Posted inଖେଳ

ଧୋନୀଙ୍କୁ ପଛରେ ପକାଇ ବିରାଟ ହେଲେ ସବୁଠୁ ସଫଳ ଅଧିନାୟକ

ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ଶାମିଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୨୫୭ ରନରେ ପରାସ୍ତ ସିରିଜ୍‌କୁ ୨-୦ରେ କ୍ଲିନ୍‌ସୁଇପ୍‌ କରିଛି। ସିରିଜ୍‌ ହାତେଇବା ସହ ଅଧିନାୟକ ବିରାଟ କୋହଲି ଭାରତର ସବୁଠୁ ସଫଳତମ ଅଧିନାୟକ ହୋଇପାରିଛନ୍ତି। ଏହାସହ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇଦେଇଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ଏପର୍ଯ୍ୟନ୍ତ ବିଦେଶରେ ୨୮ଟି ଟେଷ୍ଟ ମ୍ୟାଚ୍‌ ଜିତିଥିବାବେଳେ ଧୋନୀଙ୍କ ଅଧୀନରେ ଭାରତ ୨୭ଟି ଟେଷ୍ଟ ହଁି ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ସିରିଜରେ ଭାରତର ଦମ୍‌ଦାର ବିଜୟ

ଅହମଦାବାଦ,୨୦।୩: ଟେଷ୍ଟ ପରେ ଟି୨୦ ସିରିଜରେ ମଧ୍ୟ ଭାରତ ତା’ର ଦମ୍‌ ଦେଖାଇଛି। ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଘରୋଇ ଭାରତ ବିଜୟ ହାସଲ କରିଛି।...

ଖୁସି ଖବର ଦେଲେ ସୌରଭ ଗାଙ୍ଗୁଲି

ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ତାଙ୍କ ପ୍ରଶଂସକଙ୍କ ସହ ଏକ ବଡ଼ ଖବର ବାଣ୍ଟିଛନ୍ତି। ଟୁଇଟର୍‌ରେ ଗାଙ୍ଗୁଲି ତାଙ୍କ ବାୟୋପିକ...

ଗାଙ୍ଗୁଲି ହୋଇପାରନ୍ତି ବିସିସିଆଇ ମୁଖ୍ୟ

କୋଲକାତା,୧୪।୧୦- ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ସର୍ବସମ୍ମତି କ୍ରମେ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ)ର ନୂଆ ସଭାପତି ହୋଇପାରନ୍ତି। ପୂର୍ବତନ କ୍ରିକେଟର...

ଭାରତ ଟୁର୍‌ ପୂର୍ବରୁ ବାଂଲାଦେଶ ଖେଳାଳିଙ୍କ ଧର୍ମଘଟ

ଢାକା, ୨୨ା୧୦ (ପି.ଟି.)- ଆଗାମୀ ଭାରତ ଟୁର୍‌ ପୂର୍ବରୁ ବାଂଲାଦେଶ ଖେଳାଳିମାନେ ଧର୍ମଘଟ କରିବେ। ଭାରତୀୟ କ୍ରିକେଟ କେଣ୍ଟ୍ରାଲ ବୋର୍ଡ (ବିସିସିଆଇ) ଏହା ଉପରେ ନଜର...

ଆତ୍ମହତ୍ୟା କଲେ ମୁମ୍ବାଇର ‘ଜୁନିୟର ଷ୍ଟେଇନ’

ମୁମ୍ବାଇ, ୧୨।୮: ମୁମ୍ବାଇ କ୍ଲବ କ୍ରିକେଟର୍‌ କରନ ତିଓ୍ବାରୀ ଆତ୍ମହତ୍ୟା କରିଛନ୍ତି। ୨୭ ବର୍ଷୀୟ ଏହି ଯୁବ ଦ୍ରୁତ ବୋଲର ମୁମ୍ବାଇ ରଣ୍‌ଜୀ ଟିମ୍‌ ପାଇଁ...

ପଦାର୍ପଣରେ ସୂର୍ଯ୍ୟ ଭଳି ଚମକିଲେ ରବି

କୋଲକାତା,୧୬।୨: ସ୍ଥାନୀୟ ଇଡେନ ଗାର୍ଡେନ୍ସଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ପ୍ରଥମ ଟି୨୦ରେ ଭାରତ ପାଇଁ ପଦାର୍ପଣ କରିଛନ୍ତି ରବି ବିଷ୍ଣୋଇ। କ୍ୟାରିୟରର ପ୍ରଥମ ମ୍ୟାଚ୍‌ରେ ୨୧...

ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲି, ବୁମରାଙ୍କ ରାଜ୍‌

ଦୁବାଇ,୧୨।୧୧- ଆଇସିସି ଦିନିକିଆ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପେସର ଯଶପ୍ରୀତ ବୁମରା ରାଜୁତି ଜାରି ରଖିଛନ୍ତି। କୋହଲି ସର୍ବାଧିକ ୮୯୫...

ଦକ୍ଷିଣ ଭାରତୀୟ ରୀତିନୀତିରେ ବିବାହ

ବମ୍ବେ: ବିଗତ କିଛି ମାସ ଧରି ବଲିଉଡ୍‌ରେ ବିବାହ ଋତୁ ଚାଲିଛି। ଏହି ସମୟ ମଧ୍ୟରେ ଅଭିନେତା ବିକ୍କି କୌଶଲଙ୍କଠାରୁ ଆରମ୍ଭ କରି ଫର୍‌ହାନ ଅଖ୍‌ତର,...

Advertisement
Archives

Model This Week