Posted inଜାତୀୟ

ପରାଜୟ ପରେ କାର୍ଯ୍ୟକର୍ତ୍ତାଙ୍କୁ ବିଦା କଲେ ମାୟାବତୀ

ଲକ୍ଷ୍ନୌ,୩ା୬(ଆଇଏଏନ୍‌ଏସ୍‌): ଲୋକ ସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିଏସ୍‌ପି ସୁପ୍ରିମୋ ମାୟାବତୀ ୬ ରାଜ୍ୟର ନିର୍ବାଚନ ସଂଯୋଜକ ଏବଂ ଦୁଇ ରାଜ୍ୟର ବିଏସ୍‌ପି ସଭାପତିଙ୍କୁ ବିଦା କରିଛନ୍ତି। ଉତ୍ତରାଖଣ୍ଡ, ବିହାର, ଝାଡଖଣ୍ଡ, ରାଜସ୍ଥାନ, ଗୁଜରାଟ ଏବଂ ଓଡିଶାର ବିଏସ୍‌ପି ସଂଯୋଜକଙ୍କୁ ବହିଷ୍କାର କରାଯାଇଛି। ସେହିପରି ଦିଲ୍ଲୀ ଓ ମଧ୍ୟପ୍ରଦେଶର ରାଜ୍ୟ ବିଏସ୍‌ପି ସଭାପତିଙ୍କୁ ବିଦା କରାଯାଇଛି। ଏହି ଦୁଇ ରାଜ୍ୟରେ ବିଏସ୍‌ପି ଗୋଟିଏ ହେଲେ ଆସନ ଜିତିନାହିଁ। ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବା ମାୟାବତୀ ସୋମବାର ବିଭିନ୍ନ ରାଜ୍ୟର ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ବୈଠକ ଡାକିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ୮ଟା ପରେ ଫୁଡ୍‌ ଡେଲିଭରି ବନ୍ଦ

ମୁମ୍ବାଇ, ୬ା୪- ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାରି କରିଛନ୍ତି ନାଇଟ୍‌ କର୍ଫ୍ୟୁ। ଏହି କାରଣରୁ ରାତି ୮ଟା...

ଲଞ୍ଚ ହେଲା ଭାରତର ପ୍ରଥମ ନାଜାଲ ଭାକ୍ସିନ: ଜାଣନ୍ତୁ କେତେ ରହିଛି ଏହାର ଦାମ୍‌

ନୂଆଦିଲ୍ଲୀ,୨୬।୧: କରୋନା ସହ ମୁକାବିଲା ପାଇଁ ଭାରତ ଆଉ ଗୋଟିଏ ପାଦ ଆଗକୁ ବଢ଼େଇଛି। ଜାନୁଆରୀ ୨୬ ଅର୍ଥାତ୍‌ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତରେ ତିଆରି...

୩ ଜାତୀୟ ଅନୁଷ୍ଠାନ ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ,୧୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୋଆରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏଠାରେ ୩ଟି ଜାତୀୟ ଆୟୁଷ ଅନୁଷ୍ଠାନ ଉଦଘାଟନ କରିଛନ୍ତି। ଏଥିରେ ଅଲ ଇଣ୍ଡିଆ...

ମୋଦି ହିଁ କରୁଛନ୍ତି ଭାରତର ଅପମାନ: ରାହୁଲ

ନୂଆଦିଳ୍ଲୀ,୫ ।୩: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପୁଣିଥରେ ବିଦେଶ ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ ସେ ଭାରତକୁ ଅପମାନ...

ଏଲଏସିରେ ପହଞ୍ଚିଲେ ସେନାମୁଖ୍ୟ…

ନୂଆଦିଲ୍ଲୀ,୨୩।୧ : ସୋମବାର ସକାଳେ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଅରୁଣାଚଳ ପ୍ରଦେଶରେ ପହଞ୍ଚିଛନ୍ତି। ଏଠାରେ ସେ ଚାଇନା ନିକଟରେ ଥିବା ସୀମାନ୍ତ...

ମାମଲା ଚାଲୁଥିବାବେଳେ ବିକ୍ଷୋଭ ଠିକ୍‌ କି

ନୂଆଦିଲ୍ଲୀ, ୨୦।୫: ନାରଦ ଷ୍ଟିଙ୍ଗ୍‌ ଅପରେଶନ ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ୨ ମନ୍ତ୍ରୀ, ଜଣେ ବିଧାୟକ ଓ ଜଣେ ପୂର୍ବତନ ମେୟରଙ୍କ ଜାମିନ ଆବେଦନ...

ଚାଷୀଙ୍କୁ ଘଉଡ଼ାଇବା ପାଇଁ ପୋଲିସର ପାଣି ମାଡ଼

ନୂଆଦିଲ୍ଲୀ, ୩।୧୦: ପଞ୍ଜାବ ଓ ହରିୟାଣାରୁ ଧାନ କିଣିବା ଲାଗି ନିଷ୍ପତ୍ତି ନେବାରେ କେନ୍ଦ୍ର ସରକାର ବିଳମ୍ବ କରୁଥିବାରୁ ଏହାର ପ୍ରତିବାଦରେ ଚାଷୀମାନେ ଶନିବାର ହରିୟାଣା...

ମୋଦି ସରକାରଙ୍କୁ ୬ ବର୍ଷ

ନୂଆଦିଲ୍ଲୀ, ୧୭।୫: କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଶନିବାର ୬ ବର୍ଷ ପୂରଣ କରିଛନ୍ତି। ୨୦୧୪ ମେ ୧୬ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ...

Advertisement
Archives

Model This Week