Posted inଫୁରସତ

ଦେଶୀ ଖାଦ୍ୟ ବିକି ବର୍ଷକୁ ୧୦ ଲକ୍ଷ ରୋଜଗାର କରୁଛନ୍ତି ମହିଳା

ମୁମ୍ବାଇ,୨୬।୧: ଏବେ ଅଧିକ ଲୋକେ ଜଙ୍କ୍‌ ଫୁଡ୍‌କୁ ବେଶୀ ପସନ୍ଦ କରୁଛନ୍ତି। ଏଥିପାଇଁ କୌଣସି ଝନ୍‌ଝଟ ନାହିଁ। ପ୍ୟାକ୍‌ରେ ଖାଦ୍ୟ ସହଜରେ ଖାଇ ହେଉଛି। ତେବେ ମୁମ୍ବାଇର ରୋଶନୀ ନାମକ ଜଣେ ୪୦ ବର୍ଷ ବୟସ୍କ ମହିଳା ନିଜେ ପ୍ରସ୍ତୁତ କରୁଥିବା ଦେଶୀ ଖାଦ୍ୟ ଦ୍ୱାରା ଏବେ ଲୋକଙ୍କ ମଧ୍ୟରେ ନୂଆ ସଚେତନତା ସୃଷ୍ଟି କରିଛନ୍ତି। ସେ ଦେଶୀ ଖାଦ୍ୟ ବିକ୍ରି କରି ବର୍ଷକୁ ୧୦ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି। ଗତ ବର୍ଷ ସେ ବାନ୍ଦ୍ରାଠାରେ ହୋଇଥିବା ମେଳାରେ ୧୭ ଲକ୍ଷ ଟଙ୍କାର କାରବାର କରିଥିଲେ। ରୋଶନୀ ପାଲଘରର ଭୁଇର ଗାଁର ବାସିନ୍ଦା। ପରିବାରର ଆର୍ଥିକ ସମସ୍ୟା ସୁଦାରିବା ପାଇଁ ସେ ଅଣ୍ଟା ଭିଡ଼ିଥିଲେ। କାରବାର ଭଲ ଚାଲିବାରୁ ତାଙ୍କ ସ୍ବାମୀ ମଧ୍ୟ ଚାକିରି ଛାଡ଼ି ରୋଶନୀଙ୍କ ସହିତ ମିଶି କାମ ଆରମ୍ଭ କରିଥିଲେ। ଏବେ ଦୁହେଁ ୫୦ରୁ ଅଧିକ ପାରମ୍ପରିକ ଦେଶୀ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବାହୁବଳୀ’ର ଗୀତ ଗାଇ ଚର୍ଚ୍ଚାରେ ଯୁବକ: କମ୍‌ ସମୟ ମଧ୍ୟରେ ଦେଖିଲେଣି ୫୦ ଲକ୍ଷରୁ ଅଧିକ ଲୋକ

ରେଳ ଷ୍ଟେଶନରେ ବସି ରାନୁ ମଣ୍ଡଳ ଲତା ମଙ୍ଗେସକରଙ୍କ ଗୀତକୁ ଏତି ସୁନ୍ଦରଭାବେ ଗାଇଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ସେ...

ଝିଅ ପାଇଁ ୩୬ ବର୍ଷ ହେବ ପୁରୁଷ ବେଶରେ ରହିଆସୁଛନ୍ତି ମା’

ଚେନ୍ନାଇ,୧୬।୫:ତାମିଲନାଡୁ ଥୁତୁକୁଡି ଜିଲାର ଜଣେ ମହିଳା ନିଜ ଝିଅକୁ ପାଳିପୋଷି ବଡ କରିବା ପାଇଁ ୩୬ ବର୍ଷ ଧରି ପୁରୁଷ ବେଶରେ ରହିଆସୁଛନ୍ତି। କଥାଟା ଆଶ୍ଚର୍ଯ୍ୟ...

ବ୍ରଜପାତର ଲାଇଭ୍‌ ଭିଡିଓ କରି ଚର୍ଚ୍ଚାରେ ଏହି ଯୁବକ

ଆମେରିକାର ଜଣେ ଯୁବକ ବଜ୍ରପାତର ଲାଇଭ୍‌ ଭିଡିଓ କରି ଚର୍ଚ୍ଚାକୁ ଆସିଛନ୍ତି। ୨୮ ବର୍ଷୀୟ ଫିଲ୍‌ ଗାର୍ସିଆ ନ୍ୟୁ ମେକ୍ସିକୋରେ ଏହି ଫଟୋ କ୍ଲିକ୍‌ କରିଥିଲେ।...

ଗର୍ଭରେ ବାଇସେପ ଦେଖାଇଲା ଛୁଆ

ୱାଶିଂଟନ: ଦୁଇ ଥର ଓସ୍କାର ଜିତିଥିବା ୪୮ ବର୍ଷୀୟା ଆମେରିକାନ୍‌ ଅଭିନେତ୍ରୀ ହିଲାରି ସ୍ବାଙ୍କ ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ନିକଟରେ ସେ ତାଙ୍କ ଯାଅଁାଳା ଛୁଆଙ୍କ...

ପ୍ରଥମ ଦରମା ଟଙ୍କା ଘରକୁ ପଠାଇଥିଲି: ଅବସରପ୍ରାପ୍ତ ଶାସନ ସଚିବ ଡ. ଇଂ ନନ୍ଦନନ୍ଦନ ଦାସ

ଅବସରପ୍ରାପ୍ତ ଶାସନ ସଚିବ ତଥା ସମାଜସେବୀ ଡ. ଇଂ ନନ୍ଦନନ୍ଦନ ଦାସ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଭଦ୍ରକ ଜିଲା ବାଉଦପୁର ଗାଁରେ...

ଦୋକାନରୁ ନିଜ ପାଇଁ ସ୍ବାମୀ କିଣି ଆଣିଲେ ଏହି ଯୁବତୀ, ସୋସିଆଲ ମିଡିଆରେ ଶେୟାର କଲେ ଲଭ୍‌ଷ୍ଟୋରୀ

ରୁଷିଆର ଜଣେ ୨୪ ବର୍ଷୀୟା ଯୁବତୀଙ୍କ ଅଜବ ପ୍ରେମ ସମ୍ପର୍କରେ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଯୁବତୀ ଜଣଙ୍କ ମଣିଷ ପ୍ରତି...

କରୋନା ରୋଗୀଙ୍କ ମେଡିକାଲ ବିଲ୍‌ ଆସିଲା ୧ କୋଟି ୫୨ ଲକ୍ଷ

କରୋନାରେ ସଂକ୍ରମିତ ହୋଇ ଲକ୍ଷ ଲକ୍ଷ ଲୋକ ଏବେ ଚିକିତ୍ସାଧୀନ ଅଛନ୍ତି। ଏଥିପାଇଁ ସରକାରୀ ହସ୍ପିଟାଲରେ ଲୋକଙ୍କ ଭିଡ଼ ଜମୁଛି। ମାତ୍ର ଅଧିକ ଖର୍ଚ୍ଚ ଭୟରେ...

ହାତୀ ଶୁଣ୍ଢରେ ବସି ଦେଉଥିଲେ ଫଟୋ ପୋଜ୍‌, ତା’ପରେ ଘଟିଲା ଏମିତି

ଯେବେଠୁ ସେଲ୍‌ଫି ଯୁଗ ଆସିଲାଣି ସେବେଠୁ କିଛିନା କିଛି ଅଘଟଣା ଦେଖିବାକୁ ମିଳୁଛି। ସେଲ୍‌ଫି ନେଇ ଜୀବନ ଯାଉଥିବା ଘଟଣା ମଧ୍ୟ ଏବେ ପୁରୁଣା ଲାଗୁଛି।...

Advertisement
Archives

Model This Week