ତିଷ୍ଠି ରହିବାକୁ ସଂଗ୍ରାମ କରୁଛି ସଂସ୍କୃତ ଖବରକାଗଜ ‘ସୁଧର୍ମା’

ମହୀଶୂର: ଦେବ ଭାଷା ସଂସ୍କୃତ। ଏହି ଭାଷାର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ଦେଶରେ ବିଶ୍ୱ ସଂସ୍କୃତ ସପ୍ତାହ ପାଳନ କରାଯାଉଛି। କିନ୍ତୁ ଏବେ ମହୀଶୂରରୁ ପ୍ରକାଶିତ ଏକମାତ୍ର ସଂସ୍କୃତ ଖବରକାଗଜ ‘ସୁଧର୍ମା’ ତିଷ୍ଠି ରହିବା ପାଇଁ ସଂଗ୍ରାମ କରୁଛି। ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ପାଇଁ ବରଦରାଜ ଆୟାଙ୍ଗାରଙ୍କ ଦ୍ୱାରା ଜୁଲାଇ ୧୫ ,୧୯୭୦ରେ ଆରମ୍ଭ କରାଯାଇଥିବା ଏହି ଖବରକାଗଜ ତା’ର ୫୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଅକ୍ଷମ। ବିଭିନ୍ନ ସରକାରୀ ସଂସ୍ଥାକୁ ଏଥିପାଇଁ ସାହାଯ୍ୟ ଚାହିଁଥିଲେ ମଧ୍ୟ ସେହିସବୁ ସଂସ୍ଥା ଆଗ୍ରହ ପ୍ରକାଶ କରୁନାହାନ୍ତି। ଏବେ ଆୟାଙ୍ଗାରଙ୍କ ପୁଅ ସମ୍ପତ୍‌ କୁମାର ଓ ବୋହୂ ଜୟଲକ୍ଷ୍ମୀ ତାହାକୁ ପ୍ରକାଶ କରୁଛନ୍ତି। ଏ-୩ ସାଇଜ୍‌ର ଏହିି କାଗଜର ୩,୦୦୦ ଗ୍ରାହକ ରହିଛନ୍ତି। ବିଭିନ୍ନ ସଂସ୍ଥା ଓ ଲାଇବ୍ରେରି ଏହାକୁ ବେଶି ନେଉଛନ୍ତି। ‘ସୁଧର୍ମା’ର ଇ- ପେପର ପାଠକଙ୍କ ସଂଖ୍ୟା ଏବେ ୧ ଲକ୍ଷ । ଏହି ସଂସ୍କୃତ ଖବରକାଗଜର ମୂଲ୍ୟ ରହିଛି ୧ ଟଙ୍କା ୭୫ ପଇସା।


Enter your email to get our daily news in your inbox.

All Right Reserved By Dharitri.Com

ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଚାଙ୍ଗୁ ବଜାଇ ପ୍ରଚାର କରୁଛନ୍ତି ଛେଦୁ…

ସିରାଥୁ, ୧୬।୨ : ଉତ୍ତରପ୍ରଦେଶର କୌଶମ୍ଭିର ହଟ୍‌ ବିଧାନସଭା ଆସନ ଭାବେ ସିରାଥୁକୁ ବିବେଚନା କରାଯାଉଛି। ଏଠାରୁ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ନିର୍ବାଚନ ଲଢୁଛନ୍ତି।...

ଶାକାହାରୀ କୁକୁର, ବାଡ଼ିବଗିଚାରୁ ସିଧା ତୋଳି ଖାଏ ଫଳମୂଳ

ସାଧାରଣତଃ କୁକୁରମାନେ ଆମିଷପ୍ରିୟ। ମାତ୍ର ସୋସିଆଲ ମିଡିଆରେ ଏକ କୁକୁରର ଫଟୋ ଭାଇରାଲ ହେଉଛି, ଯିଏ କି ପୂରା ଶାକାହାରୀ। କୁକୁରଟି କେବଳ ଫଳ ଏବଂ...

ଯଦି ପ୍ରମାଣ ଅଛି କୋର୍ଟ ଯାଅ: ଅମିତ ଶାହା

ନୂଆଦିଲ୍ଲୀ,୧୪।୧: ଆଦାନୀ ହିଣ୍ଡେନବର୍ଗ ଏପିସୋଡକୁ ନେଇ ବିରୋଧୀଙ୍କ ଅଭିଯୋଗ ଉପରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ସରକାର କିମ୍ବା ଭାଜପାର...

ଟି.ଏନ୍‌. ଶେଷାନଙ୍କ ପରଲୋକ

ନୂଆଦିଲ୍ଲୀ, ୧୧ା୧୧(ପି.ଟି.): ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣି ଚର୍ଚ୍ଚିତ ହୋଇଥିବା ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ତିରୁନେଲାଇ ନାରାୟଣ ଆୟର ଶେଷାନ (ଟି.ଏନ୍‌....

୧୯୮୪ ଶିଖ୍‌ବିରୋଧୀ ଦଙ୍ଗା ମାମଲା : ଟାଇଟଲରଙ୍କ ସ୍ବର ନମୁନା ସଂଗ୍ରହ କଲା ସିବିଆଇ

ନୂଆଦିଲ୍ଲୀ , ୧୧ା୪: ୧୯୮୪ରେ ଦିଲ୍ଲୀ ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ସିବିଆଇ ମଙ୍ଗଳବାର କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ସ୍ବର ନମୁନା ସଂଗ୍ରହ କରିଛି।...

ବିଧାନସଭାରେ ଭାଜପା-ସିପିଆଇ ବିଧାୟକ ମୁହାଁମୁହିଁ,ସ୍ଥିତି ସମ୍ଭାଳିଲେ ମାର୍ଶଲ…

ପାଟନା,୧୪।୩ : ମଙ୍ଗଳବାର ଦିନ ବିହାର ବିଧାନସଭାରେ ପ୍ରଶ୍ନ କାଳ ସମୟରେ ଭାଜପା ଏବଂ ସିପିଆଇ (ଏମଏଲ) ବିଧାୟକଙ୍କ ମଧ୍ୟରେ ଝଗଡା ହୋଇଥିଲା। ଉଭୟ ପକ୍ଷରୁ...

ଶୋଇବା ସମୟରେ ମୋବାଇଲ ଚାର୍ଜ କରୁଥିଲେ ରୁହନ୍ତୁ ସତର୍କ, ନଚେତ୍‌…

ଆଜିର ସମୟରେ ମୋବାଇଲ ମାନବ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି। କାହା ହାତରେ କିଛି ଥାଉ ନ ଥାଉ ସ୍ମାର୍ଟ ଫୋନ ସମସ୍ତଙ୍କ ପାଖରେ...

ବହିବସ୍ତାନୀ ସହ ପିଲାଙ୍କ ହାତରେ ଧନୁତୀର: ଜାଣନ୍ତୁ କାହିଁକି

ଝାଡ଼ଖଣ୍ଡର ନକ୍ସଲ୍‌ ପ୍ରଭାବିତ ଅଞ୍ଚଳ ଚାକୁଲିଆର ପୋଛପାନୀ ଗାଁରେ ଏବେ ଏହି ଅଦ୍ଭୁତ ଘଟଣା ଦେଖିବାକୁ ମିଳୁଛି। ନକ୍ସଲ୍‌ ଦାଉରୁ ରକ୍ଷା ପାଇବାକୁ ଏଠାକାର ସ୍କୁଲ୍‌...

Advertisement
Archives

Model This Week