Posted inଫୁରସତ

ନୂଆ ଚାକିରୀ ପାଇଁ କ’ଣ ସବୁ କରିବା ଆବଶ୍ୟକ ଜାଣନ୍ତୁ..

କୌଣସି କାରଣ ବସତଃ ଚାକିରୀ ଚାଲିଗଲେ ଅନେକେ ଡିପ୍ରେସନର ଶିକାର ହୋଇଥାନ୍ତି। ତେବେ ଏଭଳି ସମୟରେ ନିରାଶ ନ ହୋଇ ଧର୍ଯ୍ୟର ସହ ନୂତନ ଚାକିରୀ ସନ୍ଧାନ କରିବା ଉଚିତ। ତେବେ ନୂଆ ଚାକିରୀ ପାଇଁ କ’ଣ ସବୁ କରିବା ଆବଶ୍ୟକ ଆସନ୍ତୁ ଜାଣିବା।

* ସର୍ବପ୍ରଥମେ ନିଜର ବାୟୋଡାଟାକୁ ଅପଡେଟ କରନ୍ତୁ।
* ବନ୍ଧୁ ପରିଜନ, ସାଙ୍ଗସାଥି ତଥା ପୁରାତନ କର୍ମଚାରୀଙ୍କୁ ନୂଆ ଚାକିରୀ ପାଇଁ ରେଫରେନ୍ସ ମାଗିପାରିବେ।
* ଚାକିରୀ ପ୍ରଦାନ କରୁଥିବା କନସଲଟାନ୍ସି ତଥା ବିଭିନ୍ନ ସଂସ୍ଥାର ଏଚ୍‌ ଆର୍‌ ଙ୍କ ସହ ସମ୍ପର୍କ କରିପାରିବେ।
* କ୍ୟାରିୟରକୁ ଯଦି ନୂଆଦିଗ ଦେବାକୁ ଚାହାଁନ୍ତି ତେବେ କ୍ୟାରିୟର କାଉନସିଲରଙ୍କ ସହ ଯୋଗାଯୋଗ କରିପାରିବେ।
* ସକାରାତ୍ମକ ମନୋଭାବ ସହ ଇଣ୍ଟରଭ୍ୟୁ ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ।
* ନୂଆ ଚାକିରୀ ଜଏନ୍‌ କରିବା ପୂର୍ବରୁ ଦରମାକୁ ନେଇ ନମନୀୟ ରୁହନ୍ତୁ। ପୂର୍ବରୁ ନିର୍ଦ୍ଧିଷ୍ଟ ଦରମା ସ୍ଥିରିକୃତ କରି ରଖନ୍ତୁ ନାହିଁ।
* ଏହି ସମୟରେ ନିଜର ଆତ୍ମ ବିଶ୍ୱାସକୁ ସୁଦୃଢ ରଖିବା ନିହାତି ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଶ୍ରାବଣରେ ମାଛ-ମାଂସ ଖାଇବାକୁ କାହିଁକି ମନା କରାଯାଏ? କେବଳ ଧାର୍ମିକ ନୁହେଁ ରହିଛି ବୈଜ୍ଞାନିକ କାରଣ

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ହିନ୍ଦୁ ଧର୍ମରେ ଏହି ମାସକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଶହ ଶହ ବର୍ଷରୁ ଏହା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri