Posted inଜାତୀୟ

ଦିଲ୍ଲୀ ଗାନ୍ଧିନଗର ମାର୍କେଟରେ ନିଆଁ

ନୂଆଦିଲ୍ଲୀ,୧୩।୮: ମଙ୍ଗଳବାର ସକାଳେ ଦିଲ୍ଲୀର ଗାନ୍ଧିନଗର ମାର୍କେଟରେ ଭିଷଣ ନିଆଁ ଲାଗିଛି। ଏହାକୁ ଲିଭାଇବା ପାଇଁ ୨୧ଟି ଦମକଳ ନିୟୋଜିତ ଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ ଏଥିରେ କେହି ମୃତାହତ ହୋଇ ଥିବା ସୂଚନା ମିଳି ନ ଥିବା ବେଳେ କ୍ଷୟକ୍ଷତିର ପରିମାଣ ମଧ୍ୟ ଆକଳନ କରାଯାଇନାହିଁ। ସୂଚନାଯୋଗ୍ୟ, ଏହି ମାର୍କେଟ ଦିଲ୍ଲୀର ଶାହଦରା ଅଞ୍ଚଳରେ ଥିବା ବେଳେ ଏହା ଏସିଆର ସବୁଠାରୁ ବଡ ଟେକ୍ଟଟାଇଲ୍‌ ମାର୍କେଟ ଭାବେ ପରିଛିତ ପ୍ରତିଦିନ ଏଠାରୁ ୧୦ରୁ ୨୦ ହଜାର ଲୋକ କିଣାକିଣି ପାଇଁ ଆସିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଜାଫରପୁର ଶେଲ୍‌ଟର ହୋମ୍‌ ମାମଲା: ବ୍ରଜେଶଙ୍କ ସମେତ ୧୯ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୨୦।୧: ବିହାରର ବହୁଚର୍ଚ୍ଚିତ ମୁଜାଫରପୁର ଶେଲ୍‌ଟର ହୋମ୍‌ ମାମଲାରେ ସୋମବାର ଦିଲ୍ଲୀର ଏକ କୋର୍ଟ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ଶେଲ୍‌ଟର ହୋମ୍‌ରେ ଝିଅମାନଙ୍କୁ...

ମମତାଙ୍କୁ ଶୁଭେଚ୍ଛାର ସୁଅ: ବହୁ ନେତା ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ,୨।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାର ପୁଣି ଥରେ କ୍ଷମତାକୁ ଫେରୁଥିବା ଜଣାପଡିଛି। ବିଧାନସଭା ନିର୍ବାଚନ ଫଳଫଳରେ ତୃଣମୂଳ କଂଗ୍ରେସ ୨୦୦ଟି ଆସନ...

ହାଇକୋର୍ଟଙ୍କ ନିଷ୍ପତ୍ତିରେ ସହମତ ନାହାନ୍ତି ଓଓ୍ବାଇସି

ନୂଆଦିଲ୍ଲୀ,୧୫।୩: ହିଜାବ ପିନ୍ଧିବା ନେଇ ଚାଲିଥିବା ବିବାଦ ମଧ୍ୟରେ କର୍ନାଟକ ହାଇକୋର୍ଟ ମଙ୍ଗଳବାର ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି, ହିଜାବ ଇସଲାମର ଏକ...

ଭବାନୀପୁରରେ ମମତା ଆଗୁଆ…

କୋଲକାତା,୩।୧୦: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନ ପାଇଁ ନିର୍ବାଚନର ଭୋଟ ଗଣତି ରବିବାର ପୂର୍ବାହ୍ନ ୯ଟାଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନିକଟତମ...

କଲେଜରେ ପଶିଲା ବାଘ

ନୂଆଦିଲ୍ଲୀ,୨।୧୨: ଉତ୍ତରପ୍ରଦେଶର ଏକ କଲେଜରେ ଛାତ୍ରୀଛାତ୍ରଙ୍କ କ୍ଲାସରୁମ୍‌କୁ ପଶି ଆସିଥିଲା ଏକ ଚିତାବାଘ। ଜଣେ ଛାତ୍ରଙ୍କୁ ଆକ୍ରମଣ କରିବା ପରେ ବାଘକୁ ଏକ କ୍ଲାସ ରୁମ୍‌ରେ...

ଭାରତରେ ଏଣ୍ଡେମିକ୍‌ ହେବାକୁ ଯାଉଛି କରୋନା …

ନୂଆଦିଲ୍ଲୀ,୨୧।୯: ଦେଶରେ କରୋନା ମହାମାରୀର ତୃତୀୟ ଲହର ନେଇ ଆଶଙ୍କା ଏବଂ ଆତଙ୍କ ବୃଦ୍ଧିି ପାଇବାରେ ଲାଗିଛି। ଏପରିସ୍ଥଳେ ଭାକ୍ସିନ୍‌ ବିଶେଷଜ୍ଞ ଗଗନଦୀପ୍‌ କାଙ୍ଗ୍‌ ଗୁରୁତ୍ୱପୂର୍ଣ୍ଣ...

ଭୋକିଲାଙ୍କ ତ୍ରାଣକର୍ତ୍ତା ସୀତାରାମ ବାବା

ଚେନ୍ନାଇ: ଭୋକିଲା ଲୋକଙ୍କୁ ଖାଇବାକୁ ଦେଲେ ଅନେକ ପୂଣ୍ୟ ହୋଇଥାଏ ବୋଲି କୁହାଯାଏ। କେବଳ ମଣିଷ ନୁହେଁ ପଶୁପକ୍ଷୀଙ୍କୁ ମଧ୍ୟ ଖାଇବାକୁ ଦେଲେ ଏହାପୂଣ୍ୟ ବୋଲି...

୧୯୪୭ରେ ମୁସଲମାନଙ୍କୁ ପାକ୍‌ ପଠାଇଦେବା ଉଚିତ ଥିଲା

ପାଟନା, ୨୨ା୨: ଦେଶ ସ୍ବାଧୀନତା ବେଳେ ସମସ୍ତ ମୁସଲମାନଙ୍କୁ ପାକିସ୍ତାନ ପଠାଇଦେବା ଉଚିତ ଥିଲା ବୋଲି କେନ୍ଦ୍ରମନ୍ତ୍ରୀ ତଥା ଭାଜପାର ଫାୟାର୍‌ବ୍ରାଣ୍ଡ ନେତା ଗିରିରାଜ ସିଂ...

Advertisement
Archives

Model This Week