ନିକ୍‌ଙ୍କ ବୟସ କମାଇ ଟ୍ରୋଲ୍‌ ହେଲେ ପ୍ରିୟଙ୍କା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ବୟସ କମ୍‌ ଲେଖି ଟ୍ରୋଲ୍‌ ହୋଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ନିକ୍‌ ଟକିଲା ବ୍ରାଣ୍ଡ୍‌ ଭିଲା ଲଞ୍ଚ୍‌ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରିୟଙ୍କା। ଫଟୋଟି ଶେୟାର କରି ୨୭ ବର୍ଷରେ ତୁମେ ଟକିଲାର ମାଲିକ ହୋଇଯାଇଛ। ତୁମ ପାଇଁ ମୁଁ ଗର୍ବିତ ବୋଲି ସେ ଲେଖିଛନ୍ତି। ଏହା ପରେ ୟୁଜରମାନେ ପ୍ରିୟଙ୍କାଙ୍କୁ ଟ୍ରୋଲ୍‌ କରିବାରେ ଲାଗିଛନ୍ତି।

ଜଣେ ୟୁଜର ଲେଖିଛନ୍ତି ନିକ୍‌ଙ୍କୁ ୨୬ ବର୍ଷ। ତୁମେ ତୁମ ସ୍ବାମୀଙ୍କ ଠିକ୍‌ ବୟସ ଜାଣିପାରୁନା। ଆଉ ଜଣେ ୟୁଜର ଲେଖିଛନ୍ତି, ତୁମ ବୟସ କମାଇବାକୁ ଯାଇ ସ୍ବାମୀଙ୍କ ବୟସ ବି କମାଇ ଦେଉଛ। ନିକ୍‌ ୧୬ ସେପ୍ଟେମ୍ବର ୧୯୯୨ରେ ଜନ୍ମ ହୋଇଛନ୍ତି। ଅର୍ଥାତ୍‌ ତାଙ୍କୁ ବର୍ତ୍ତମାନ ୨୬ ବର୍ଷ। କିଛିଦିନ ପରେ ନିକ୍‌ ୨୭ତମ ଜନ୍ମଦିବସ ପାଳନ କରିବେ। ୩୭ ବର୍ଷୀୟା ପ୍ରିୟଙ୍କା ଡିସେମ୍ବର ୨୦୧୮ରେ ନିକ୍‌ଙ୍କୁ ବିବାହ କରିଥିଲେ। ସ୍ବାମୀ ନିକ୍‌ଙ୍କଠାରୁ ପ୍ରିୟଙ୍କା ୧୦ ବର୍ଷ ବଡ଼।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ ଯୋଗୁ ରାତିରେ ଶୋଇ ପାରୁ ନାହାନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ଲକ୍‌ଡାଉନ ୩.୦ ମେ’ ୧୭ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଲକ୍‌ଡାଉନ ଯୋଗୁ...

ଉର୍ଫିଙ୍କୁ ଗିରଫ ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୧।୧:ଅଭିନେତ୍ରୀ ଉର୍ଫି ଜାଭେଦ ନିଜ ଅଜବ ଫ୍ୟାଶନ ପାଇଁ ଜଣାଶୁଣା। ସେ ତାଙ୍କ ଫ୍ୟାଶନକୁ ନେଇ ଅଧିକାଂଶ ସମୟରେ ଟ୍ରୋଲର ଶିକାର ହୋଇଥାନ୍ତି। ଏକାସାଙ୍ଗରେ, ଏବେ...

ସୁଶାନ୍ତଙ୍କୁ ଝୁରି ଝୁରି ଶେଷରେ ଆଖିବୁଜିଲା ପୋଷା କୁକୁର ‘ଫଜ୍‌’

ବମ୍ବେ: ଦିଂବଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଅଢ଼େଇ ବର୍ଷରୁ ଅଧିକ ସମୟ ବିତିଲାଣି। ତଥାପି ତାଙ୍କୁ ଝୁରୁଛନ୍ତି ପରିବାରଲୋକଙ୍କଠାରୁ ଆରମ୍ଭ କରି ପ୍ରଶଂସକ।...

ଭାଲେଟାଇନ୍ସ ଡେ’ରେ ପ୍ରେମିକାଙ୍କ ସହ ରୋମାଣ୍ଟିକ ହେଲେ ରାହୁଲ

ଆଜି ଭାଲେଣ୍ଟାଇନ୍ସ ଡେ’ ଅର୍ଥାତ୍‌ ପ୍ରେମ ଦିବସ। ଏହି ଦିନ ପ୍ରେମିକା-ପ୍ରେମିକାମାନେ ପରସ୍ପର ପ୍ରତି ଥିବା ପ୍ରେମ ପ୍ରକାଶ କରିଥାନ୍ତି। ଭାରତୀୟ କ୍ରିକେଟର୍‌ କେ.ଏଲ ରାହୁଲ...

ରିଲିଜ ହେଲା ‘ବବାଲ’ର ଟ୍ରେଲର

ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ଜାହ୍ନବୀ କପୁର ଓ ନାୟକ ବରୁଣ ଧଓ୍ବନଙ୍କ ମୋଷ୍ଟ ଆଓ୍ବେଟେଡ ମୁଭି ‘ବବାଲ’ର ଟ୍ରେଲର ଶେଷରେ ରିଲିଜ ହୋଇଛି। ଏଥିରେ...

ଦୀର୍ଘ ଦିନ ପରେ ସଂସଦରେ ଏକାଠି ନଜର ଆସିଲେ ଜୟା-କିରଣ

କିରଣ ଖେର ଜୟା ବଚ୍ଚନ ଦୀର୍ଘ ବର୍ଷ ପରେ ଦୁହେଁ ଏକାଠି ନଜର ଆସିଛନ୍ତି। ତାହା ପୁଣି ସଂସଦରେ। ଦୁହେଁ ଦୁଇ ଦଶନ୍ଧିର କଳାକାର। କିରଣ...

ଏହି ଅଭିନେତ୍ରୀଙ୍କ ଆଉଟ୍‌ଫିଟ୍‌ ଦେଖି ପ୍ରଶଂସକ କହିଲେ…

ମୁମ୍ବାଇ: ଅଭିନେତ୍ରୀ ମୌନୀ ରାୟ ଆଜିକାଲି ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହୁଛନ୍ତି। ପ୍ରତିଦିନ ମୌନୀ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଶେୟାର...

ମୁଁ କୌଣସି ପୁରସ୍କାର କିଣିବାକୁ ଚାହିଁନି: ଗୋବିନ୍ଦା

ବଲିଉଡ୍‌ ହିରୋ ଗୋବିନ୍ଦାଙ୍କୁ ଶେଷଥର ପାଇଁ ଫିଲ୍ମ ‘ରଙ୍ଗିଲା ରାଜା’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ସେତେଟା କମାଲ ଦେଖାଇ ପାରି ନ...

Advertisement
Archives

Model This Week