ତାଲିବାନ ଭୟ: ଗୀତ ଗାଇବା ଛାଡ଼ି ପରିବା ବିକୁଛନ୍ତି ଏହି ଲୋକପ୍ରିୟ ଗାୟକ

ବମ୍ବେ: ଆଫଗାନିସ୍ତାନକୁ ତାଲିବାନ ନିଜ ନିୟନ୍ତ୍ରଣକୁ ନେବା ପରେ ସେଠାରେ ପରିସ୍ଥିତି ଭୟଙ୍କର ରହିଛି। ଲୋକମାନେ ଜୀବନ ତଥା ଜୀବିକାକୁ ନେଇ ସଂଘର୍ଷ କରୁଛନ୍ତି। ଏହାଛଡ଼ା ଦେଶର ବଡ଼ ବଡ଼ ଷ୍ଟାରମାନଙ୍କ ପରିସ୍ଥିତି ମଧ୍ୟ ଶୋଚନୀୟ ହୋଇଛି। ନିକଟରେ ଲୋକପ୍ରିୟ ପପ୍‌ଷ୍ଟାର ଆର଼୍ୟାନା ସଇଦ ଦେଶ ଛାଡ଼ି ଦୋହା ପହଞ୍ଚିଥିବା ଜଣାପଡ଼ିଥିଲା। ଏବେ ତାଲିବାନ ଭୟରେ ଲୋକପ୍ରିୟ ଗାୟକ ହବିବୁଲ୍ଲାହ ଶାବାବ ଗୀତ ଗାଇବା ଛାଡ଼ି ଦେଇଛନ୍ତି। ସେ ଏବେ ପରିବା ବିକ୍ରି କରୁଛନ୍ତି।

ଶାବାବ ଏତେ ଭୟଭୀତ ହୋଇଛନ୍ତି ଯେ ସେ ଆଉ ଗାଇବାକୁ ଚାହୁଁନାହାନ୍ତି। କେବଳ ସେ ନିଜର ଛୋଟିଆ ବ୍ୟବସାୟ ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ଚାହୁଁଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଆଗାମୀ ଦିନରେ ଏଠାରେ ସଙ୍ଗୀତ ବ୍ୟବସାୟ ପୁରା ଠପ୍‌ ହୋଇଯିବ। ଏଣୁ ନିଜ ଗୁଜରାଣ ମେଣ୍ଟାଇବା ପାଇଁ କିଛି ତ କରିବାକୁ ହେବ। ଦେଶରୁ ସମସ୍ତ କଳାକାର ପଳାୟନ କରିଛନ୍ତି। ସେମାନେ ନିଜର ସ୍ଥିତି ବଦଳରେ ଶାନ୍ତିରେ ବଞ୍ଚିବାକୁ ଚାହୁଁଥିବା ଶାବାବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଲିଆଙ୍କ ହାତରେ ଲାଗିଲା ରଣବୀରଙ୍କ ମେହେନ୍ଦୀ

ମୁମ୍ବାଇ: ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହ ପୂର୍ବର କାର୍ଯ୍ୟ ଆରମ୍ଭ ହୋଇଛି। ଅଭିନେତ୍ରୀଙ୍କ ହାତରେ ରଣବୀର କପୁରଙ୍କ ନାମରେ ମେହେନ୍ଦୀ...

ଦିଶାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ ନାୟିକା ଦିଶା ପାଟନି ୨୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ବଲିଉଡ୍‌ ନାୟକ ଟାଇଗର ଶ୍ରଫ ତାଙ୍କ ଗର୍ଲ ଫ୍ରେଣ୍ଡକୁ...

ଫେରୁଛନ୍ତି ସଲମାନଙ୍କ ‘ମାୟା’

ମୁମ୍ବାଇ: ସୁପରଷ୍ଟାର ଆମିର ଖାଁଙ୍କ ଝିଅ ଇରା ଖାଁ ଏବେ ଏବେ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏକ ନାଟକର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ଏହି...

‘ବେଲ୍‌ ବଟମ୍‌’ରେ ଅକ୍ଷୟଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତ୍ରୀ

ବମ୍ବେ: ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କ ସହ କାମ କରିବାକୁ କିଏ ବା ନ ଚାହାନ୍ତି। ଏବେ ଅଭିନେତ୍ରୀ ବାଣୀ କପୁରଙ୍କୁ ନାୟିକା ହେବାର ସୁଯୋଗ...

ଜୁଲିଏଟ୍‌ ପାଇଁ ଜୀବନ ଦେଇଥିବା ରୋମିଓ ନୁହନ୍ତି ଏହି ଅଭିନେତା

ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ରାଧେଶ୍ୟାମ’ର ଟିଜର ରିଲିଜ୍‌ ହୋଇଛି। ଭାଲେଣ୍ଟାଇନ୍ସ ଡେ’ରେ ପ୍ରଭାସ ପ୍ରଶଂସକଙ୍କୁ ଏହି ଉପହାର ଦେଇଛନ୍ତି। #ଭାଲେଣ୍ଟାଇନ୍ସୱିଥଆର୍‌ଏସ୍‌ ହ୍ୟାସଟ୍ୟାଗ ଟିଜର ରିଲିଜ୍‌...

ଚିନ୍ତାରେ ଆଲିଆ

ବଲିଉଡ ଅଭିନେତା ରଣବୀର କପୁରଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭନସାଲୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି।...

ସଲମାନଙ୍କ ସହ ଥିବା ଏହି ଯୁବକ ଜଣଙ୍କ ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଭାଇଜାନ ସଲମାନ ଖାନ୍‌ ଆଜିକାଲି ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଛନ୍ତି। ପ୍ରତିଦିନ କିଛି ନା କିଛି ଫଟୋ କିମ୍ବା ଭିଡିଓ ସେ ପୋଷ୍ଟ...

୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବିଚାରକ ମଣ୍ଡଳୀରେ ଦୀପିକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପ୍ରଶଂସକ ପାଇଁ ଏକ ଖୁସି ଖବର। ୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସ୍ବତନ୍ତ୍ର ଓ ବହୁ ଚମତ୍କାର ବିଚାରକ...

Advertisement
Archives

Model This Week