Posted inଫୁରସତ

ନିଆରା ଗାଁ: ଜନ୍ମଦିନ, ଶ୍ରାଦ୍ଧ ଦିବସରେ ଏଠାରେ ଗଛ ଲଗାଇବା ବାଧ୍ୟତାମୂଳକ

ପାଟନା,୧୯।୧୨: ବିହାରର ବଲତାରା ପଞ୍ଚାୟତ ଅନ୍ତର୍ଗତ କନହୌଲି ଗ୍ରାମ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଜନ୍ମଦିନ ହେଉ କି ବିବାହ କିମ୍ବା ଶ୍ରାଦ୍ଧ ଦିବସରେ ଏଠାକାର ଲୋକେ ଗଛ ଲଗାଇବା ବାଧ୍ୟତାମୂଳକ। ଏହି ଦିନ ଗାଁରେ ଲୋକେ ପ୍ଲାଷ୍ଟିକ୍‌ ମଧ୍ୟ ବ୍ୟବହାର କରନ୍ତି ନାହିଁ। ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଲୋକ ଏଠାରେ ବାସ କରନ୍ତି। ଗାଁରେ କୌଣସି ଉତ୍ସବ ହେଲେ ଲୋକେ ଗାଁରେ ଗଛ ଲଗାଇବା ସହ ଖଲି ପତ୍ରରେ ଖାଦ୍ୟ ଖାଇଥାନ୍ତି। କେବଳ ଏତିକି ନୁହେଁ, କୌଣସି ଯାଗାରେ ଅଳିଆ ଆବର୍ଜନା ମଧ୍ୟ ପଡିଥିବାର ଦେଖାଯାଏ ନାହିଁ। ଏହି ଗାଁର ଲୋକମାନେ ପରିବେଶ ସୁରକ୍ଷା ନେଇ ବେଶ୍‌ ସତର୍କ। ପରିବେଶକୁ ସବୁଜ ଏବଂ ସୁନ୍ଦର ରଖିବା ପାଇଁ ଏଠାକାର ଲୋକେ ଶପଥ ନେଇଛନ୍ତି। ଏହି ଗାଁ ଏବେ ଆଦର୍ଶ ଗ୍ରାମ ଭାବେ ପରିଚିତ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷ ପରେ ଅବସର ନେଇ ଫେରିଲେ ସେନା, ହାତ ପାପୁଲି ରଖି ସ୍ୱାଗତ କଲେ ଗାଁଲୋକେ

ଭୋପାଳ,୫ ।୨: ଦେଶର ସୀମାରେ ଜାଗ୍ରତ ପ୍ରହରି ସାଜି ନିଜ ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ଯୋଗାଇଥାଆନ୍ତି ବୀର ଯବାନ । ଏମାନଙ୍କ ଦେଶଭକ୍ତି...

ବାଘକୁ ଏତେ ପାଖରେ ଦେଖି ଟିକେ ବି ଡରିଲାନି କୁଟୁରା, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ସାପ ସହ ଏପରି ବସିଛି କୁନି ଝିଅ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍‌ ସେପରି ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ...

ଲେହେଙ୍ଗା ବଦଳରେ ପ୍ୟାଣ୍ଟ୍‌ଶାର୍ଟ ପିନ୍ଧି ବେଦୀକୁ ଆସିଲେ କନ୍ୟା, ଫଟୋ ଭାଇରାଲ

ସାଧାରଣତଃ ବିବାହ ସମୟରେ ଭାରତୀୟ କନ୍ୟାମାନେ ପାରମ୍ପରିକ ପୋଷାକରେ ନଜର ଆସିଥାନ୍ତି। ଲେହେଙ୍ଗାଠାରୁ ଆରମ୍ଭ କରି ବିଭିନ୍ନ ଗହଣା ପିନ୍ଧି ସଜେଇ ହୋଇଥାନ୍ତି। କେହି କେହି...

ବିମାନରେ ଯାଉଥିବାବେଳେ ଯୁବକଙ୍କ ଗୋଡରେ ପଡିଯାଇଥିଲା ଚା’: କ୍ଷତିପୂରଣ ମିଳିଲା ୫୮ ଲକ୍ଷ

ଆୟାରଲାଣ୍ଡରେ ଏକ ରୋଚକ ଘଟଣା ଘଟିଛି। ୪ ବର୍ଷ ତଳେ ଜଣେ ଯୁବକ ବିମାନରେ ଯାଉଥିବାବେଳେ ଏକ ଅଘଟଣ ଘଟିଥିଲା। ବିମାନରେ ଯାଉଥିବାବେଳେ ଜଣେ କ୍ରୁ...

ବିଲେଇର ସାଦ ଖିଆ

କୋଏମ୍ବାଟୁର,୩।୧: ସାଧାରଣତଃ ମହିଳାମାନେ ଗର୍ଭବତୀ ଥିଲେ ୭ ମାସରେ ସାଦ ଖାଇବାର ବ୍ୟବସ୍ଥା ରହିଛି। ଏଥିରେ ମା’ ଏବଂ ପୃଥିବୀକୁ ଆସିଥିବା ଅତିଥିକୁ ସମ୍ପର୍କୀୟମାନେ ଆଶୀର୍ବାଦ...

ଶହେ ବର୍ଷର କଇଁଛ: ପାଲଟିଲାଣି ୮ ଶହ ଛୁଆଙ୍କ ଜନକ

କାଲିଫର୍ନିଆ,୧୩।୧: ଆମେରିକା କାଲିଫର୍ନିଆରେ ରହିଛି ଏକ କଇଁଛ। ଏହାକୁ ଏବେ ଶହେ ବର୍ଷରୁ ଅଧିକ ବୟସ। ଇତିମଧ୍ୟରେ ସେ ୮ଶହ ଛୁଆଙ୍କ ଜନକ ପାଲଟିସାରିଛି। ଡିଏଗୋ...

ସ୍ତ୍ରୀଠୁ ଅଲଗା ରହିବା ପାଇଁ ଲୁଟିଥିଲେ ବ୍ୟାଙ୍କ

ପ୍ରାୟତଃ ସହଜରେ ଶୀଘ୍ର ଓ ଅଧିକ ଟଙ୍କା ପାଇଁ ଲୁଟେରାମାନେ ବ୍ୟାଙ୍କ ଲୁଟନ୍ତି। କିନ୍ତୁ ୨୦୧୬ରେ ଆମେରିକାର କାନ୍ସାସସ୍ଥିତି ଏକ ବ୍ୟାଙ୍କ୍‌ ଲୁଟିଥିଲେ ଲରେନ୍ସ ରିପଲ।...

Advertisement
Archives

Model This Week