂଘନ କରି ପେଟିଂକୁ ବିକ୍ରି କରୁଥିବା ୨୦୧୫ରେ କଷ୍ଟମ ଅଧିକାରୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାଓଡି ମୋଦି ପାଇଁ ପ୍ରସ୍ତୁତ ହ୍ୟୁଷ୍ଟନ

ଓ୍ବାଶିଂଟନ,୨୧।୯: ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଆମେରିକାର ହ୍ୟୁଷ୍ଟନଠାରେ ପ୍ରାୟ ୫୦ ହଜାର ଭାରତୀୟଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସେଠାରେ ସମସ୍ତ...

ନଦୀକୁ ଖସିଲା ଯାତ୍ରୀବାହୀ ବସ୍‌: ଉଦ୍ଧାର କାର୍ଯ୍ୟ ଜାରି

କାଠମାଣ୍ଡୁ,୩।୧୧: ନେପାଳରେ ଏକ ଯାତ୍ରୀବାହୀ ବସ୍‌ ନଦୀକୁ ଖସି ପଡ଼ିଛି। ଏହି ଘଟଣାରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।...

ନିଜ ବିବାହରେ କ୍ୟାମେରାମ୍ୟାନ୍‌ ପାଲଟିଲେ ବର; କନ୍ୟାଙ୍କ ଏଭଳି ଫଟୋଶୁଟ୍‌ କଲେ ଯେ ଭିଡିଓ ହେଉଛି…

ନୂଆଦିଲ୍ଲୀ: ଆପଣ କେବେ ଦେଖିଛନ୍ତି କି ଶୁଣିଛନ୍ତି ଯେ ବର ନିଜ ବିବାହରେ ନିଜେ ଫଟୋଶୁଟ୍‌ କରୁଛନ୍ତି। ଉତ୍ତର ବୋଧହୁଏ ନା ହେବ। ହେଲେ ଇନ୍‌ଷ୍ଟାଗ୍ରାମରେ...

ନିଜାମଙ୍କ ହୀରା ମୁଦି ୫୪ କୋଟି ଟଙ୍କାରେ ବିକ୍ରି

ନ୍ୟୁୟର୍କ, ୨୧।୬: ଆମେରିକା ନ୍ୟୁୟର୍କ ସହରରେ ଭାରତୀୟ ସମ୍ରାଟ ନିଜାମ ମୀର ଉସମାନ ଅଲ୍ଲୀ ଖାନ୍‌ଙ୍କ ଅଳଙ୍କାର ନିଲାମ କରାଯାଇଛି। ନିଜାମଙ୍କ ସ୍ବତନ୍ତ୍ର ହୀରା ମୁଦି...

ଛେଳିର ଦାମ୍‌ ୫ ଲକ୍ଷ ଟଙ୍କା: କାନରେ ଲେଖାଅଛି ଏମିତି

ପଞ୍ଜାମର ସାଙ୍ଗରୁର ଗ୍ରାମର ଶେର ଖାନ ନାମକ ଏକ ଛେଳି ଏବେ ଚର୍ଚ୍ଚାରେ। ଇଦ୍‌ ପାଇଁ ଏହି ଛେଳିକୁ ନେବାପାଇଁ ଲୋକେ ଆଗେଇ ଆସିଛନ୍ତି। ଶେରକୁ...

ମାଡ଼ି ଆସୁଛି ବିପଦ: ବ୍ରହ୍ମାଣ୍ଡର ତାପମାତ୍ରା ୧୦ ଗୁଣା ବଢ଼ିଛି

ଗତ ହଜାରେ କୋଟି ବର୍ଷ ମଧ୍ୟରେ ବ୍ରହ୍ମାଣ୍ଡର ତାପମାତ୍ରା ୧୦ ଗୁଣା ବଢ଼ିଛି। ଏନେଇ ଓହିଓ ବିଶ୍ୱବିଦ୍ୟାଳୟର କସ୍‌ମୋଲୋଜି ଏବଂ ଆଷ୍ଟ୍ରୋପାଟିକିଲ୍‌ ଫିଜିକ୍ସ୍‌ ବିଭାଗ ପକ୍ଷରୁ...

ଚର୍ଚ୍ଚରେ ଗୁଳିମାଡ଼, ବାଇଡେନ୍‌ ସରକାରଙ୍କ ଚିନ୍ତା ବଢ଼ିଲା…

ଓ୍ବାଶିଂଟନ, ୧୬।୫ : ଆମେରିକାରେ ପ୍ରତିଦିନ ଗୁଳିମାଡ଼ ଘଟଣା ସାମ୍ନାକୁ ଆସୁଛି। ସଦ୍ୟତମ ମାମଲା ଆମେରିକାର କାଲିଫର୍ନିଆ ଘଟିଛି। ସେଠାରେ ଏକ ଚର୍ଚ୍ଚରେ ଗୁଳିମାଡ଼ ହୋଇଛି।...

ଆମେରିକାର କଡ଼ା ଚେତାବନୀ, ୟୁକ୍ରେନ୍‌ ସମସ୍ୟା ମଧ୍ୟରେ ତାଇଓ୍ବାନଠାରୁ ଦୂରେଇ ରହୁ ଚାଇନା…

ଓ୍ବାଶିଂଟନ, ୨୪।୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ଆଶଙ୍କା ମଧ୍ୟରେ ଆମେରିକା ଚାଇନାକୁ ଚେତାବନୀ ଦେଇଛି। ତାଇୱାନ ମାମଲାରେ ହସ୍ତକ୍ଷେପ...

Advertisement
Archives

Model This Week