ତରୁଣ/ତରୁଣୀ ହେବା ପୂର୍ବରୁ ପିଲାଙ୍କୁ ଏସବୁ କାମ ଶିଖାନ୍ତୁ: ରହିବେ ନିର୍ଭୟ

ପିଲାଟିଏ ସ୍କୁଲରେ ପାଠପଢ଼ି ପାରେ। ମାତ୍ର କଥା ଯେତେବେଳେ ଜୀବନର ଉଠେ ତାହା ବିଦ୍ୟାଳୟ ନୁହେଁ ବରଂ ମା’ବାପା ଏହା ଭଲ ଭାବେ ଶିଖାଇପାରିବେ। ତେବେ ପିଲାଙ୍କ ଏକ ସୁନ୍ଦର ଭବିଷ୍ୟତ ଯଥା ସେମାନଙ୍କୁ ସାରା ଜୀବନ ଖୁସିରେ ରଖିବା ପାଇଁ ତରୁଣ (ଟିନ୍‌) ବୟସ ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ଶିଖାନ୍ତୁ। ଯାହା ଆପଣଙ୍କୁ ପରବର୍ତ୍ତୀ ସମୟରେ ନିର୍ଭୟ ରଖିବ।

କେଶ ସଫା କରିବା: ପିଲାଙ୍କୁ ୧୩ ବର୍ଷ ପୂର୍ବରୁ ସଫା ରହିବା ଶିଖାନ୍ତୁ। ଅଧିକାଂଶ ମା’ ଅଛନ୍ତି ଯେଉଁମାନେ ସେମାନଙ୍କ ପିଲାଙ୍କୁ କେଶ ଧୋଇବା ବା ଏକା କୌଣସି କାମ କରିବାକୁ ଦେଇ ନ ଥାନ୍ତି। ତେବେ ଆପଣଙ୍କ ପିଲାଙ୍କ ଭଲ ପାଇଁ ସେମାନଙ୍କୁ ଏହି ସବୁ କଥା ଶିଖାଇବା ନିହାତି ଜରୁରୀ ହୋଇଥାଏ।

କପଡ଼ା ସଫା: ପିଲାଙ୍କୁ କପଡ଼ା ସଫାକରିବା ସିଖାନ୍ତୁ। ଆପଣ ଉପସ୍ଥିତ ରହି କେତେ ଡିଟର୍ଜେଣ୍ଟ ପାଉଡର ପକାଇବେ, କିପରି ଦାଗ ଛଡ଼ାଇବେ ଶିଖାନ୍ତୁ।

ଡାଏରି ମେଣ୍ଟେନ୍‌: ପିଲାଙ୍କୁ ଡାଏରି ଲେଖିବା ଶିଖାନ୍ତୁ। କାରଣ ଏହା ଫଳରେ ସେମାନେ ପରିବାର ସହ ଭାବାତ୍ମକ ଭାବେ ଯୋଡି ହୋଇପାରିବେ।

ଜଳଖିଆ ପ୍ରସ୍ତୁତି: ନିଜ ପିଲାଙ୍କୁ ଖାଦ୍ୟର ମୂଲ୍ୟ ଓ ରୋଷେଇ ଘରେ ରହି କାମ କରୁଥିବା ଲୋକର କଷ୍ଟ ଅନୁଭବ କରିବା ପାଇଁ ଖାଦ୍ୟ ପ୍ରସ୍ତୁତି କରିବା ଶିଖାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟିଓପୋରୋସିସ୍‌ରୁ ମୁକ୍ତି ଦେବ ସୁପୋଷଣ

ବୟସ ବଢ଼ିବା ସହିତ ଶରୀରରେ ହାଡ଼ ଦୁର୍ବଳ ହେବାକୁ ଲାଗିଥାଏ। ଅଧିକାଂଶଙ୍କ ଠାରେ ଧୀରେ ଧୀରେ ଅଷ୍ଟିଓପୋରୋସିସ୍‌ ସମସ୍ୟା ଦେଖାଦେଇଥାଏ। ପ୍ରତି ୩ ଜଣରେ ଜଣେ...

ଆୟୁର୍ବେଦିକ୍‌ ହର୍ବାଲ୍‌ ଟି

ଆବଶ୍ୟକ ସାମଗ୍ରୀ- ପାଣି, ଅଁଳା ଗୁଣ୍ଡ, ଅଦା, ପୁଦିନା ପତ୍ର, ଆବଶ୍ୟକ ଅନୁସାରେ ଲୁଣ। ପ୍ରସ୍ତୁତି ପ୍ରଣାଳୀ- ଅଁଳା ଚା ତିଆରି କରିବା ପାଇଁ ଏକ...

ଦାନ୍ତମୂଳ ବିନ୍ଧୁଥିଲେ…

ଦାନ୍ତମୂଳ ବିନ୍ଧିବାରୁ ଉପଶମ ପାଇବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ଏହାର କେତୋଟି ଘରୋଇ ଉପଚାର ରହିଛି। ପ୍ରଥମ କଥା ହେଲା, ଯଦି ଏହି...

ପୁରୁଣା ଜିନିଷ ନୂଆ ରୂପ

ଛୋଟ ହେଉ କିମ୍ବା ବଡ଼, ଏଠାରେ ପ୍ରତି ସାମଗ୍ରୀରେ ଝଲସୁଛି କାରିଗରଙ୍କ ହସ୍ତକଳାର ନୈପୁଣ୍ୟତା। ସାଧାରଣ ମଣିଷର କଳ୍ପନା ବାହାରେ ଏମାନେ ସୃଷ୍ଟି କରିଛନ୍ତି ଗୋଟିଏକୁ...

ବେଡ୍‌ ଲାଇଟ୍‌ ବି ବଢ଼ାଏ ମହିଳାଙ୍କଠାରେ ମେଦବହୁଳତା…

କେତେକ ଶୋଇଲାବେଳେ ବେଡ୍‌ ଲାଇଟ୍‌ ଲଗାଇଥାନ୍ତି । ଅଧିକ ଆଲୋକରେ ଶୋଇବାକୁ ଭଲ ପାଉଥିବା ଲୋକେ ଏପରି କରିନ୍ତି। ତେବେ ବେଡ୍‌ଲାଇଟ୍‌ ଜଳାଇ ଶୋଇବା ଦ୍ୱାରା...

ଅଣ୍ଟାବିନ୍ଧାର ଘରୋଇ ଉପଚାର

ଅଣ୍ଟା ବିନ୍ଧିବା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ଏହାର ଲକ୍ଷଣ ସମ୍ପର୍କରେ ଅବଗତହେବା ପରେ ତାହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। କାରଣ ପରବର୍ତ୍ତୀ...

ଦାନ୍ତ କରିଥାଏ ଭବିଷ୍ୟବାଣୀ

ସାଧାରଣତଃ ଦାନ୍ତ ଖାଦ୍ୟ ଚୋବାଇବା ପାଇଁ ବ୍ୟବହୃତ ହୋଇଥାଏ। ଏହାର ଉପଯୋଗୀତା କେବଳ ଏତିକି ବୋଲି ଆମେ ଜାଣିଛୁ। କିନ୍ତୁ ଭାରତୀୟ ସମୁଦ୍ର ଶାସ୍ତ୍ର ଅନୁଯାୟୀ,...

ଘରେ ସୁଖ-ସମୃଦ୍ଧି ଆଣିଦିଏ ଚିମୁଟାଏ ଲୁଣ; ଏପରି କରନ୍ତୁ ବ୍ୟବହାର

ଖାଦ୍ୟ ପ୍ରସ୍ତୁତ ବେଳେ ଯେତେ ମସଲା ପକାଇଲେ ବି ଲୁଣ ପକାଇବା ପରେ ତାର ସ୍ବାଦ ଆସିଥାଏ। ଯଦିଓ ଲୁଣକୁ ଖାଦ୍ୟପେୟର ଅଭିନ୍ନ ଅଙ୍ଗ କୁହାଯାଏ,...

Advertisement
Archives

Model This Week