Posted inଜାତୀୟ

ନୂଆ ଆଇଭିଏଫ୍‌ ଜ୍ଞାନକୌଶଳରେ କେବଳ ଗାଈ ହେବେ ଜନ୍ମ; କ୍ଷୀର ଦେବେ ୨୦ ଲିଟର: ଗିରିରାଜ ସିଂ

ନୂଆଦିଲ୍ଲୀ,୧।୯: ନୂଆ ଆଇଭିଏଫ୍‌ ଜ୍ଞାନକୌଶଳ ବ୍ୟବହାର କରି ଭାଜପା ସରକାର ଦେଶରେ ଗାଈ କାରଖାନା ତିଆରି କରିବେ। ଏହି ଜ୍ଞାନକୌଶଳରେ କେବଳ ଗାଈ ଜନ୍ମ ହେବେ। ଏସବୁ ଗାଈ ୨୦ ଲିଟର କ୍ଷୀର ଦେବେ ବୋଲି ପଶୁପାଳନମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି। ସରକାରଙ୍କ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଦୁଗ୍ଧ ଚାଷୀ ଉପକୃତ ହେବେ। ସେମାନଙ୍କ ଆର୍ଥିକ ବିକାଶ ହେବା ସହିତ ଦେଶରେ କ୍ଷୀରର ଅଭାବ ରହିବ ନାହିଁ ବୋଲି ଗିରିରାଜ କହିଛନ୍ତି। ତେବେ ତାଙ୍କର ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ମୃତ୍ୟୁ ସଂଖ୍ୟା ଶୂନ,ଦୈନିକ ସଂକ୍ରମଣ ୯ ଶହ ତଳେ…

ନୂଆଦିଲ୍ଲୀ, ୨୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ରେଳମନ୍ତ୍ରୀଙ୍କ ଘରୁ ଚୋରି

ମୁମ୍ବାଇ,୩।୧୦: କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଘରୁ ଚୋରି ହୋଇଯାଇଛି। ତାଙ୍କ ମୁମ୍ବାଇସ୍ଥିତ ବାସଭବନରୁ ଚୋରି ହୋଇଥିବା ସେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ...

‘ତୁମେ ୧୦୦ ବର୍ଷ ପର୍ଯ୍ୟନ୍ତ ସରକାରକୁ ନ ଫେରିବା ପାଇଁ ନିଷ୍ପତ୍ତି ନେଇଛ’

ନୂଆଦିଲ୍ଲୀ,୭।୨: କଂଗ୍ରେସ ତା’ର ବୟାନ ଏବଂ କାର୍ଯ୍ୟ ପାଇଁ ୧୦୦ ବର୍ଷ ପର୍ଯ୍ୟନ୍ତ ସରକାରକୁ ଫେରିପାରିବ ନାହିଁ। ଲୋକସଭାରେ ସୋମବାର ଏଭଳି କହି କଂଗ୍ରେସକୁ ସମାଲୋଚନା...

ଭାରତୀୟଙ୍କ ଆୟୁଷ କମି କମି ଯାଉଛି, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୯ା୭: ଭାରତରେ ଲୋକଙ୍କ ଆୟୁଷ ଦିନକୁ ଦିନ କମିକମି ଯାଉଛି। ଆମେରିକାର ଏକ ୟୁନିଭର୍‌ସିଟି ପକ୍ଷରୁ ଏହା କୁହାଯାଇଛି। ଏହାର ମୁଖ୍ୟ କାରଣ ହେଉଛି ପ୍ରଦୂଷଣ।...

ପରିବାରର ୫ ସଦସ୍ୟଙ୍କୁ ହତ୍ୟା କରି ଯୁବକ କଲେ ଆତ୍ମହତ୍ୟା: ୧୯ ପୃଷ୍ଠାର ସୁଇସାଇଟ୍‌ ନୋଟ୍‌ ଜବତ

ମୋଗା,୩।୮: ପଞ୍ଜାବର ମୋଗାରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି। ଘଟଣା ସମ୍ପର୍କରେ ସୂଚନା...

ଚିକେନ ନିଜେ ତରକାରୀ ହେବାକୁ ଆସିଗଲା, କଂଗ୍ରେସକୁ ସୁବ୍ରମଣ୍ୟମଙ୍କ କଟାକ୍ଷ…

ନୂଆଦିଲ୍ଲୀ, ୨୭।୭ : ମନି ଲଣ୍ଡରିଂ ଆକ୍ଟ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଭାଜପା ନେତା ତଥା ରାଜ୍ୟ ସଭା ଏମ୍‌ପି ସୁବ୍ରମଣ୍ୟମ ସ୍ବାମୀ କଂଗ୍ରେସକୁ...

‘ଭାରତ ଯୋଡ଼ୋ ଯାତ୍ରା’ ଶେଷ

ଶ୍ରୀନଗର,୩୦ା୧: ପ୍ରବଳ ତୁଷାରପାତ ସତ୍ତ୍ୱେ ସୋମବାର ଶ୍ରୀନଗରସ୍ଥିତ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟାଳୟରେ ‘ଭାରତ ଯୋଡ଼ୋ ଯାତ୍ରା’ ଶେଷ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ...

୨୦ ଦିନ ଲକ୍‌ଡାଉନ୍‌ ନ ହେଲେ ବେଙ୍ଗାଲୁର ପାଲଟିବ ବ୍ରାଜିଲ୍‌: କୁମାରସ୍ବାମୀ

ବେଙ୍ଗାଲୁର, ୨୩।୬: କର୍ନାଟକରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି...

Advertisement
Archives

Model This Week