Posted inଖେଳ

ଦିନେ ଥିଲେ ଆଇପିଏଲରେ ସେନସେଶନ ଏବେ କରୁଛନ୍ତି ଚାଷ

ଭିନ୍ନ ଧରଣ ବୋଲିଂ ଆକଶନ ପାଇଁ ଦିନେ ଆଇପିଏଲରେ ଥିଲେ। ଆଇପିଏଲ ୨୦୦୯ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ ଉତ୍ତର ପ୍ରଦେଶ ବାମହାତୀ ମଧ୍ୟଗତିର ବୋଲର କ୍ରିକେଟର କମରାନ ଖାଁ। ଛୋଟିଆ କ୍ୟାରିୟରରେ ଦଳ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥିଲେ। ୨୦୧୧ରେ ପୁଣେ ଓ୍ବାରିଅର୍ସ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଆଇପିଏଲ ଇତିହାସର ପ୍ରଥମ ବୋଲର ଭାବେ ସୁପର ଓପର ବୋଲିଂ କରିଥିଲେ। ଏହା ସେ ୨୦୦୯ରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ କରିଥିଲେ। ମୋଟ ଉପରେ ଆଇପିଏଲରେ ୧୧ ମ୍ୟାଚ୍‌ ଖେଳିଥିବା ପେସର ୧୨ ଉଇକେଟ ନେଇଥିଲେ। ଯେତେବେଳେ ଦେଶରେ ପେସରଙ୍କ ଅଭାବ ଥିଲା, ସେତେବେଳେ ସେ ସେନସେଶନ ପାଲଟି ଥିଲେ। ୨୦୧୪ଠାରୁ ସେ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ ଖେଳି ନାହାନ୍ତି। କିନ୍ତୁ କିଛି କାରଣ ଯୋଗୁ ଖୁବ କମ୍‌ ବୟସରେ କ୍ରିକେଟ ଛାଡ଼ି ପରିବାରକୁ ସାହାଯ୍ୟ କରିବା ଲାଗି ଗାଁକୁ ଚାଲି ଯାଇଥିଲେ। ସେ ଏବେ ଚାଷକୁ ପେଶା ଭାବେ ଗ୍ରହଣ କରି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଞ୍ଜାବ ପାଇଁ ଖେଳିବେ ଦକ୍ଷିଣ ଆଫ୍ରିକୀୟ ଷ୍ଟାର ବ୍ୟାଟ୍ସମ୍ୟାନ

ଦୁବାଇ,୧୧।୯: ଇଂଲଣ୍ଡ ଷ୍ଟାର ବ୍ୟାଟ୍ସମ୍ୟାନ ଦାଓ୍ବିଦ ମଲାନ ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍‌ରେ ଖେଳିବେ ନାହିଁ। ଏ ନେଇ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପକ୍ଷରୁ...

ପାକିସ୍ତାନ ଏକ ଶକ୍ତିଶାଳୀ ଦଳ : କୋହଲି

ଦୁବାଇ,୨୩।୧୦: ଭାରତୀୟ ଅଧିନାୟକ ବିରାଟ କୋହଲି ଶନିବାର ପାକିସ୍ତାନକୁ ଏକ ଶକ୍ତିଶାଳୀ ଦଳ ବୋଲି କହିଛନ୍ତି। ଟି୨୦ ଓ ଦିନିକିଆ ବିଶ୍ୱକପ୍‌ରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଦଳ...

କ୍ରିକେଟ୍‌ ଅଷ୍ଟ୍ରେଲିଆ କେନ୍ଦ୍ରୀୟ ଚୁକ୍ତିରେ ଲାବୁସେନ୍‌, ବନର୍‌ସ

ମେଲବୋର୍ନ,୩୦।୪(ପି.ଟି.): କ୍ରିକେଟ ଅଷ୍ଟ୍ରେଲିଆ ଗୁରବାର ତା’ର ୨୦ ଜଣିଆ ବାର୍ଷିକ ଖେଳାଳି ଚୁକ୍ତି ତାଲିକା ଘୋଷଣା କରିଛି। ବରିଷ୍ଠ ବ୍ୟାଟ୍ସମ୍ୟାନ ଉସ୍‌ମାନ ଖ୍ବାଜା ଓ ଶନ୍‌...

‘ବିରାଟ-ଅନୁଷ୍କାଙ୍କ ସନ୍ତାନ ଭବିଷ୍ୟତରେ ଅଷ୍ଟ୍ରେଲିଆ ପାଇଁ ଖେଳୁ’

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ଜାନୁଆରୀରେ ତପ୍ରଥମ ସନ୍ତାନ...

କେନର୍‌ସ କପ୍‌ ଚେସ୍‌: ହମ୍ପି ଚାମ୍ପିୟନ: ୨ ନମ୍ବର ସ୍ଥାନକୁ ଉଠିଲେ

ସେଣ୍ଟ ଲୁଇସ୍‌, ୧୭।୨(ପି.ଟି.): ଓ୍ବାଲର୍‌ଡ ରାପିଡ୍‌ ଚେସ୍‌ ଚାମ୍ପିୟନ କୋନେରୁ ହମ୍ପି ଆଉ ଏକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛନ୍ତି। ଆମେରିକାର ସେଣ୍ଟ ଲୁଇସ୍‌ରେ ଅନୁଷ୍ଠିତ...

ମହାନ ଅଷ୍ଟ୍ରେଲିଆନ୍‌ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ମ୍ୟାକ୍ସଓ୍ବେଲ୍‌

ଦୁବାଇ,୨୯।୯: ଗ୍ଲେନ ମ୍ୟାକ୍ସେଓଲ୍ଲ୍‌ ବୁଧବାର ରାଜସ୍ଥାନ ରାୟାଲ୍ସ ବିପକ୍ଷରେ ୫୦ ରନ୍‌ର ବିସ୍ଫୋରକ ପାଳି ଖେଳିଛନ୍ତି। ଏହି ଅବସରରେ ସେ ଟି୨୦ କ୍ରିକେଟରେ ପୂରଣ କରିଛନ୍ତି...

ଜାତୀୟ ସିନିୟର ଚୟନ କମିଟିରେ ଦେବାଶିଷ ମହାନ୍ତି

ଅହମ୍ମଦାବାଦ, ୨୪ା୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର କ୍ରିକେଟ ଉପଦେଷ୍ଟା କମିଟି ଗୁରୁବାର ଭାରତର ପୂର୍ବତନ ପେସ୍‌ ବୋଲର ଚେତନ ଶର୍ମାଙ୍କୁ ଜାତୀୟ ସିନିୟର...

ଲଜ୍ଜାଜନକ ରେକର୍ଡ ହାସଲ କଲା ଇଂଲଣ୍ଡ: ୧୪୪ ବର୍ଷ ଟେଷ୍ଟ ଇତିହାସରେ ଦ୍ୱିତୀୟଥର ଘଟିଲା ଏମିତି

ମେଲବୋର୍ନ,୨୮।୧୨: ଆଶେସ ସିରିଜର ତୃତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ଦଳ ଇଂଲଣ୍ଡକୁ ଏକ ଇନିଂସ ଏବଂ ୧୪ ରନ୍‌ରେ ପରାସ୍ତ କରିଛି । ଜୋ...

Advertisement
Archives

Model This Week