Advertisement
Posted inଜାତୀୟ

ଧାରା ୩୭୦: ପୂରଣ ହେଲା ବାଲା ସାହେବ, ବାଜପେୟୀଙ୍କ ସ୍ବପ୍ନ

ନୂଆଦିଲ୍ଲୀ,୫।୮: ରାଜ୍ୟ ସଭାରେ ସୋମବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଧାରା ୩୭୦କୁ ହଟାଇବାକୁ ପ୍ରସ୍ତାବ ଦେଇଥିଲେ। ଏହାସହ ରାଜ୍ୟ ପୁନର୍ଗଠନ ପାଇଁ ମଧ୍ୟ ଶାହ ପ୍ରସ୍ତାବ ଦେଇଥିଲେ। ଏହାକୁ ଦେଖି ଭାଜପାର ସହୟୋଗୀ ଦଳ ଶିବସେନା ମୁଖ୍ୟ ଉଦ୍ଦବ ଠାକରେ ପ୍ରତିକ୍ରିୟା ଦେଇ କହିଛନ୍ତି ଏବେ ଆମ ଦେଶ ସମ୍ପୂର୍ଣ୍ଣ ରୂପେ ସ୍ବତନ୍ତ୍ର ହେଲା। ଏହାସହ ବାଲ ଠାକରେ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ବପ୍ନ ସାକାର ହେଲା ବୋଲି ଉଦ୍ଧବ ଟୁଇଟ୍‌ କରି ନିଜର ମତ ରଖିଛନ୍ତି। ହେଲେ ଏହାକୁ ବିରୋଧୀ ଖୁବ୍‌ ବିରୋଧ କରିବା ସହ ଭାଜପା ସମ୍ବିଧାନକୁ ହତ୍ୟା କରିଥିବା କହିଲେ କଂଗ୍ରେସ ନେତା ଗୁଲାମ ନବି ଆଜାଦ। ଏହାପରେ ଉଦ୍ଧବ ଓ ତାଙ୍କ କର୍ମୀମାନେ ମିଠା ବାଣ୍ଟିବା ଆରମ୍ଭ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଭନୀତ କାର୍ଲାଙ୍କୁ ଜାମିନ

ନୂଆଦିଲ୍ଲୀ, ୩୦।୫: ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର ବେଆଇନ ମହଜୁଦ୍‌ ରଖିବା ମାମଲାରେ ବ୍ୟବସାୟୀ ନଭନୀତ କାର୍ଲାଙ୍କୁ ଦିଲ୍ଲୀର ଏକ ଅଦାଲତ ଶନିବାର ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ...

ଭାରତୀୟ ମୁସଲମାନ ତାଲିବାନୀ ମାନସିକତାକୁ କେବେ ମଧ୍ୟ ଗ୍ରହଣ କରିବେନି,ଅଜମେର ଦରଗାହ ଦିଓ୍ବାନ..

ଅଜମେର, ୨୯।୬ : ରାଜସ୍ଥାନର ଉଦୟପୁରରେ ଜଣେ ଟେଲରଙ୍କ ହତ୍ୟା ଘଟଣାକୁ ନିନ୍ଦା କରି ଅଜମେର ଦରଗାହ ଦିୱାନ ଜୈନୁଲ ଆବେଦିନ ଅଲି ଖାନ କହିଛନ୍ତି...

ସାନିଟାଇଜର୍‌ ଫ୍ୟାକ୍ଟ୍ରିରେ ବିସ୍ଫୋରଣ

ମୁମ୍ବାଇ,୧୩।୪: ମହାରାଷ୍ଟ୍ର ପାଲଘରର ତାରାପୁର ସ୍ଥିତ ଏକ କେମିକାଲ ଫାକ୍ଟ୍ରିରେ ସୋମବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ...

ଟିକେଟ୍‌ କିଣି ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ମୋଦି

ପୁଣେ,୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରର ପୁଣେରେ ପହଞ୍ଚି ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିଛନ୍ତି। ମୋଟ ୩୨.୨ କିମି ପୁଣେ ମେଟ୍ରୋ ରେଳ...

ବିଶ୍ୱ ପରିବେଶ ଦିବସ ଅବସରରେ ଆର୍ଟ ଅଫ ଲିଭିଙ୍ଗର ସ୍ବତନ୍ତ୍ର କାର୍ଯ୍ୟକ୍ରମ…

ନୂଆଦିଲ୍ଲୀ, ୪।୬ : ବିଶ୍ୱ ପରିବେଶ ଦିବସ ଅବସରରେ, ଆର୍ଟ ଅଫ ଲିଭିଙ୍ଗ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଉତ୍ସବର ଏକ ଅଂଶ ଭାବରେ...

ପରିବାରର ପ୍ରତ୍ୟାଖ୍ୟାନ ପରେ କରୋନା ମୃତକଙ୍କ ସଂସ୍କାର କରୁଛି ୟୁଥ ଓ୍ବେଲ ଫେୟାର ଏନ୍‌ଜିଓ

ହାଇଦ୍ରାବାଦ,୧୭।୮: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୦ ହଜାର ଛୁଇଁଥିବା ବେଳେ ଏବେ ଏହା ବେଳକୁ ବେଳ ଉଗ୍ର ରୂପ ଧାରଣ କରିବାକୁ ଯାଉଛି। ତେବେ...

‘ଓୱାଇସି-ଭାଜପା ସମ୍ପର୍କ ମାମୁ-ଭଣଜା ଭଳି’

ଲକ୍ଷ୍ନୌ,୨୨।୧୧: କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ରାକେଶ ଟିକାଏଟ କୃଷକ ମହାପଞ୍ଚାୟତରେ ଯୋଗଦେବା ପାଇଁ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ସୋମବାର କୃଷକ ମହାପଞ୍ଚାୟତ ପୂର୍ବରୁ ସିଏଏ ବିଷୟରେ...

ଦେଶରେ ସାଇକେଲ୍‌ର ପଡିପାରେ ଅଭାବ ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୯।୭: ସାରା ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଛି। ଏପର୍ଯ୍ୟନ୍ତ କୌଣସି ଟିକା ବାହାରି ନ ଥିବାରୁ ଏହି ମହାମାରୀ ଏବେ ମାଡିଚାଲିଛି।...

Advertisement
Archives

Model This Week