Posted inଫୁରସତ

ପରୀକ୍ଷା ଦିନ ନାତି ଶୋଇ ରହିବାରୁ ପୋଲିସ ଡାକିଲେ ଜେଜେମା

ଚୋରି, ଡକାୟତି କିମ୍ବା ଅନ୍ୟ କୌଣସି ଘଟଣା ଘଟିଲେ ପୋଲିସ ଡାକିବାକୁ ପଡ଼ିଥାଏ। କିନ୍ତୁ ନାତି ପରୀକ୍ଷା ଦିନ ଶୋଇ ରହିବାରୁ ଜେଜେମା ପୋଲିସକୁ ଡାକିବା ସହ ପରୀକ୍ଷା ହଲ୍‌ରେ ନେଇ ଛାଡ଼ିବାକୁ କହିବା ଯେତିକି ମଜାଦାର ସେତିକି ସମ୍ବେଦନଶୀଳ। ଏମିତି ଘଟଣା ଘଟିଛି ଥାଇଲାଣ୍ଡ୍‌ର ରାଜଧାନୀ ବ୍ୟାଙ୍କଙ୍କ୍‌ରେ। ପରୀକ୍ଷା ଦିନ ନାତି ନ ଉଠି ଶୋଇ ରହିଥିଲେ। ଜେଜେମା ଡାକି ଡାକି ଥକି ପଡ଼ିବାରୁ ଶେଷରେ ନିରାଶ ହୋଇ ପୋଲିସକୁ ଡାକିଥିଲେ। ପରେ ପୋଲିସ ଘରେ ପହଞ୍ଚି ପିଲାଟିକୁ ଉଠାଇବା ସହ ଏବଂ ପାଠର ମହତ୍ତ୍ୱ ସମ୍ପର୍କରେ ବହୁତ ବୁଝାଇଲା। ପୋଲିସ ବୁଝାଇବା ପରେ ପିଲାଟି କଥା ମାନିଗଲା। ପରେ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ନାତିକୁ ଜେଜେମା ପ୍ରସ୍ତୁତ କରାଇଲେ। ପୋଲିସ ନିଜ ଗାଡ଼ିରେ ପିଲାଟିକୁ ବସାଇ ସ୍କୁଲରେ ନେଇ ଛାଡ଼ିଲା। ଏହି ଘଟଣାକୁ ଥାଇଲାଣ୍ଡ ପୋଲିସ ସୋସିଆଲ ମିଡିଆରେ ଶେୟାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଲ୍‌କୁ ଗିଳୁଛି ମାଛ, ଦେଖନ୍ତୁ ପୂରା ଭିଡିଓ

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି। ଭିଡିଓରେ ଏକ ମାଛ ଗୋଟିଏ ବଡ଼ ଇଲ୍‌କୁ ଗିଳୁଛି।...

ପାହାଡ଼ ଉପରେ ୫୦୦ ବର୍ଷ ତଳର ଗାଁ

ଜନବସତି ସାଧାରଣତଃ ସ୍ଥଳଭାଗରେ ଗଢ଼ି ଉଠିଥାଏ। ମାତ୍ର ପାହାଡ଼ ଉପରେ ଝୁଲି ରହିଥିବା ଗାଁ କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ତଥାପି ଏକ ପାହାଡ଼କୁ...

ମନୁଷ୍ୟ ଦୁଃଖ ପାଏ କାହିଁକି

ଏହାର ସମାଧାନ କିଏ କେତେ ପ୍ରକାର ଦେଲେ ବି ଉତ୍ତର କିନ୍ତୁ ଗୋଟିଏ l ଶାସ୍ତ୍ର, ପୁରାଣ ଓ ସାଧୁସନ୍ଥମାନଙ୍କ ମତରେ ମନୁଷ୍ୟ ନିଜ କର୍ମ...

କୁକୁଡ଼ା ରକ୍ତ ଇଞ୍ଜେକ୍ସନ ନେଉଛନ୍ତି ଚାଇନା ଶିଶୁ

ଚାଇନା ଲୋକମାନେ ସେମାନଙ୍କର ଅଜବ ଖାଦ୍ୟ ଏବଂ ପାନୀୟ ପାଇଁ ସାରା ବିଶ୍ୱରେ ଜଣାଶୁଣା। କୁହାଯାଏ ଯେ, ଚାଇନିଜମାନେ ସବୁ ଜୀବଜନ୍ତୁ ଖାଇବାରେ ପାରଙ୍ଗମ। ଏବେ...

ଟିକା ନେଲେ ମିଳିବ ମାଗଣା ମଦ!

ନୂଆଦିଲ୍ଲୀ,୯।୪: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣର ଆଶଙ୍କା ବଢାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଟିକାକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଅନେକ ଦେଶରେ ସରକାରୀ...

ମୃତ୍ୟୁ ମୁହଁରୁ ଓ୍ବରର୍ଥୋଗକୁ ଟାଣି ଆଣିଲେ ୨ ଜଳହସ୍ତୀ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ଗୋଟିଏ ଛାତ ତଳେ ୯ ସ୍ତ୍ରୀଙ୍କ ସହ ରହୁଛନ୍ତି ଏହି ଯୁବକ, ଏମିତି ବଦଳିଗଲା ଜୀବନ

ଏକାସାଙ୍ଗରେ ୯ ମହିଳାଙ୍କୁ ବିବାହ କରି ପାଖରେ ରଖିବା ଆଶ୍ଚର୍ଯ୍ୟଜନକ କଥା। ମାତ୍ର ବ୍ରାଜିଲର ମଡେଲ ଆର୍ଥର-ଓ-ଉର୍ସୋ ୯ଜଣଙ୍କୁ ବିବାହ କରି ପାଖରେ ରଖିଛନ୍ତି। ଯାହାକୁ...

କାର୍‌ର ସନରୁଫ୍‌ ଖୋଲି ନାଚୁଥିଲେ କନ୍ୟା, ବରଯାତ୍ରୀଙ୍କ ଉପରେ ଚଢ଼ିଗଲା ଗାଡ଼ି; ଭିଡିଓ ଦେଖିଲେ..

ମୁଜାଫରନଗର: ଆଜିକାଲି ସମୟରେ ବିବାହରେ କନ୍ୟାମାନଙ୍କର ନାଚିବା ସାଧାରଣ କଥାରେ ପରିଣତ ହେଲାଣି। ହେଲେ ବେଳେବେଳେ ଖୁସିର ମୂହୁର୍ତ୍ତ ଯନ୍ତ୍ରଣାଦାୟକ ଦୁର୍ଘଟଣାର ସାକ୍ଷୀ ପାଲଟେ। ସେଭଳି...

Advertisement


Archives

Model This Week