ତିଷ୍ଠି ରହିବାକୁ ସଂଗ୍ରାମ କରୁଛି ସଂସ୍କୃତ ଖବରକାଗଜ ‘ସୁଧର୍ମା’

ମହୀଶୂର: ଦେବ ଭାଷା ସଂସ୍କୃତ। ଏହି ଭାଷାର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ଦେଶରେ ବିଶ୍ୱ ସଂସ୍କୃତ ସପ୍ତାହ ପାଳନ କରାଯାଉଛି। କିନ୍ତୁ ଏବେ ମହୀଶୂରରୁ ପ୍ରକାଶିତ ଏକମାତ୍ର ସଂସ୍କୃତ ଖବରକାଗଜ ‘ସୁଧର୍ମା’ ତିଷ୍ଠି ରହିବା ପାଇଁ ସଂଗ୍ରାମ କରୁଛି। ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ପାଇଁ ବରଦରାଜ ଆୟାଙ୍ଗାରଙ୍କ ଦ୍ୱାରା ଜୁଲାଇ ୧୫ ,୧୯୭୦ରେ ଆରମ୍ଭ କରାଯାଇଥିବା ଏହି ଖବରକାଗଜ ତା’ର ୫୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଅକ୍ଷମ। ବିଭିନ୍ନ ସରକାରୀ ସଂସ୍ଥାକୁ ଏଥିପାଇଁ ସାହାଯ୍ୟ ଚାହିଁଥିଲେ ମଧ୍ୟ ସେହିସବୁ ସଂସ୍ଥା ଆଗ୍ରହ ପ୍ରକାଶ କରୁନାହାନ୍ତି। ଏବେ ଆୟାଙ୍ଗାରଙ୍କ ପୁଅ ସମ୍ପତ୍‌ କୁମାର ଓ ବୋହୂ ଜୟଲକ୍ଷ୍ମୀ ତାହାକୁ ପ୍ରକାଶ କରୁଛନ୍ତି। ଏ-୩ ସାଇଜ୍‌ର ଏହିି କାଗଜର ୩,୦୦୦ ଗ୍ରାହକ ରହିଛନ୍ତି। ବିଭିନ୍ନ ସଂସ୍ଥା ଓ ଲାଇବ୍ରେରି ଏହାକୁ ବେଶି ନେଉଛନ୍ତି। ‘ସୁଧର୍ମା’ର ଇ- ପେପର ପାଠକଙ୍କ ସଂଖ୍ୟା ଏବେ ୧ ଲକ୍ଷ । ଏହି ସଂସ୍କୃତ ଖବରକାଗଜର ମୂଲ୍ୟ ରହିଛି ୧ ଟଙ୍କା ୭୫ ପଇସା।


Enter your email to get our daily news in your inbox.

All Right Reserved By Dharitri.Com

୮ ଦିନ ପୋଲିସ ରିମାଣ୍ଡରେ ରହିବେ ବଲିଉଡ୍‌ ଅଭିନେତ୍ରୀ ପାୟଲ

ନୂଆଦିଲ୍ଲୀ,୧୬।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ବଲିଉଡ୍‌ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଗିରଫ କରାଯାଇ କୋର୍ଟରେ ସୋମବାର...

ବିନା ଅନୁମତିରେ ଧାର୍ମିକ ଶୋଭାଯାତ୍ରା ମନା

ଲକ୍ଷ୍ନୌ,୧୯।୪:ଉତ୍ତରପ୍ରଦେଶର ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟରେ ବିନା ଅନୁମତିରେ କୌଣସି ଶୋଭାଯାତ୍ରା ଏବଂ ଧାର୍ମିକ ଶୋଭାଯାତ୍ରା ଉପରେ ନିଷେଧାଦେଶ ଜାରି...

ଅମ୍ଫନ ପ୍ରଭାବରେ ଆସାମରେ ହୋଇପାରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୨୧।୫: ବାତ୍ୟା ଅମ୍ଫନ ପଶ୍ଚିମବଙ୍ଗରେ ତାଣ୍ଡବ ରଚିବା ପରେ ଏବେ ଏହାର କୌଣସି ପ୍ରତିକୂଳ ପ୍ରଭାବ ପଶ୍ଚିମବଙ୍ଗ ଉପରେ ପଡିବ ନାହିଁ ବୋଲି କହିଛି ଭାରତୀୟ...

ଥାନାରେ ପହଞ୍ଚିଲା ଚପଲ ଚୋରି ମାମଲା

ଭୋପାଳ,୬।୫: ମଧ୍ୟପ୍ରଦେଶ ଉଜ୍ଜେନ ଜିଲାରୁ ଏକ ନିଆରା ମାମଲା ସାମ୍ନାକୁ ଆସିଛି। ସବୁବେଳେ ଲୋକମାନେ ଚୋରି, ମାରପିଟ କିମ୍ବା କୌଣସି ଅପରାଧିକ ମାମଲାକୁ ନେଇ ଥାନାରେ...

ଶାବର ଶ୍ରୀକ୍ଷେତ୍ର

ଶାବର ଶ୍ରୀକ୍ଷେତ୍ର ରୂପେ ପରିଚିତ କୋରାପୁଟ ରଥଯାତ୍ରାର ରହିଛି ବିଶେଷ ସ୍ବତନ୍ତ୍ରତା। ରଥଯାତ୍ରାରେ ବିଭିନ୍ନ ଆଦିବାସୀ ସଂସ୍କୃତିର ମହାମିଳନ ଦେଖିବାକୁ ମିଳେ। ଗ୍ରାମ ମୁଖିଆ ତଥା...

ଫେବୃୟାରୀ ୧୩ରେ ‘ମହିଳା ଘେରା’ ଆନ୍ଦୋଳନ କରିବେ ଅଖିଳେଶ

ଲକ୍ଷ୍ନୌ, ୮।୨: ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ଫେବୃୟାରୀ ୧୩ରେ ଉତ୍ତରପ୍ରଦେଶରେ ‘ମହିଳା ଘେରା’ ଆନ୍ଦୋଳନ କରିବେ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ସେ...

ମିଳିଲା ଗୁପ୍ତଧନ: ୩୦୦ ବର୍ଷ ପୁରୁଣା ୨୧୬ ସ୍ବର୍ଣ୍ଣମୁଦ୍ରା

ପୁଣେ,୧୦।୩: ମହାରାଷ୍ଟ୍ରର ପୁଣେ ଅଞ୍ଚଳରୁ ଗୁପ୍ତଧନର ସନ୍ଧାନ ମିଳିଛି। ଜଣେ ଲୋକ ଏସବୁ ଲୁଚାଇ ରଖିଥଲେ। ସୂଚନା ଆଧାରରେ ପିମ୍ପିରି ଚିନଚ୍ବାଡ୍‌ର କ୍ରାଇମ୍‌ ବ୍ରାଞ୍ଚ୍‌ ୟୁନିଟ୍‌...

ପିତାଙ୍କ ଆଫେୟାର୍ସକୁ ନେଇ ଇନ୍ଦିରାଙ୍କୁ ଅଭିଯୋଗ କରୁଥିଲେ ଏହି ରାଜନେତାଙ୍କ ପୁଅ !

ନୂଆଦିଲ୍ଲୀ,୨୮।୬: ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପନେ ପକାଇଛନ୍ତି। ଦେଶରେ ଆର୍ଥିକ ସୁଧାର କଥା ଆସିଲେ...

Advertisement
Archives

Model This Week