ଦହି ସହିତ ଏସବୁ ଖାଉଛନ୍ତି କି, ହୋଇଯାଆନ୍ତୁ ସାବଧାନ…

ଦହି ବିଭିନ୍ନ ପୋଷକ ତତ୍ତ୍ୱରେ ଭରପୁର। ତେବେ ଏହା ସହିତ କେତେକ ଖାଦ୍ୟ ଏକାଠି ନ ଖାଇବାକୁ ଚିକିତ୍ସକ ବାରଣ କରିଥାନ୍ତି। ଦହି ସହିତ ଖଟା ଫଳ ନ ଖାଇବାକୁ କୁହାଯାଇଥାଏ। ଦହିରେ ଥିବା ଲାକ୍ଟିକ୍‌ ଏସିଡ୍‌ ସହିତ ଖଟା ଫଳର ଏଞ୍ଜାଇମ୍‌ ବିପରୀତ ପ୍ରତିକ୍ରିୟା ସୃଷ୍ଟି କରିବାର ଆଶଙ୍କା ରହିଥାଏ। ଏହାଦ୍ୱାରା ପାଚନ କ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଦହି ସହିତ ଆମ୍ବ ଖାଇବା ଉଚିତ ନୁହେଁ। ଆମ୍ବ ଶରୀରକୁ ଗରମ କରୁଥିବାବେଳେ ଦହି ଥଣ୍ଡା କରିଥାଏ। ତେଣୁ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଦହି ସହିତ ବିରିରୁ ପ୍ରସ୍ତୁତ କୌଣସି ଖାଦ୍ୟ ନ ଖାଇବା ଭଲ। ବିରି ଗ୍ୟାସ୍‌ ସୃଷ୍ଟି କରୁଥିବାବେଳେ ଦହି ସହିତ ମିଶିବା ଦ୍ୱାରା ପେଟ ଫାମ୍ପି ହେବାର ଆଶଙ୍କା ରହିଥାଏ। ସେହିପରି ଦହି ସହିତ ଚିକେନ୍‌, ଖଜୁରୀ, ତେଲରେ ଛଣା ଅବା ଭଜା ହୋଇଥିବା ଖାଦ୍ୟ ଖାଇଲେ ଏସିଡ଼ିଟି ହୋଇଥାଏ। ଦହି ସହିତ କଦଳୀ ଖାଇଲେ ପାଚନ କ୍ରିୟା ଧୀମା ହୋଇଯାଇଥାଏ। ତେଣୁ ଏହାକୁ ଦହି ସହିତ ନ ଖାଇବାକୁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଲିଆ ଖାଆନ୍ତୁ, ହୃତ୍‌ପିଣ୍ଡକୁ ସୁସ୍ଥ ରଖନ୍ତୁୁ

ଦିିନର ଆରମ୍ଭ ଯଦି ଗୋଟିଏ ଗିନା ଦଲିଆରୁ ଆରମ୍ଭ ହୁଏ, ତେବେ ହୃତ୍‌ପିଣ୍ଡ ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ। ବ୍ରିଟେନ୍‌ ସ୍ଥିତ ନ୍ୟୁ କ୍ୟାସଲ୍‌ ୟୁନିଭର୍ସିଟିରେ ହୋଇଥିବା...

ଶିଙ୍ଗ କାରିଗରି

ଓଡ଼ିଶାର ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ ଓ କଳା କାରିଗରି କୌଣସି ଗୋଟିଏ ଗାଁରେ ସୀମିତ ନୁହେଁ। ବିଭିନ୍ନ ସ୍ଥାନର ସ୍ବତନ୍ତ୍ରତା ବେଶ୍‌ ବାରିହୋଇପଡ଼େ। ଏଥିପାଇଁ ସେହି...

କହିବା ଆଗରୁ…

କହିବାର କଳା ତ ପ୍ରାୟ ସମସ୍ତେ ଜାଣନ୍ତି କିନ୍ତୁ ନ କହିବା ବି ଏକ ସୁନ୍ଦର କଳା ଏକଥାକୁ ହୁଏତ କେତେଜଣ ଜାଣନ୍ତି। ଆଉ ଥରେ...

ଆକର୍ଷଣୀୟ ଇଣ୍ଟେରିୟର

ବଖରାଗୁଡ଼ିକ ଛୋଟ ଥିଲେ ହାଲୁକା ରଙ୍ଗ ଦିଅନ୍ତୁ ନାହିଁ, ଗାଢ଼ ରଙ୍ଗ କରନ୍ତୁ। ଏହିଭଳିଭାବେ ଘର ଭିତରର ଲୁକ୍‌ ଅଧିକ କ୍ରେଜି ଏବଂ କୋକୁନି ଲୁକ୍‌...

ସମସ୍ତଙ୍କ ପାଇଁ ଶୁଭ ନୁହେଁ ତୁଳସୀ? ଘରେ ଥିଲେ ଏସବୁ ଜିନିଷ ପ୍ରତି ନିଶ୍ଚିତ ଭାବେ ଦିଅନ୍ତୁ ଧ୍ୟାନ…

ଅଧିକାଂଶ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ତୁଳସୀ ରହିଥାଏ। ତୁଳସୀକୁ ଭଗବାନ କୃଷ୍ଣ ଅଧିକ ପସନ୍ଦ କରନ୍ତି। କିଛି ଲୋକ ସନ୍ଧ୍ୟାରେ ତୁଳସୀ ମୂଳରେ ଦୀପ ଜଳାନ୍ତି।...

ରେନି ସିଜନରେ ଡ୍ରେସ୍‌

ବର୍ଷା ଋତୁ ଆରମ୍ଭ ହୋଇଗଲାଣି। ଏଥିରେ ଯଦି ଆପଣ କୌଣସି ଡ୍ରେସ୍‌ ପିନ୍ଧୁଛନ୍ତି ଦେଖିଚାହିଁ ପିନ୍ଧିବାକୁ ପଡ଼ିଥାଏ। କାରଣ ଏହି ସିଜନ୍‌ରେ ଯଦି ଡ୍ରେସ୍‌ ଓଦା...

ତକିଆ କିଣିବା ବେଳେ ଏସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ

ନିଦ ନ ଆସିବାର ବହୁ କାରଣ ହୋଇପାରେ। ପ୍ରାୟ ସମୟରେ କୌଣସି ବନ୍ଧୁବାନ୍ଧବଙ୍କ ଘରକୁ ବା ବାହାରକୁ ଗଲେ କିଛି ଲୋକଙ୍କୁ ସୁଖଦ ନିଦ୍ରା ହୋଇ...

ମଙ୍ଗଳରେ ହେଲିକପ୍ଟର

ମଙ୍ଗଳ ହେଉଛି ସୂର୍ଯ୍ୟଠାରୁ ଦୂରତା କ୍ରମରେ ସୌରଜଗତର ଚତୁର୍ଥ ଏବଂ ପୃଥିବୀର ଅନ୍ୟତମ ପଡୋଶୀ ଗ୍ରହ। ଅନେକ ବର୍ଷରୁ ଏହାକୁ ନେଇ ପୃଥିବୀବାସୀଙ୍କ ମନରେ ଅହେତୁକ...

Advertisement
Archives

Model This Week