Posted inଜାତୀୟ

ଦିଲ୍ଲୀରେ ଦଙ୍ଗା ଭିଆଇବା ପାଇଁ ଉତ୍ତରପ୍ରଦେଶରୁ ଆସିଥିଲେ ୩୦୦ରୁ ଅଧିକ ଲୋକ: ଶାହା

ନୂଆଦିଲ୍ଲୀ, ୧୧।୩: ଦିଲ୍ଲୀ ଦଙ୍ଗା ଏକ ଷଡ଼ଯନ୍ତ୍ର ଥିଲା। ଦଙ୍ଗା ଭିଆଇବା ପାଇଁ ଉତ୍ତରପ୍ରଦେଶରୁ ୩୦୦ରୁ ଅଧିକ ଲୋକ ଆସିଥିଲେ। ଉତ୍ତର-ପୂର୍ବ ଦିଲ୍ଲୀର ସୀମା ଉତ୍ତରପ୍ରଦେଶକୁ ଲାଗିଥିବାରୁ ଦଙ୍ଗାକାରୀ ସହଜରେ ସହରରେ ପ୍ରବେଶ କରିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ସୂଚନା ଦେଇଛନ୍ତି। ଇତିମଧ୍ୟରେ ୭୦୦ରୁ ଅଧିକ ମାମଲା ଦାଏର କରାଯାଇଛି। ସେହିପରି ୧୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସିଏଏକୁ ନେଇ ଦଙ୍ଗା ହୋଇଥିବା କହି ଲୋକଙ୍କୁ ଭ୍ରମିତ କରାଯାଉଛି। ଦଙ୍ଗା ଉପରେ କମ୍‌ ସମୟ ମଧ୍ୟରେ ନିୟନ୍ତ୍ରଣ ଅଣାଯାଇଥିବା ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗପୁରରୁ ମୁମ୍ବାଇ ବୁଲେଟ୍‌ ଟ୍ରେନ୍‌ ୩.୫ ଘଣ୍ଟା ଲାଗିବ

ନାଗପୁର,୧୪।୨: ନାଗପୁରରୁ ମୁମ୍ବାଇ ମଧ୍ୟରେ ବୁଲେଟ ଟ୍ରେନ୍‌ ଚଳାଚଳ ପାଇଁ ଭାରତୀୟ ରେଲଓ୍ବେ ପ୍ରସ୍ତାବ ରଖିଛି। ସମୃଦ୍ଧି ଏକ୍ସପ୍ରେସ୍‌ ପ୍ରସ୍ତୁତ ହୋଇଗଲେ ଏହି ଦୁଇ ସହର...

ନୂଆବର୍ଷରେ ଦୁର୍ନୀତି କମିବ: ଲୋକଙ୍କ ଆଶା

ନୂଆଦିଲ୍ଲୀ,୧ା୧(ଆଇଏଏନ୍‌ଏସ୍‌): ନୂଆବର୍ଷ ୨୦୨୦ ଦେଶବାସୀଙ୍କ ପାଇଁ ସାଙ୍ଗରେ ନେଇଆସିଛି ଅନେକ ଆଶା। ଦୁର୍ନୀତି ସମାଜର ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରୁଥିବା ଏକ ପ୍ରସଙ୍ଗ ହୋଇଥିବାରୁ...

ଡିଜିଟାଲ ମାଧ୍ୟମରେ ଶିକ୍ଷା ସମୟର ଆବଶ୍ୟକତା, କହିଲେ ମୋଦି…

ନୂଆଦିଲ୍ଲୀ,୧।୭: ଦେଶରେ ଡିଜିଟାଲ ମାଧ୍ୟମରେ ପାଠପଢ଼ା ସମୟର ଆବଶ୍ୟକତା। ଡିଜିଟାଲ ଇଣ୍ଡିଆର ୬ ବର୍ଷ ପୂରଣ ଅବସରରେ ଏକ ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ମିସ୍‌ ଇଣ୍ଡିଆ ପ୍ଲାନେଟ୍‌ ୨୦୨୨ ଟ୍ରଫି ହାତେଇଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ/ଭୁବନେଶ୍ୱର,୪।୪(ବ୍ୟୁରୋ): ମିସ୍‌ ଇଣ୍ଡିଆ ପ୍ଲାନେଟ୍‌ ୨୦୨୨ରେ ସମ୍ବଲପୁରର ଓଡ଼ିଆ ଝିଅ ଅନ୍ବେଷା ଆଦିତି ମହାପାତ୍ର ଦ୍ୱିତୀୟ ରନର୍ସ ଅପ ଟ୍ରଫି ଜିତିଛନ୍ତି। ଏହି ଇଭେଣ୍ଟ ମାର୍ଚ୍ଚ...

ଏନ୍‌ଜିଓରେ ବିକ୍ରି ହେଉଥିଲା ଅଣ୍ଡା, ମଟନ

ଇନ୍ଦୋର,୨୯।୧: ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ହଜାର ହଜାର ସଂଖ୍ୟାରେ ବିଚିତ୍ର ଘଟଣା ଦେଖିବାକୁ ମିଳେ। କିଛି ଆମର ମନୋରଞ୍ଜ କରେ, ଆଉ କିଛି ଚକିତ...

ଆଇଏସ୍‌ଆଇଠାରୁ ପାଣ୍ଠି ଯୋଗାଡ଼ କରୁଛନ୍ତି ଭାଜପା ଏବଂ ବଜରଙ୍ଗ ଦଳ: ଦିଗ୍‌ବିଜୟ ସିଂ

ନୂଆଦିଲ୍ଲୀ,୧।୯: କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଦିଗ୍‌ବିଜୟ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ଗୋଇନ୍ଦା ସଂସ୍ଥା...

୧୪ରେ ଦେଶବ୍ୟାପୀ ତୀବ୍ର ହେବ ଆନ୍ଦୋଳନ: କୃଷକ ସଙ୍ଗଠନ

ନୂଆଦିଲ୍ଲୀ,୯ା୧୨-କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ଆନ୍ଦୋଳନ ଭିନ୍ନ ମୋଡ଼ ନେଇଛି। ବିବାଦୀୟ କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରା ନ...

ଆରୋଗ୍ୟ ସେତୁ ଆପ୍‌ର ରେକର୍ଡ: ୪୫ ଦିନରେ ୧୩ କୋଟି ଡାଉନଲୋଡ୍‌

ନୂଆଦିଲ୍ଲୀ, ୧୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଆରୋଗ୍ୟ ସେତୁ ଆପ୍‌ ଜାରି କରାଯାଇଛି। ଗତ ୪୫ ଦିନ ମଧ୍ୟରେ...

Advertisement
Archives

Model This Week