Posted inଜାତୀୟ

ତବଲିଗି ଜମାତର ବିଦେଶୀ ନାଗରିକଙ୍କୁ ୧୦ ବର୍ଷ ପାଇଁ ଭାରତ ମନା

ନୂଆଦିଲ୍ଲୀ,୪।୬: ତବଲିଗି ଜମାତର ଗତିବିଧିରେ ସାମିଲ ଥିବା ୯୬୦ ବିଦେଶୀ ନାଗରିକଙ୍କ ଭାରତ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏମାନେ ୧୦ ବର୍ଷ ପର୍ଯ୍ୟନ୍ତ ଭାରତ ଗସ୍ତ କରିପାରିବେ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ସୂତ୍ରରୁ ଜଣାପଡିଛି ଏମାନଙ୍କୁ ପୂର୍ବରୁ କଳା ତାଲିକାଭୁକ୍ତ କରାଯାଇଥିଲା। ସୂଚନାଯୋଗ୍ୟ, ଦେଶରେ କରୋନା ଭାଇରସ ସଂକ୍ରମଣ ସମୟରେ ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନରେ ତବଲିଗି ଜମାତର ଲୋକେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିଲେ। ଫଳରେ ଏମାନଙ୍କ ମଧ୍ୟରେ ଥିବା କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆଉ କିଛି ଲୋକ କରୋନାରେ ପୀଡ଼ିତ ହୋଇଥିଲେ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ ମାସରେ ତବଲିଗି ଜମାତର ୯୬୦ଜଣ ବିଦେଶୀ ନାଗରିକଙ୍କୁ କଳା ତାଲିକାଭୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରମୁଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର, ୨୧।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦର ୧୬ ଦିନ ପରେ ବାରମୁଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଘଟଣାରେ...

ଭାରତ ମହାସାଗର ଅଞ୍ଚଳରେ ମୋଦିଙ୍କ ଶାନ୍ତି ପ୍ରୟାସ: ଚାଇନାର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ,୯।୬: ଭାରତ ମହାସାଗର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଛନ୍ତି ନୂଟନୀତି। ମୋଦି ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହିତ ସମ୍ପର୍କ ବଢ଼ାଇବାର ଯୋଜନା କରିଛନ୍ତି।...

ଗୁଜରାଟ ମାଡ ହେବା ପୂର୍ବରୁ ଦିଗ ବଦଳାଇଲା ‘ବାୟୁ’: ମୁଖ୍ୟମନ୍ତ୍ରୀ କହିଲେ, ସବୁ ଭଗବାନ କୃଷ୍ଣଙ୍କ କୃପା

ଅହମ୍ମଦାବାଦ, ୧୪।୬:ସାମୁଦ୍ରିକ ବାତ୍ୟା ‘ବାୟୁ’ ଦିଗ ବଳାଇଛି। ଗୁଜରାଟରେ ମାଡ଼ହେବା ପୂର୍ବରୁ ଏହା ପୁଣି ଆରବ ସାଗର ମୁହାଁ ହୋଇଛି। ଭେରେଭାଲ୍‌, ପୋର୍‌ବନ୍ଦର, ଓ ଦ୍ୱାରକା...

ପୁଞ୍ଚ୍‌ରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୧୦।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ବଢ଼ିବାରେ ଲାଗିଛି। ମଙ୍ଗଳବାର ପୁଞ୍ଚ୍‌ ଜିଲାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପାକିସ୍ତାନ...

କଣ୍ଟ୍ରାସେପଶନ ବ୍ୟବହାର କରୁନାହାନ୍ତି ୫୭% ଭାରତୀୟ

ନୂଆଦିଲ୍ଲୀ,୧।୧୨: ବିଶ୍ୱ ଏଡସ ଦିବସ ଅବସରରେ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ୫୭ ପ୍ରତିଶତ ଭାରତୀୟ ଯୌନ ସମ୍ପର୍କ ସମୟରେ...

ରାଜସ୍ଥାନରେ ମାସ୍କ ପିନ୍ଧିବା ହେବ ବାଧ୍ୟତାମୂଳକ

ଜୟପୁର,୨୭ ।୧୦: କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜସ୍ଥାନରେ ଏବେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରିବାକୁ ସରକାର ଚିନ୍ତା କରୁଛନ୍ତି । ଏଥିପାଇଁ ଏକ...

ପଦାରେ ପଡୁଛି ଚାଇନାର ଚାଲାକି

ନୂଆଦିଲ୍ଲୀ,୨୪ ।୧: ଚାଇନା ତା’ର ଚତୁରତା ପାଇଁ ସାରା ବିଶ୍ୱରେ ବେଶ୍ ପରିଚିତ । ଗୋଟିଏ ପଟେ ଭାରତର ସହୃଦୟ ଦେଖି ଚାଇନା ନିଜ ପଡୋଶୀ...

କୌଣସି ବ୍ୟକ୍ତିଙ୍କ ନାମରେ ମିଳିିନି ଭୋଟ: ନୀତୀଶ

ନୂଆଦିଲ୍ଲୀ, ୧ା୬ : କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡ଼ିୟୁ ସାମିଲ ହୋଇ ନ ଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାଜପାକୁ ଟାର୍ଗେଟ କରି ବିଷ...

Advertisement
Archives

Model This Week