ନିଜ ବାୟୋପିକ୍‌କୁ ନେଇ କ’ଣ କହିଲେ ଅନୁପମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନୁପମ ଖେର ମାତ୍ର ୨୮ ବର୍ଷ ବୟସରେ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମରୁ ସେ ଜଣେ ୬୫ ବର୍ଷ ବୃଦ୍ଧଙ୍କ ଚରିତ୍ରରେ ଅଭିନୟ କରିଥିଲେ ସତ ହେଲେ ସେତେ ସଫଳତା ପାଇ ନ ଥିଲେ। ହେଲେ ୩୫ ବର୍ଷ ପରେ ସେ ବଲିଉଡ୍‌ର ଜଣେ ଆଗଧାଡିର କଳାକାର ଭାବେ ବେଶ୍‌ ପରିଚିତ ଥିଲେ। ଏବେ ଅନୁପମ ତାଙ୍କ ଲିଖିତ ପୁସ୍ତକ Lessons Life Taught Me ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ କ୍ୟାରିୟରକୁ ନେଇ କିଛି ମଜାଦାର କଥା କହିଛନ୍ତି। ଯଦି ତାଙ୍କର ବାୟୋପିକ୍‌ ତିଆରି କାରାଯାଏ ତେବେ ଏହା ବ୍ଲକ୍‌ବଷ୍ଟର ହେବ ବୋଲି ସେ କହିଛନ୍ତି। କାରଣ ସେ ଜୀବନରେ ଅସଫଳ ହୋଇ ଲଢେଇ କରି ଜିତିଛନ୍ତି। ତାଙ୍କ ଜୀବନ ଅନେକ ଉତ୍ଥାନ ପତନ ଦେଇ ଗତି କରିଥିବାରୁ ତାଙ୍କ ବାୟୋପିକ୍‌ ବ୍ଲକବଷ୍ଟର ହେବ। ଏଥିରେ ପ୍ରେମ, ପ୍ରେରଣା, ସଫଳତ, ଅସଫଳତା, ବ୍ୟଙ୍ଗ ସବୁକିଛି ସ୍ଥାନ ପାଇପାରିବ। ତେଣୁ ଏହା ଏକ ଭଲ ବାୟୋପିକ୍‌ ହେବ ବୋଲି ଅନୁପମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ପ୍ରଥମ ରାଷ୍ଟ୍ରପତିଙ୍କ ନାତୁଣୀ ହେଲେ ଏହି ବଲିଉଡ୍‌ ଅଭିନେତ୍ରୀ: ଗ୍ଲାମରକୁ ନେଇ ରହିଥାନ୍ତି ଚର୍ଚ୍ଚାରେ

ବମ୍ବେ: ଅଭିନେତ୍ରୀ ଶ୍ରେୟା ନାରାୟଣ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ନାରାୟଣଙ୍କ ପଣନାତୁଣୀ। ଅନେକ ଫିଲ୍ମରେ ସେ କାମ କରିସାରିଛନ୍ତି। ଗ୍ଲାମରସ ଏବଂ ସୁନ୍ଦରୀ ହୋଇଥିବା...

୪୦ ବର୍ଷରେ ଗର୍ଭବତୀ ହେଲେ ଏହି ଅଭିନେତ୍ରୀ

ଟିଭି ଅଭିନେତ୍ରୀ କିଶ୍ୱର ମର୍ଚ୍ଚେଣ୍ଟଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। କିଶ୍ୱର ଏବଂ ତାଙ୍କ ସ୍ବାମୀ ସୁୟଶ ରାୟ ଆଗାମୀ ଅଗଷ୍ଟରେ ମା’ବାପା ହେବାକୁ ଯାଉଛନ୍ତି।...

ଆକ୍ଟ୍ରେସ୍‌ ହେବା ନିଷ୍ପତ୍ତିରେ ମୁଁ ହଣ୍ଡ୍ରେଡ୍‌ ପର୍‌ସେଣ୍ଟ ସନ୍ତୁଷ୍ଟ

ପାଠପଢ଼ା ଆଉ ଅଭିନୟ – ଏହି ଦୁଇଟିକୁ ବେଶ୍‌ ସମାନ୍ତରାଳ ଭାବରେ ନେଇ ଆଗେଇ ଚାଲିଛନ୍ତି ନବାଗତା ଆହାନା । ଡେବ୍ୟୁ ଫିଲ୍ମ ‘ଭରବ’ ପରେ...

ସଲମାନଙ୍କୁ ଏଭଳି ସ୍ଥିତିରେ ଦେଖି କାନ୍ଦିଥିଲେ ପିତା ସଲିମ୍‌ ଖାଁ

ବଲିଉଡ୍‌ ଦବଙ୍ଗ ଷ୍ଟାର୍‌ ସଲମାନ ଖାଁଙ୍କ ପିତା ତଥା ସଲିମ ଖାଁ ଆଜି ୮୪ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସଲମାନ ତାଙ୍କ ଖାସ୍‌...

୩୫ ବର୍ଷରେ ଅଙ୍କିତା: ୬ ବର୍ଷ ଲିଭ୍‌ଇନ୍‌ ପରେ ସୁଶାନ୍ତଙ୍କ ସହିତ ହୋଇଥିଲା ବ୍ରେକ୍‌ଅପ୍‌

ମୁମ୍ବାଇ: ଛୋଟ ପରଦାର ପବିତ୍ର ରିସ୍ତାରୁ କ୍ୟାରିୟର ଆରମ୍ଭ କରିଥିବା ସୁନ୍ଦରୀ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଗୁରୁବାର ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ଡିସେମ୍ବର...

ବର୍ଷା-ଅନୁଭବ ପାରିବାରିକ ବିବାଦର ଅନ୍ତ

କଟକ ଅଫିସ,୨୬ା୮: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଏମ୍‌ପି ତଥା ଅଭିନେତା ସ୍ବାମୀ ଅନୁଭବଙ୍କ ପାରିବାରିକ ବିବାଦର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ତ୍ୱରିତ ଶୁଣାଣି ପାଇଁ...

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା: ଦିଲ୍‌ ବେଚାରାର ହିରୋଇନ୍‌ଙ୍କୁ ପୋଲିସର ପଚରାଉଚରା

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ୨୬ ଜଣଙ୍କୁ ପଚରାଉଚରା କରିଥିବା ବେଳେ ସଞ୍ଜନା ସାଙ୍ଗୀକୁ ଡକାଇ ପଚରାଉଚରା କରିଛି। ଆସନ୍ତା ମାସରେ...

ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ କାହିଁକି ଯୋଗ ଦେଇ ନ ଥିଲେ ଏକ୍ସ-ଗର୍ଲଫ୍ରେଣ୍ଡ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ଦେଢମାସ ବିତିଯାଇଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ଧୀରେ ଧୀରେ ଆତ୍ମହତ୍ୟା ମାମଲା ଜଟିଳ ହେବାରେ ଲାଗିଛି।...

Advertisement
Archives

Model This Week