ଦେଶର ୧୧ଟି ସହରରେ କରୋନା ସଂକ୍ରମଣ ଚିନ୍ତା ଜନକ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୦।୪: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ହଟ୍‌ ସ୍ପଟ୍‌ ଅଞ୍ଚଳରେ ଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌ ମଧ୍ୟ ଆରମ୍ଭ ହୋଇଛି। ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୭,୪୮୦ରେ ପହଞ୍ଚିଛି। ଦେଶର ୧୧ଟି ସହରରେ କରୋନା ସଂକ୍ରମଣ ଗୁରୁତର ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ସେସବୁ ସହର ମଧ୍ୟରେ ଇନ୍ଦୋର, ମୁମ୍ବାଇ, ପୁଣେ, ଜୟପୁର, କୋଲକତା, ହାଓ୍ବାଡ଼ା, ପୂର୍ବ ମେଦିନୀପୁର, ୨୪ ପ୍ରଗଣା, ଦାର୍ଜଲିଂ, ଅହମଦାବାଦ୍‌, କେଲେମ୍ପୋଙ୍ଗ୍‌, ଜଳପାଇଗୁଡ଼ି ଆଦି ରହିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ଇତିମଧ୍ୟରେ ୨୫୪୬ ସୁସ୍ଥ ହୋଇ ଘରକୁ ଫେରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ତଳେ ପଡିଯିବା ଫଟୋ ଟୁଇଟ୍‌ କରି ଭାଜପା ଏମ୍‌ପି କହିଲେ ଶତାବ୍ଦୀର ସବୁଠୁ ଖରାପ ଅଭିନୟ

ଗୋରଖପୁର,୨।୧୦: ଉତ୍ତରପ୍ରଦେଶ ହାଥ୍‌ରସ ଘଟଣାରେ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଏବଂ ପ୍ରିୟଙ୍କାଙ୍କୁ ଅଧାବାଟରୁ ଫେରିବାକୁ ପଡିଥିଲା। ପୋଲିସ ଉଭୟଙ୍କୁ...

ଦୁଇ ମୁହାଁ ଛୁଆ ଶାର୍କ ଉଦ୍ଧାର: ବୈଜ୍ଞାନିକ ହେଲେ ଆଶ୍ଚର୍ଯ୍ୟ

ମୁମ୍ବାଇ, ୧୭।୧୦: ପ୍ରକୃତିରେ କିଛି ଏମିତି ଅନେକ ଜିନିଷ ରହିଛି, ଯାହା ବିଷୟରେ ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ। ଯେତେବେଳେ ଆମେ ଏହାକୁ ଦେଖିଥାଉ...

ରନ୍‌ଓ୍ବେ ବାହାରକୁ ପଳାଇଲା ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ…

ଜବଲପୁର, ୧୨।୩ : ମଧ୍ୟପ୍ରଦେଶର ଜବଲପୁର ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ଅବତରଣ କରିବା ସମୟରେ ନିୟନ୍ତ୍ରଣ ହରାଇ ବସିଥିଲା। ଫଳରେ ବିମାନଟି ରନ୍‌ଓ୍ବେ ବାହାରକୁ...

ସୋରେନଙ୍କୁ ଘାରିଛି ବିଧାୟକଙ୍କ ବାଡ଼ ଡେଇଁବା ଭୟ…

ରାଞ୍ଚି,୩୦।୮ : ଝାଡଖଣ୍ଡରେ ରାଜନୈତିକ ସଙ୍କଟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ବିଧାୟକ କାଳେ ଦଳ ବାଡ଼ ଡେଇଁ ଅନ୍ୟ ଦଳରେ ମିଶିବେ...

କୋର୍ଟରୁ ଚୋରି, ମନ୍ତ୍ରୀଙ୍କ ମାମଲାର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗାଏବ୍‌…

ହାଇଦ୍ରାବାଦ୍‌, ୧୭।୪ : କୋର୍ଟରେ ପୁଣି ଚୋରି। ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ମାତ୍ର ଏହା ସତ୍ୟ। ଚୋରମାନେ ଆନ୍ଧ୍ରପ୍ରଦେଶର ନେଲ୍ଲୁରରେ କୋର୍ଟକୁ ଟାର୍ଗେଟ କରିଛନ୍ତି।...

ନିର୍ଣ୍ଣାୟକ ହେବ ଆଜିର ରାୟ

ନୂଆଦିଲ୍ଲୀ,୧୭ା୭(ପି.ଟି.): କର୍ନାଟକର ଶାସକ କଂଗ୍ରେସ-ଜେଡିଏସ୍‌ ମେଣ୍ଟର ଇସ୍ତଫା ଦେଇଥିବା ୧୫ ବିଧାୟକଙ୍କ ଆବେଦନର ଶୁଣାଣି ଶେଷ ହେବା ପରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ସଂରକ୍ଷିତ ରଖିଛନ୍ତି।...

୧୭ ବର୍ଷ ପରେ ଅବସର ନେଇ ଫେରିଲେ ସେନା, ହାତ ପାପୁଲି ରଖି ସ୍ୱାଗତ କଲେ ଗାଁଲୋକେ

ଭୋପାଳ,୫ ।୨: ଦେଶର ସୀମାରେ ଜାଗ୍ରତ ପ୍ରହରି ସାଜି ନିଜ ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ଯୋଗାଇଥାଆନ୍ତି ବୀର ଯବାନ । ଏମାନଙ୍କ ଦେଶଭକ୍ତି...

ଭାଇ-ଭାଉଜଙ୍କୁ ହତ୍ୟା କରିବା ପରେ କାଟିଦେଲେ ବର୍ଷକର ପୁତୁରାଙ୍କ ଗୋଡ଼, ହାତ

ଭାଡୋଇ, ୨୫।୫: ପାରିବାରିକ କଳହ ଯୋଗୁ ଜଣେ ବ୍ୟକ୍ତି ତାଙ୍କ ବଡ଼ ଭାଇ ଓ ଭାଉଜଙ୍କୁ ହତ୍ୟା କରିବା ପରେ ବର୍ଷକର ପୁତୁରାଙ୍କ ଗୋଡ଼ ଓ...

Advertisement
Archives

Model This Week