Posted inଜାତୀୟ

ଡିଜେ ଶବ୍ଦରେ ବରଙ୍କ ମୃତ୍ୟୁ

ହାଇଦ୍ରାବାଦ,୧୬ା୨: (ଆଇଏଏନ୍‌ଏସ୍‌): ତେଲଙ୍ଗାନାର ନିଜାମାବାଦ ଜିଲା ଅନ୍ତର୍ଗତ ବୋଧନ ସହରରେ ଏକ ବାହାଘର ଶୋଭାଯାତ୍ରାରେ ଉତ୍କଟ ଡିଜେ ଶବ୍ଦରେ ମୂର୍ଚ୍ଛା ଯାଇଥିବା ବରଙ୍କର ମୃତ୍ୟୁ ହୋଇଯାଇଛି। ହାଇଦ୍ରାବାଦଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଏହି ଦୁଃଖଦ ଘଟଣା ଘଟିଛି। ଅତ୍ୟଧିକ ଶବ୍ଦ ଯୋଗୁ ବର ଏମ୍‌. ଗଣେଶ ଅସୁସ୍ଥ ଅନୁଭବ କରିବା ସହ ବେହୋସ ହୋଇଯାଇଥିଲେ। ତାଙ୍କୁ ପାଖ ହସ୍ପିଟାଲକୁ ନିଆଯାଇଥିଲା। ସେତେବେଳକୁ ଗଣେଶଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇସାରିଥିଲା ବୋଲି ଡାକ୍ତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ସେନଗାରଙ୍କ ବିରୋଧରେ କେସ୍‌ ଲଢ଼ୁଥିବା ଓକିଲ ମହେନ୍ଦ୍ର

ଉନ୍ନାଓ,୩୦।୧୧: ଉତ୍ତରପ୍ରଦେଶ ଉନ୍ନାଓ ବଳାତ୍କାର ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗାରଙ୍କ ବିରୋଧରେ କେସ୍‌ ଲଢ଼ୁଥିବା ଓକିଲ ମହେନ୍ଦ୍ର ସିଂହ ମାଖିଙ୍କ ପରଲୋକ ଘଟିଛି।...

ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ: ଏମ୍ସରେ ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ,୧୮।୮: ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡିଛି। ତାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଏମ୍ସରେ ବହୁ ରାଜନେତାଙ୍କ ଭିଡ ଜମିଛି।...

ଖବରଦାତାଙ୍କୁ ମାଡ଼ମାରି ଜିଆର୍‌ପି କର୍ମଚାରୀ ନିଲମ୍ବିତ: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ,୧୨।୬: ଉତ୍ତରପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ସ୍ଥାନୀୟ ଶାମଲୀ ଅଞ୍ଚଳରେ ଥିବା ରେଳଷ୍ଟେଶନ୍‌ରେ ଜଣେ ଖବରଦାତାଙ୍କୁ ଜିଆରପି ପୋଲିସ ମାଡ଼ ମାରିବା ସହିତ...

କଂଗ୍ରେସ ନେତା କୁଳଦୀପ୍‌ ବିଶ୍ନୋଇଙ୍କ ହୋଟେଲ୍‌ ସିଜ୍‌: ୧୫୦ କୋଟି ବେନାମୀ ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨୭।୮: କଂଗ୍ରେସ ନେତା କୁଳଦୀପ୍‌ ବିଶ୍ନୋଇଙ୍କ ହୋଟେଲ୍‌କୁ ଆୟକର ବିଭାଗ ପକ୍ଷରୁ ସିଜ୍‌ କରାଯାଇଛି। ଏହା ସହିତ କୁଳଦୀପ୍‌ଙ୍କ ୧୫୦ କୋଟି ଟଙ୍କାର ବେନାମୀ ସମ୍ପତ୍ତିକୁ...

ଡିସେମ୍ବର ଶେଷରେ ନିଜ ଦଳ ଘୋଷଣା କରିବେ ରଜନୀକାନ୍ତ

ଚେନ୍ନାଇ,୩ ।୧୨: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଡିସେମ୍ବର ୩୧ରେ ତାଙ୍କର ବହୁପ୍ରତିକ୍ଷିତ ରାଜନୈତିକ ଦଳର ଘୋଷଣା କରିବେ ବୋଲି କହିଛନ୍ତି । ଏହାସହ ବର୍ଷ ବର୍ଷ...

୨୦ରେ ବିଏମ୍‌ଏସ୍‌ର ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ,୧୬ା୫: କରୋନା ଭାଇରସ୍‌ ଯୋଗୁ ଜାରି ଲକ୍‌ଡାଉନ୍‌ ଫଳରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ପରିପ୍ରେକ୍ଷୀରେ ୯ ରାଜ୍ୟ ସେମାନଙ୍କ ଶ୍ରମ ଆଇନରେ ସଂଶୋଧନ ଆଣିଛନ୍ତି। ଭାଜପାର...

ଖୁସି ଖବର: ଏପ୍ରିଲ ୩ ପରେ ଗୋଆରେ ଚିହ୍ନଟ ହୋଇନାହାନ୍ତି ଜଣେ ବି କରୋନା ସଂକ୍ରମିତ

ପଣଜୀ,୨।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗୋଆରୁ କିନ୍ତୁ ଆସିଛି ଖୁସି ଖବର। ଏଠାରେ ଏପ୍ରିଲ ୩ ପରେ...

ସେନାକୁ ଅସ୍ତ୍ର ବ୍ୟବହାର ସ୍ବାଧୀନତା

ନୂଆଦିଲ୍ଲୀ,୨୨ା୬(ପି.ଟି./ଆଇଏଏନ୍‌ଏସ୍‌) : ସମୟ ସହ ତାଳ ଦେଇ ପରିବର୍ତ୍ତିତ ପରିସ୍ଥିତିରେ ଆଭିମୁଖ୍ୟ ବଦଳାଇଛି ଭାରତ। ଗଲଓ୍ବାନ ଉପତ୍ୟକାରେ ଚାଇନା ସୈନ୍ୟଙ୍କ ସହ ସଂଘର୍ଷରେ ୨୦ ଭାରତୀୟ...

Advertisement


Archives

Model This Week