Posted inଜାତୀୟ

ପଳାତକ ତାଲିକାରେ ୫୧ଜଣଙ୍କ ନାମ: ୧୭ ହଜାର କୋଟିରୁ ଅଧିକ ଟଙ୍କାର ଠକେଇ

ନୂଆଦିଲ୍ଲୀ,୪।୧୨: ଦେଶରେ କୋଟି କୋଟି ଟଙ୍କାର ଠକେଇ କରି ବିଦେଶ ପଳାଇଥିବା ପଳାତକ ତାଲିକାରେ ୫୧ ଜଣଙ୍କ ନାମ ରହିଛି। ସେମାନେ ୧୭ ହଜାର କୋଟିରୁ ଅଧିକ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି। ଏନେଇ କେନ୍ଦ୍ରୀୟ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର ସୂଚନା ଦେଇଛନ୍ତି। ପଳାତକ ତାଲିକାରେ ବିଜୟ ମାଲ୍ୟା ଏବଂ ନୀରବ ମୋଦିଙ୍କ ନାମ ରହିଥିବା ସେ କହିଛନ୍ତି। ପଳାତକଙ୍କ ନାମରେ ୬୬ଟି ଠକେଇ ମାମଲା ରହିଛି। ସେମାନେ ମୋଟ ୧୭ ହଜାର ୯ ଶହ ୪୭ ଟଙ୍କା ଠକେଇ କରିଛନ୍ତି। ଏନେଇ ଇଡ଼ି ଏବଂ ସିବିଆଇ ପକ୍ଷରୁ ମାମଲା ଦାଏର କରାଯାଇଛି। ସରକାରଙ୍କ ପକ୍ଷରୁ ପଳାତକଙ୍କ ପ୍ରତ୍ୟପଣ ନେଇ ଉଦ୍ୟମ ଜାରି ରହିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଝଟ୍‌କା: ଦୀପାବଳିରେ କ୍ଷତି ହେବ ୪୨ ହଜାର କୋଟି

ନୂଆଦିଲ୍ଲୀ, ୧୯।୧୦: ଚଳିତ ଦୀପାବଳିରେ ଚାଇନାକୁ ବ୍ୟବସାୟରେ ବଡ଼ ଝଟ୍‌କା ଲାଗିବ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଦୀପାବଳିରେ ଭାରତକୁ ବହୁ ଚାଇନା ସାମଗ୍ରୀର ଆମଦାନୀ...

ଦେଶର ପ୍ରଥମ କରୋନା ସଂକ୍ରମିତ ପୁଣିଥରେ କରୋନା କବଳରେ

ଥିରୁଭାନନ୍ତପୁରମ,୧୩ ।୭: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ସମୟ କ୍ରମେ ଏହା କମ୍ ହେବାରେ ଲାଗିଛି । ହେଲେ କିଛି ରାଜ୍ୟରେ ଏବେବି...

ଗୋଟିଏ ଶ୍ରେଣୀର ୨୨ ପିଲା କରୋନା ପଜିଟିଭ

କୋଣ୍ଡାଗାଓଁ,୩୧ ।୧: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ କମ୍ ହେବା ପରିଲକ୍ଷିତ ହେଉଛି । ହେଲେ ଛତିଶଗଡ଼ କୋଣ୍ଡାଗାଓଁରେ ଗୋଟିଏ ଶ୍ରେଣୀରେ ୨୨ ପିଲା...

ଜାମିନ ଖାରଜ ସମୟରେ ଅପରାଧର ଗମ୍ଭୀରତା ଉପରେ ବିଚାର କରିବା ଜରୁରୀ…

ନୂଆଦିଲ୍ଲୀ,୫।୧୦: ଜାମିନ ଆବେଦନ ଖାରଜ ସମୟରେ ଅପରାଧୀଙ୍କ ଅପରାଧର ଗମ୍ଭୀରତା ଉପରେ ବିଚାର କରିବା ଜରୁରୀ। ଏନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି।...

ରାଜ୍ୟରେ ଜଣେ ନ ଥିଲେ କରୋନା ପଜିଟିଭ ଏବେ କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ୨୯

ଗୁଆହାଟୀ,୧୨।୪: କରୋନା ଭାଇରସ କେତେବେଳେ କେଉଁଠି କିଭଳି ତାଣ୍ଡବ ରଚୁଛି ତାହା ବୁଝିବା କଷ୍ଟକର ବ୍ୟାପାର ପାଲଟିଯାଇଛି। କରୋନା ସଂକ୍ରମଣରେ ଆମେରିକା ଭଳି ବିଶ୍ୱର ଶକ୍ତିଶାଳୀ...

ମାସ୍କ ପିନ୍ଧି ନ ଥିବା ମହିଳାଙ୍କୁ ତାଗିଦ୍‌: ପୋଲିସକୁ ମିଳିଲା ଶକ୍ତ ଚଟକଣା

ଭୋପାଳ,୧୮।୫: ଦେଶରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇଥିବା ବେଳେ ଏବେ ବି ଲୋକେ ଚେତୁନାହାନ୍ତି। କରୋନା...

ସପା କର୍ମୀଙ୍କ ଶାଢ଼ୀ ଟଣା ଭିଡିଓ ଭାଇରାଲ ପରେ ଆକ୍‌ଶନ ମୋଡ଼ରେ ଯୋଗୀ

ଲକ୍ଷ୍ନୌ,୯।୭: ଲଖିିମପୁର ଖେରି ଜିଲାରେ ସମାଜବାଦୀ ପାର୍ଟି (ସପା)ର ମହିଳା କର୍ମୀଙ୍କ ଶାଢ଼ୀ ଟାଣିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଆକଶନ ମୋଡ଼କୁ ଆସିଛନ୍ତି...

ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ପରଲୋକ

ମୁମ୍ବାଇ,୨ ।୯: ଅଭିନେତା ତଥା ବିଗ୍ ବସ୍ ୱିନର ସିଦ୍ଧାର୍ଥ ଶୁକ୍ଳାଙ୍କର ପରଲୋକ ହୋଇଛି । ଗୁରୁବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ...

Advertisement
Archives

Model This Week