Posted inଖେଳ

ଡୋନାଲ୍ଡ, ଲିଲି, ଓ୍ବାକରଙ୍କଠାରୁ ଆଗରେ ବୁମରା

ନୂଆଦିଲ୍ଲୀ,୪।୯: ଭାରତୀୟ ପେସର ଯଶପ୍ରୀତ ବୁମରା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦୁଇଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ନିଜର ସମ୍ପୂର୍ଣ୍ଣ କ୍ଲାସ ଦେଖାଇଛନ୍ତି। ଏକ ହ୍ୟାଟ୍ରିକ ସହ ୨ ମ୍ୟାଚ୍‌ରେ ୯.୨୩ ହାରରେ ମୋଟ ୧୩ ଉଇକେଟ ନେଇଛନ୍ତି। ମାତ୍ର ୨୧ ମାସର କ୍ୟାରିଅରରେ ସେ ଆଇସିସି ଟେଷ୍ଟ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ର ଟପ୍‌ ୩ରେ ପ୍ରବେଶ କରିସାରିଛନ୍ତି। ଅନ୍‌ଅର୍ଥଡକ୍ସ ବୋଲିଂ ଷ୍ଟାଇଲ ସହ ଉଭୟ ଆଉଟ୍‌ ଓ ଇନ ସୁଇଙ୍ଗ କରିବାର ଦକ୍ଷତା ତାଙ୍କର ରହିଛି। ଏବେଠାରୁ ସର୍ବକାଳୀନ ପେସରଙ୍କ ସହ ତୁଳନା କରିବା ଉଚିତ ନୁହେଁ। ତାଙ୍କର ଏପର୍ଯ୍ୟନ୍ତ କ୍ୟାରିୟରର ଆଭରେଜ ହେଉଛି ୧୯.୨୪। ଯାହା ଅତିକମ୍‌ରେ ୫୦ ଉଇକେଟ ନେଇଥିବା ସର୍ବକାଳୀନ ଟେଷ୍ଟ ବୋଲରଙ୍କ ଭଲ ଆଭରେଜ ମଧ୍ୟରେ ୧୪ତମ ସ୍ଥାନରେ ରହିଛି। ତେବେ ପେସରଙ୍କ ମଧ୍ୟରେ ୮ମ। ୧୨ ମ୍ୟାଚ୍‌ ପରେ ବୁମରାଙ୍କ ଉଇକେଟ ପିଛା ରନ୍‌ ବିନିମୟ ହାର ୧୯.୨୪। ଏହା ଓ୍ବାକର ୟୁନିସ (୧୯.୩୩), ଆଲାନ ଡୋନାଲ୍ଡ (୨୩.୨୧), ଡେନିସ ଲିଲି (୨୪.୧୮) ଓ ଜେଫ ଥମ୍ପସନ (୨୭.୨୬)ଙ୍କ ଆଭରେଜଠାରୁ ଭଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡବଲ୍ସ ର଼୍ୟାଙ୍କିଙ୍ଗ୍‌: ଟପ୍‌- ୧୦୦ରୁ ବାଦ୍‌ ପଡିଲେ ପେସ୍‌

ନୂଆଦିଲ୍ଲୀ,୧୧।୧୧(ପି.ଟି.)- ଅଭିଜ୍ଞ ଟେନିସ ତାରକା ଲିଆଣ୍ଡର ପେସ୍‌ ଗତ ୧୯ ବର୍ଷ ପ୍ରଥମଥର ପାଇଁ ବିଶ୍ୱ ଡବଲ୍ସ ର଼୍ୟାଙ୍କିଙ୍ଗ୍‌ର ଶ୍ରେଷ୍ଠ-୧୦୦ରୁ ବାଦ୍‌ ପଡିଛନ୍ତି। ୫ଟି ସ୍ଥାନ...

ରୋହିତ ଶର୍ମାଙ୍କୁ ନେଇ ଚକିତ କଲା ଭଳି କଥା କହିଲେ କୋହଲି

ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜ୍‌ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ରୋହିତ ଶର୍ମା ପ୍ରସଙ୍ଗରେ ନିଜ ମତ ରଖିଛନ୍ତି। ୟକୋହଲି କହିଛନ୍ତି ଯେ...

କୋଭିଡ୍‌-୧୯: ଫୁଟବଲ୍‌ ସେସନ ସସ୍‌ପେଣ୍ଡ କଲା ତାଜିକ୍‌ସ୍ତାନ

ଡୁସାନ୍‌ବେ,୨୬।୪ (ପି.ଟି.): କେନ୍ଦ୍ରଏସୀୟ ଦେଶ ତାଜିକସ୍ତାନ ଶେଷରେ କୋଭିଡ୍‌-୧୯ ମହାମାରୀ କାରଣରୁ ତା’ର ଫୁଟବଲ ସେସନକୁ ସସ୍‌ପେଣ୍ଡ କରିଛି। ବିଶ୍ୱର କେତୋଟି ହାତଗଣତି ଦେଶ ମଧ୍ୟ...

ଅନ୍‌ଲାଇନରେ ଟିକେଟ କଳାବଜାର

କଟକ ଅଫିସ,୧୮ା୧୨- ଏବେ ଅନଲାଇନ୍‌ରେ ଉପଲବ୍ଧ ହେଉଛି ବାରବାଟୀ ଟିକେଟ୍‌। ଟିକେଟ୍‌ ବିକ୍ରି ପାଇଁ ହୋଇଥିବା କୌଣସି ଅଫିସିଆଲ ୱେବସାଇଟରେ ଏହା ମିଳୁନ, ବରଂ ପୁରୁଣା...

ସ୍ବର୍ଣ୍ଣ ପଦକ ଜିତିବା ପରେ ଦର୍ଶକ ଷ୍ଟାଣ୍ଡ୍‌ରେ ବସି ସ୍ବେଟର୍‌ ବୁଣିଲେ ଏହି ଖେଳାଳି

ଅଲିମ୍ପିକ ଚାମ୍ପିଅନ ସ୍ବେଟର୍‌ ବୁଣିବା କଥାଟା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଏହି ଘଟଣା ଦେଖିବାକୁ ମିଳିଛି। ଏହା ଦେଖି ସାରା...

ଜୈବ ସୁରକ୍ଷିତ ପ୍ରୋଟୋକଲ ଭାଙ୍ଗିଲେ ହାଫିଜ୍‌

କରାଚି,୧୩।୮(ପି.ଟି.): ପାକିସ୍ତାନ ପୂର୍ବତନ ଅଧିନାୟକ ମହମ୍ମଦ ହାଫିଜ୍‌ ଇଂଲଣ୍ଡରେ ଜୈବ ସୁରକ୍ଷିତ ପ୍ରୋଟୋକଲ ଉଲ୍ଲଂଘନ କରି ବିବାଦ ସୃଷ୍ଟି କରିଛନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)...

ଇର୍‌ଫାନଙ୍କ ନୂଆ ଇନିଂସ

ଏକଦା ଭାରତୀୟ କ୍ରିକେଟ ଦଳର ନିର୍ଭରଯୋଗ୍ୟ ଅଲରାଉଣ୍ଡର ବିବେଚିତ ହେଉଥିବା ଇରଫାନ ପଠାନଙ୍କ ଖେଳ କ୍ୟାରିୟର ପ୍ରାୟତଃ ଶେଷ ପର୍ଯ୍ୟାୟରେ। ବର୍ତ୍ତମାନ ଜମ୍ମୁ ଓ କଶ୍ମୀର...

ଧୋନୀଙ୍କୁ ଇମରାନଙ୍କ ସହ ତୁଳନା କଲେ ପାକିସ୍ତାନର ପୂର୍ବ ଅଧିନାୟକ: କହିଲେ ଏଭଳି କିଛି..

ନୂଆଦିଲ୍ଲୀ,୩୦।୮: ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏନେଇ ସୋସିଆଲ ମିଡିଆ...

Advertisement
Archives

Model This Week