ନୂଆ ଲୁକ୍‌ରେ ଆସୁଛନ୍ତି ଅମିର ଖାଁ

ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ ଭାବେ ଜଣାଶୁଣା ଅମିର ଖାଁ ଅନେକ ଦିନ ପରେ ପୁଣି ପରଦାକୁ ଫେରୁଛନ୍ତି। ଲମ୍ବା ଚୁଟି, ଲମ୍ବା ଦାଢ଼ି ଓ ତା’ସହ ଏକ ଭିନ୍ନ ଲୁକ୍‌ରେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି ଅମିର। ତାଙ୍କୁ ହଠାତ୍‌ ଦେଖିଲେ ଚିହ୍ନି ହେଉନାହିଁ। ଆମୀରଙ୍କ ଅପକମିଂ ଫିଲ୍ମ ‘ଲାଲ ସିଂହ ଚଢ଼ା’ର ଶୁଟିଂ ଆରମ୍ଭ ହୋଇଯାଇଛି। ଏହି ଫିଲ୍ମରେ ଅମିରଙ୍କ ପଞ୍ଜାବୀ ବ୍ୟକ୍ତି ଭୂମିକାରେ ନଜର ଆସିବେ। ଅମିରଙ୍କ ସହ ଏହି ଫିଲ୍ମରେ କରୀନା କପୁର ନଜର ଆସିବେ। ‘ଲାଲ ସିଂହ ଚା’ ୧୯୯୪ରେ ଆସିଥିବା ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ରିମେକ। ଏହି ଫିଲ୍ମଟି ୬ଟି ଓସ୍କର୍‌ ଆୱାର୍ଡ ଜିତିଥିଲା। ‘ଲାଲ ସିଂହ ଚା’ ଆସନ୍ତା ବର୍ଷ ଡିସେମ୍ବର ୨୫ ତାରିଖରେ ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପେସା ଡାକ୍ତର, ନିଶା ସଙ୍ଗୀତ

ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହକି ୱାଲର୍‌ଡକପ ଅବସରରେ ହକି ଆନ୍ଥେମ ‘ଜୟ ହୋ ହକି’ରେ କଣ୍ଠଦାନ କରି କିପରି ଅନୁଭବ କରୁଛନ୍ତି ?...

ହ୍ରିତିକ୍‌-ଅମିତାଭ ପାଲଟିଲେ ଟିକ୍‌ଟକ୍‌ ଷ୍ଟାର ଯୁବରାଜଙ୍କ ଫ୍ୟାନ୍‌

ବମ୍ବେ: ସୋସିଆଲ ମିଡିଆରେ ନିଜର କଳା ପ୍ରଦର୍ଶନ କରି ଅନେକେ ରାତାରାତି ଷ୍ଟାର ପାଲଟି ଯାଉଛନ୍ତି। ସେପରି ଏକ ପ୍ଲାଟଫର୍ମ ଟିକ୍‌ଟକ୍‌ରେ ନିଜର ଏକ ଭିଡିଓ...

ନାୟିକା ହେବ ଏମିତି

ସତରେ ନାୟିକା ହେବ ଏମିତି। ନିର୍ମାଣାଧୀନ ସିନେମା ‘ଲାଲ୍‌ ସିଂ ଚଢ଼ା’ର ଶୁଟିଂ ସେଟ୍‌ରେ ଏପରି ଏକ ଘଟଣା ଘଟିଥିଲା, ଯେଉଁଥିପାଇଁ କରୀନା ପ୍ରଶଂସା ସାଉଁଟିବାରେ...

କ୍ୟାମେରା ଧରି ସମୂଦ୍ରକୁ ଡେଇଁଲେ ଉର୍ବଶୀ: ପଛରେ ପଡ଼ିଗଲା ବିଶାଳକାୟ ମାଛ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। କିଛି ଦିନର ବ୍ୟବଧାନରେ ସେ ନିଜର ଭିଡିଓ ପ୍ରଶଂସକଙ୍କ ପାଇଁ ଶେୟାର କରିଥାନ୍ତି।...

ତୈମୁରଙ୍କ ହାତରେ ଟାଟୁ

ମୁମ୍ବାଇ,୧।୬: ନିକଟରେ ଶାହରୁଖ ଖାଁ ନିଜ ସାନ ପୁଅ ଅବରାମଙ୍କ ବର୍ଥଡେ ସେଲିବ୍ରେଟ କରିଥିଲେ। ଏହି ବାର୍ଥଡେ ପାର୍ଟିରେ ସୈଫ ଅଲ୍ଲୀ ଖାଁ, କରୀନା କପୁର...

କରନ-ସଲମାନ-ୟଶରାଜ ଫିଲ୍ମକୁ ବହିଷ୍କାର ପାଇଁ ଅନ୍‌ଲାଇନ୍‌ ପିଟିଶନ୍‌: ୮ ଲକ୍ଷ ୫୦ ହଜାରରୁ ଅଧିକ ୟୁଜର କଲେ ସାଇନ୍‌

ମୁମ୍ବାଇ, ୧୭।୬: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ବଂଶବାଦ ସୃଷ୍ଟି କରିଥିବା ଅଭିନେତା ଏବଂ ଫିଲ୍ମ ନିର୍ମାତାଙ୍କୁ ବହିଷ୍କାର କରିବା ଲାଗି ଏକ...

ଫେରୁଛନ୍ତି ସଲମାନଙ୍କ ‘ମାୟା’

ମୁମ୍ବାଇ: ସୁପରଷ୍ଟାର ଆମିର ଖାଁଙ୍କ ଝିଅ ଇରା ଖାଁ ଏବେ ଏବେ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏକ ନାଟକର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ଏହି...

୨୦ ଜୁନରୁ ‘କସୌଟି ଜିନ୍ଦେଗୀ କେ-୨’ର ଶୁଟିଂ ହେବ ଆରମ୍ଭ

ମୁମ୍ବାଇ, ୧୬।୬: ଟିଭି ଧାରବାହିକ ‘କସୌଟି ଜିନ୍ଦେଗୀ କେ-୨’ର ଶୁଟିଂ ୨୦ ଜୁନରୁ ଆରମ୍ଭ ହେବ। ଏନେଇ ଏକତା କପୁର ନିର୍ଦ୍ଦେଶ ଦେଇଥିବା ଟିମ୍‌ ପକ୍ଷରୁ...

Play 250+ Trending Games
Archives

Model This Week

Why Dharitri