ନିଦ୍ରାହୀନତା ସମସ୍ୟା ପାଇଁ ଦାୟୀ କଫି

ଖବରଟି କଫି ପ୍ରେମୀଙ୍କୁ ନିରାଶ ଦେଇପାରେ। ଏକ ଗବେଷଣାରୁ ଜଣାପଡ଼ିଛି, ଯେଉଁ ଲୋକମାନେ ଦୈନନ୍ଦିନ ଦୁଇ କପ୍‌ କଫି ପିଅନ୍ତି, ସେମାନଙ୍କଠାରେ ଭବିଷ୍ୟତରେ ନିଦ୍ରାହୀନତା ସମସ୍ୟା ଦେଖାଦେଇପାରେ। ଗବେଷଣା ଅନୁସାରେ, କଫି ପିଇବା ଦ୍ୱାରା ଲୋକଙ୍କ ମସ୍ତିଷ୍କର ଏଭଳି ଅଂଶ ସଙ୍କୁଚିତ ହୋଇଯାଏ, ଯାହା ନିଦକୁ ନିୟନ୍ତ୍ରିତ କରିଥାଏ। ବ୍ରିଟେନ୍‌ବାସୀଙ୍କ ଉପରେ ଏହି ଗବେଷଣା କରାଯାଇଥିଲା। ଏଠାରେ କଫିପ୍ରେମୀଙ୍କ ସଂଖ୍ୟା ପ୍ରବଳ ଥିବାବେଳେ ପ୍ରତିଦିନ ୯.୫ ହଜାର କପ୍‌ କଫି ପିଆଯାଇଥାଏ। ଗବେଷଣା ଦକ୍ଷିଣ କୋରିଆର ସୋଲ୍‌ ୟୁନିଭର୍ସିଟିର ଗବେଷକମାନେ କରିଥିଲେ। ଏଥିପାଇଁ ଗବେଷକମାନେ କିଛି ବୟସ୍କ, ଯେଉଁମାନଙ୍କର ନିଦ୍ରାହୀନତା ସମସ୍ୟା ଦେଖା ଦେଇଥିଲା ସେମାନଙ୍କ ମସ୍ତିଷ୍କର ସ୍କାନ୍‌ ଫଟୋ ନେଇ ଯାଞ୍ଚ ଆରମ୍ଭ କରିଥିଲେ। ନିଷ୍କର୍ଷରୁ ଜଣାପଡ଼ିଥିଲା, ସେମାନଙ୍କ ମଧ୍ୟରେ କଫି ପାନର ପ୍ରଚୁର ଅଭ୍ୟାସ ଥିଲା। ଯଦ୍ଦ୍ବାରା କଫିରେ ଥିବା କେଫିନ୍‌ ମସ୍ତିଷ୍କ ଉପରେ ଧୀରେ ଧୀରେ ପ୍ରଭାବ ପକାଇ ଦୀର୍ଘ ବର୍ଷ ପରେ ନିଦ ଉଡ଼ାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହୋମ୍‌ମେଡ ଫେସିଆଲ୍‌

ଏବେ ବିବାହ ସିଜନ୍‌ ଚାଲିଛି। ମହିଳାମାନେ ନିଜ ସୌନ୍ଦର୍ଯ୍ୟକୁ ବଢ଼ାଇବାକୁ ହେଲେ ସେମାନେ ପାର୍ଲର ଯିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଆପଣ...

ଜୀବନରେ ସୁଖଶାନ୍ତି ଚାହାନ୍ତି କି? ଜାଣି ରଖନ୍ତୁ ଚାଣକ୍ୟ କହିଥିବା ୫ ଉପାୟ

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ଆଜି ଏସବୁ ନୀତି...

ପ୍ରେମ ବିବାହ କରିଥାନ୍ତି ଏହି ୩ ରାଶିର ବ୍ୟକ୍ତି; ବହୁତ ଭାଗ୍ୟଶାଳୀ ଏମାନଙ୍କ ପାର୍ଟନର…

ଆଜିକାଲିର ସମୟରେ ସମସ୍ତେ ନିଜ ପସନ୍ଦର ଜୀବନସାଥୀ ପାଇବାକୁ ଚେଷ୍ଟିତ। ଭବିଷ୍ୟତରେ ଯେପରି ତରବରିଆ ଭାବେ ନିଆଯାଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ନ କରିବାକୁ ପଡେ...

ଏହି ୪ ଜିନିଷ ଯେତେ ଥିଲେ ବି ଲାଗେ କମ୍‌

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶ୍ଲୋକ ମାଧ୍ୟମାର ମନୁଷ୍ୟ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ଯାହାକୁ...

ମା’ ହିଙ୍ଗୁଳାଙ୍କ ପାଇଁ ଚାନ୍ଦୁଆ କିଣିଥିଲି

ପିଲାଟି ଦିନରୁ ଏକ ସାଂଗୀତିକ ପରିବାର ଭିତରେ ବଢ଼ି ଆସିଥିଲି। ବାପାଙ୍କ କଣ୍ଠରୁ ଓଡ଼ିଶୀ, ଛାନ୍ଦ, ଚମ୍ପୂ ଶୁଣୁଥିଲି। ମାଆ ବି ଭଜନ, ଜଣାଣ, ଛାନ୍ଦ,...

ଟାଇପ-୧ ଡାଇବେଟିସ୍‌ ପାଇଁ ରୋଟାଭାଇରସ ଇନ୍‌ଫେକ୍‌ଶନ ଦାୟୀ

ଡାଇବେଟିସ୍‌ ଏବେ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି। ଆମ ଦେଶରେ ଏହି ରୋଗୀଙ୍କ ସଂଖ୍ୟା ଏପରି ବଢ଼ି ଚାଲିଛି ଯେ, ଭାରତକୁ ‘ଡାଇବେଟିସ୍‌ର ରାଜଧାନୀ’...

ଗ୍ରୀଷ୍ମରେ ଫଙ୍ଗାଲ ଇନ୍‌ଫେକ୍ସନ

ଖରାଦିନେ ଅଧିକ ଗରମ ଯୋଗୁ ଅନେକଙ୍କ ଠାରେ ଝାଳ ଲାଗି କୁଣ୍ଡେଇ ହେବା, ଲାଲ୍‌ ପଡିବା କିମ୍ବା ଫଙ୍ଗାଲ ଇନ୍‌ଫେକ୍ସନ ଭଳି ସମସ୍ୟା ଦେଖା ଦେଇଥାଏ।...

ଟାଇଫଏଡ୍‌ ରୋଗୀଙ୍କ ପାଇଁ ଉପକାରୀ ଗାଜର ରସ

ଟାଇଫଏଡ୍‌ ଏକ ବିପଦଜନକ ଜ୍ୱର। ଏପରି ସ୍ଥିତିରେ କିଛି ବିଶେଷ କଥା ଉପରେ ଧ୍ୟାନ ରଖିଲେ ନା କେବଳ ଏଥିରୁ ରକ୍ଷା ପାଇ ପାରିବେ, ଏହାର...

Advertisement
Archives

Model This Week