Posted inଜାତୀୟ

ପାଟନା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଗଣବଳାତ୍କାର

ପାଟନା,୧୪ା୧୨(ପି.ଟି.): ବିହାରର ପାଟନା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ(୨୦)ଙ୍କୁ ଗାନ୍ଧୀ ପାଠ ଅଞ୍ଚଳରେ ଗଣବଳାତ୍କାର କରାଯାଇଛି। ଏନେଇ ପୀଡ଼ିତା ପୋଲିସରେ ଅଭିଯୋଗ କରିଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶତାଧିକ ବ୍ୟକ୍ତି(ଅଧିକାଂଶ ବିଶ୍ୱବିଦ୍ୟାଳୟ ଛାତ୍ର) ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ କରିଛନ୍ତି। ଏହି ଘଟଣାକୁ ନେଇ ଶୁକ୍ରବାର ପରିସ୍ଥିତି ଉଗ୍ରରୂପ ଧାରଣ କରିଥିଲା। ପୋଲିସ- ବିକ୍ଷୋଭକାରୀଙ୍କ ମଧ୍ୟରେ ଠେଲାପେଲା ହେବା ସହ ବିକ୍ଷୋଭକାରୀଙ୍କୁ ରାସ୍ତାରୁ ହଟାଇବା ଲାଗି ପୋଲିସ ପ୍ରଥମେ ପାଣିମାଡ଼ ଓ ପରେ ଲାଠିଚାର୍ଜ କରିଥିଲା। ଘଟଣାରୁ ଜଣାପଡ଼ିଛି ଯେ, ସପ୍ତାହେ ପୂର୍ବରୁ ୪ ଯୁବକ ଛାତ୍ରୀଙ୍କୁ ବଳାତ୍କାର କରିଥିଲେ। କିଛିମାସ ପୂର୍ବରୁ ସେମାନେ ତାଙ୍କୁ ବଳପୂର୍ବକ ଯୌନଶୋଷଣ କରିବା ସହ ଭିଡିଓ ରେକର୍ଡିଂ ଜରିଆରେ ବ୍ଲାକ୍‌ମେଲ କରୁଥିଲେ। ବାରମ୍ବାର ବଳାତ୍କାର ଲାଗି ଉଦ୍ୟମ କରୁଥିଲେ। ବାଧ୍ୟହୋଇ ସେ ପୋଲିସର ସହାୟତା ନେଇ ମାମଲା ରୁଜୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ: ମତଦାନ ଜାରି

ନୂଆଦିଲ୍ଲୀ, ୧୯।୫: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ଟି ଆସନ ପାଇଁ ରବିବାର ମତଦାନ...

ଦେଶର ପ୍ରଥମ ଚାଳକ ବିହୀନ ମେଟ୍ରୋ ଟ୍ରେନ୍ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶର ପ୍ରଥମ ଚାଳକ ବିହିନ ମେଟ୍ରୋକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ ଦିଲ୍ଲୀ...

ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ପାଇଁ ଶପଥ ନେବା

ନୂଆଦିଲ୍ଲୀ,୩୦ା୯(ପି.ଟି.): ସ୍ବଚ୍ଛ ଭାରତ ଅଭିଯାନ, ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତରେ ପ୍ଲଗିଙ୍ଗ୍‌ ଅଭିଯାନ ଆରମ୍ଭ କରିବା ଲାଗି ତାଙ୍କର...

କୋର୍ଟରେ ବୋମା ଖଞ୍ଜିଥିଲେ ଡିଆର୍‌ଡିଓ ବୈଜ୍ଞାନିକ

ନୂଆଦିଲ୍ଲୀ, ୧୯ା୧୨: ଗତ ୯ ତାରିଖରେ ରୋହିଣୀ ଜିଲା କୋର୍ଟରେ ଏକ ବୋମା ବିସ୍ଫୋରଣ ମାମଲାରେ ଦିଲ୍ଲୀ ପୋଲିସ ଶନିବାର ଜଣେ ଡିଆର୍‌ଡିଓ ବୈଜ୍ଞାନିକଙ୍କୁ ଗିରଫ...

୧୦୦ କୋଟି ଟିକା ଲକ୍ଷ୍ୟ ହାସଲ ପାଇଁ ପ୍ରଧାନମନ୍ତ୍ରୀ ହେଲେ ସମ୍ମାନୀତ…

ନୂଆଦିଲ୍ଲୀ,୭।୧୧: ରାଜଧାନୀ ନୂଆଦିଲ୍ଲୀ ମ୍ୟୁନିସିପାଲିଟି ପରିଷଦ (ଏନଡିଏମସି) ର ସମ୍ମିଳନୀ କକ୍ଷରେ ଭାଜପାର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,...

ଉତ୍ତର ପ୍ରଦେଶ ରାଜ୍ୟ ସଭା ବିର୍ନାଚନ: ଭାଜପା ଜାରି କଲା ପ୍ରାର୍ଥି ତାଲିକା, ନକଭିଙ୍କ ନାମ ନାହିଁ

ଲକ୍ଷ୍ନୌ,୩୧ ।୫: ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ରାଜ୍ୟସଭାର ଦ୍ୱିବାର୍ଷିକ ନିର୍ବାଚନ ପାଇଁ ସୋମବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶରୁ ୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା...

ଦିଲ୍ଲୀର ପାଓ୍ବର ସବ୍‌-ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ,୨୪।୧: ଗୁଇନ୍ଦା ବିଭାଗରୁ ତଥ୍ୟ ମିଳିବା ପରେ ଦିଲ୍ଲୀ ପୋଲିସ ସମସ୍ତ ପାଓ୍ବର ସବ୍‌-ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି...

ଚରଣଜିତ୍ ନେଲେ ପଞ୍ଜାବର ଶାସନ ଭାର, ଶପଥ ଗ୍ରହଣ ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ୍‌

ଚଣ୍ଡିଗଡ଼,୧୯ ।୯: ବହୁ ମନ୍ଥନ ପରେ ଶେଷରେ କେବେ ଗଣମାଧ୍ୟମର ଦୃଷ୍ଟି ଗୋଚର ହୋଇ ନ ଥିବା କଂଗ୍ରେସ ନେତା ଚରଣଜିତ୍ ସିଂ ଚାନିଙ୍କୁ ମୁଳିଛି...

Advertisement
Archives

Model This Week