ମୁମ୍ବାଇ,୨୬।୧୧: ଏକ ନାଟକୀୟ ମୋଡ଼ର ଅନ୍ତ ଘଟାଇ ଶେଷରେ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତାଙ୍କୁ ମହାରାଷ୍ଟ୍ର ବିକାଶ ଆଘାଡ଼ି(ଏମ୍ଭିଏ) ଦଳର ନେତା ଭାବେ ବଛାଯାଇଛି। ଗଠବନ୍ଧନର ତିନି ପ୍ରତିନିଧି ରାଜ୍ୟପାଳଙ୍କୁ ଭେଟିବେ। ସେହିଭଳି ନଭେମ୍ବର ୨୮ ଗୁରୁବାର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶିବାଜୀ ପାର୍କରେ ଏହି ସମାରୋହ ଆୟୋଜିତ କରାଯିବ ବୋଲି ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ସୂଚନା ଦେଇଛନ୍ତି।
ପ୍ରକାଶଯୋଗ୍ୟ, ଦେବେନ୍ଦ୍ର ଫଡ୍ନବିସ ଅପରାହ୍ନରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ବୁଧବାର ସନ୍ଧ୍ୟା ୫ଟାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଥିବା ବେଳେ ଏହା ପୂର୍ବରୁ ସେ ଇସ୍ତଫା ଦେଇଥିଲେ। ସେହିଭଳି ସୁପ୍ରିମକୋର୍ଟଙ୍କ ରାୟ ପରେ ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାଓ୍ବାର ମଧ୍ୟ ଇସ୍ତଫା ଦେଇଛନ୍ତି। ଫଡନିବିସ୍ଙ୍କ ଇସ୍ତଫା ସହ ମହାରାଷ୍ଟ୍ରର ଭାଜପା ନେତୃତ୍ୱାଧିନ ସରକାର ଭାଙ୍ଗିଯାଇଛି।
Posted inଜାତୀୟ, ନିର୍ବାଚନ, ମହାରାଷ୍ଟ୍ର ନିର୍ବାଚନ View All

ବଡ଼ ହୃଦୟ ଦେଖାଇଲା ଭାଜପା: ସିନ୍ଧେ
ମୁମ୍ବାଇ,୩୦।୬: ମହାରାଷ୍ଟ୍ରର ରାଜନୀତିରେ ଲାଗିରହିଥିବା ବିବାଦ ଶେଷ ହୋଇଛି। ୧୧ଦିନ ପରେ ଗୁରୁବାର ମହାରାଷ୍ଟ୍ର ରାଜନୀତି ଏକ ବଡ଼ ମୋଡ଼ ନେଇଛି। ଶିବସେନାର ବିଦ୍ରୋହୀ ନେତା...

ତାମିଲନାଡୁ: ଅବିଭାବକଙ୍କ ଉପରେ ନିର୍ଭର କରେ ସ୍କୁଲ ଖୋଲିବ କି ନାହିଁ
ଚେନ୍ନାଇ,୫ା୧- ପୋଙ୍ଗଲ ଉତ୍ସବ ପରେ ଦଶମ ଓ ଦ୍ୱାଦଶ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ ଖୋଲିବାକୁ ଚିନ୍ତା କରୁଛନ୍ତି ତାମିଲନାଡୁ ସରକାର। ଏ ନେଇ ସରକାର ସ୍କୁଲ...

ନିର୍ବାଚନକୁ ନେଇ ଚଳଚଞ୍ଚଳ ବିହାର: ଆରମ୍ଭ ହେଲା ନୀତୀଶଙ୍କ ପ୍ରଥମ ଭର୍ଚୁଆଲ ରାଲି
ପାଟନା,୭।୯: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ଏକ ଭର୍ଚୁଆଲ ରାଲି ମାଧ୍ୟମରେ ନିର୍ବାଚନ...

ବେଡ୍ ଟି’ ପିଇବା ଅଭ୍ୟାସ ଅଛି କି? ହୋଇଯାଆନ୍ତୁ ସାବଧାନ
ଅନେକଙ୍କ ଅଭ୍ୟାସ ବିନା ବେଡ୍ ଟି’ରେ ସକାଳୁ ବିଛଣାରୁ ତଳକୁ ଓହ୍ଲାଇବେ ନାହିଁ। କିନ୍ତୁ ଏହା ଯେ ସ୍ବାସ୍ଥ୍ୟ ପାଇଁ କେତେ ହାନିକାରକ ତାହା ସେମାନେ...

ସେନା-ସରକାରଙ୍କ ଉପରେ ରାହୁଲଙ୍କର ନାହିଁ ଭରସା: ନଡ୍ଡା
ନୂଆଦିଲ୍ଲୀ, ୨୯।୧୦: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କଂଗ୍ରେସକୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେ,...

ନିମିଷକେ ଭୁଶୁଡ଼ିଲା ପାଣିଟାଙ୍କି: ଭିଡ଼ିଓ ଭାଇରାଲ
କୋଲକତା,୨୩।୧: ସୋସିଆଲ୍ ମିଡ଼ିଆରେ ଗୁରୁବାର ଏକ ପାଣିଟାଙ୍କି ଭୁଶୁଡ଼ିବାର ଭିଡ଼ିଓ ଶେୟାର କରାଯାଇଛି। ଏହା ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ପଶ୍ଚିମବଙ୍ଗ ବାଙ୍କୁରା...

ପଞ୍ଚଭୂତରେ ବିଲୀନ ରାଜ୍ୟସଭା ଏମ୍ପି
ନୂଆଦିଲ୍ଲୀ,୩।୮: ପଞ୍ଚଭୂତରେ ବିଲୀନ ହେଲେ ରାଜ୍ୟସଭା ଏମ୍ପି ଅମର ସିଂହ। ସୋମବାର ଦିଲ୍ଲୀ ଛତ୍ରପୁର ସ୍ଥିତ ଶ୍ମଶାନ ଘାଟରେ ଅମର ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।...

ମନୋହର ପାରିକରଙ୍କ ପୁଅ କରୋନା ପଜିଟିଭ
ପଣଜୀ,୧୬।୮: ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ରବିବାର ତାଙ୍କ...