ତିଆରି ହେଲା କୃତ୍ରିମ ରକ୍ତ: ସମସ୍ତ ବ୍ଲଡ୍‌ ଗ୍ରୁପ୍‌ର ବ୍ୟକ୍ତିଙ୍କୁ ଦିଆଯାଇ ପାରିବ

ଟୋକିଓ,୨।୧୦: ବୈଜ୍ଞାନିକମାନେ କୃତ୍ରିମ ରକ୍ତ ତିଆରି କରିବାକୁ ସକ୍ଷମ ହୋଇଛନ୍ତି। ଜାପାନର ଟୋକୋରଜାଓ୍ବାସ୍ଥିତ ନ୍ୟାସନାଲ୍‌ ଡିଫେନ୍ସ୍‌ ମେଡିକାଲ କଲେଜର ବୈଜ୍ଞାନିକମାନେ ଗବେଷଣାଗାରରେ ଏଭଳି ରକ୍ତ ତିଆରି କରିଥିବା ଦାବି କରିଛନ୍ତି। ଏହାକୁ ସମସ୍ତ ବ୍ଲଡ୍‌ ଗ୍ରୁପ୍‌ର ବ୍ୟକ୍ତିଙ୍କୁ ଦିଆଯାଇ ପାରିବ। ଏହି ରକ୍ତକୁ ଏକ ବର୍ଷ ପର୍ଯ୍ୟନ୍ତ ସାମାନ୍ୟ ତାପମାତ୍ରାରେ ସଂରକ୍ଷିତ ରଖିହେବ। ଏହାକୁ ରକ୍ତହୀନତା ଭୋଗୁଥିବା ୧୦ଟି ଠେକୁଆଙ୍କୁ ଦିଆଯାଇଥିଲା। ସେଥିମଧ୍ୟରୁ ୬ଟି ଠେକୁଆଙ୍କ କ୍ଷେତ୍ରରେ ଏହା ବେଶ୍‌ ସଫଳ ରହିଥିଲା। ଠେକୁଆଙ୍କୁ ଅସଲି ରକ୍ତ ଦିଆଯାଇଥିଲେ ମଧ୍ୟ ଫଳାଫଳ ସ୍ଥିତି କୃତ୍ରିମ ରକ୍ତ ପରି ହୋଇଥାନ୍ତା ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ମଣିଷଙ୍କ କ୍ଷେତ୍ରରେ ଓ-ନେଗେଟିଭ୍‌ ରକ୍ତ ଭଳି ଅନ୍ୟ କେତେକ ବିରଳ ବ୍ଲଡ୍‌ ଗ୍ରୁପ୍‌ ରୋଗୀଙ୍କୁ ଏହି ରକ୍ତ ସହଜରେ ଦିଆଯାଇପାରିବ। ଏବେ ରକ୍ତର ଅଭାବ ଯୋଗୁ ପୃଥିବୀରେ କାହାର ଆଉ ମୃତ୍ୟୁ ଘଟିବ ନାହିଁ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କ ନିକଟରେ ଅଜଣା ରୋଗ ବଢାଇଲାଣି ଚିନ୍ତା

ଜେନେଭା,୩ ।୫: ସାରା ବିଶ୍ୱରେ ୨୦ରୁ ଅଧିକ ଦେଶରେ ୨୦୦ରୁ ଊର୍ଦ୍ଧ୍ୱ ଶିଶୁ ଲିଭର ସମସ୍ୟାରେ ପୀଡିତ ହେବା ଚିନ୍ତାର କାରଣ ପାଲଟି ଯାଇଛି ।...

୩ ହଜାର ଆମେରିକାବାସୀ ରୁଷିଆ ବିରୋଧରେ ଉଠାଇବେ ବନ୍ଧୁକ…

କ୍ୱିଭ୍‌, ୬।୩ : ୟୁକ୍ରେନ ଉପରେ ରୁଷିଆ ଆକ୍ରମଣକୁ ଇତିମଧ୍ୟରେ ୧୧ ଦିନ ବିତିଛି। ୟୁକ୍ରେନ୍‌ର ଗୋଟିଏ ପରେ ଗୋଟିଏ ସହର ରୁଷିଆ ସୈନ୍ୟ ଦଖଲ...

ଇମ୍ରାନ୍‌ଙ୍କ ଧମକ, ପଦରୁ ହଟାଇଲେ ହେବି ଭୟଙ୍କର…

ଇସଲାମାବାଦ୍‌, ୨୪।୧ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ବିରୋଧି ଦଳମାନଙ୍କୁ ଧମକ ଦେଇଛନ୍ତି ଯେ ଯଦି ସେ ଇସ୍ତଫା ଦେବାକୁ ବାଧ୍ୟ ହୁଅନ୍ତି ତେବେ...

କ୍ଷମା ମାଗିଲେ ଜାକିର ନାଏକ

କୁଆଲାଲମ୍ପୁର,୨୧ା୮: ମାଲେସିଆରେ ରହୁଥିବା ବିବାଦୀୟ ଭାରତୀୟ ଇସ୍‌ଲାମ ଧର୍ମ ପ୍ରଚାରକ ଜାକିର ନାଏକ ତାଙ୍କର ବର୍ଣ୍ଣବୈଷମ୍ୟ ମନ୍ତବ୍ୟ ପାଇଁ ମଙ୍ଗଳବାର କ୍ଷମା ମାଗିଛନ୍ତି। ତେବେ ସେ...

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୫ା୭(ଏଏଫ୍‌ପି): ଇଣ୍ଡୋନେସିଆର ପୂର୍ବଭାଗ ମାଲୁକୁ ଦ୍ୱୀପରେ ରବିବାର ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୩ ଥିଲା। ଭୟରେ ଲୋକମାନେ...

ଚାଇନାକୁ ସର୍ତ୍ତମୂଳକ ସହାୟତା ପାଇଁ ତାଇଓ୍ବାନ ରାଜି…

ତାଇପେ,୧।୧ : ଚାଇନାରେ କୋରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ଚାଇନାରେ ପ୍ରତିଦିନ ୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ରାଷ୍ଟ୍ରପତି...

ଆମେରିକାରେ ମଣିଷଠାରୁ ଗୃହପାଳିତ ପ୍ରାଣୀଙ୍କୁ ବ୍ୟାପିଲା କରୋନା: ୨ ବିଲେଇ ପଜିଟିଭ୍‌

ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି...

କରୋନା ଆତଙ୍କ: ଭାରତୀୟଙ୍କ ସ୍କ୍ରିନିଂ ପାଇଁ ମ୍ୟାନମାର୍‌ ସୀମାରେ ଲାଗିଲା ଇନଫ୍ରାରେଡ୍‌ ଥର୍ମୋମିଟର

ଇମ୍ଫାଲ୍‌/ନାପିତ୍ୱ,୨୮।୧: ଏବେ କରୋନା ଭୁତାଣୁ ସଂକ୍ରମଣ ନେଇ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଆତଙ୍କ ଦେଖାଦେଇଛି। ଏହାକୁ ନେଇ ଭିନ୍ନ ଭିନ୍ନ ରାଷ୍ଟ୍ର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼...

Advertisement
Archives

Model This Week