Posted inଜାତୀୟ

ଡରାଇ ଧମକାଇ ଲାଗୁ ହୋଇ ପାରିବନି ସିଏଏ: ଚନ୍ଦ୍ର ବୋଷ

କୋଲକାତା, ୨୨।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ପଶ୍ଚିମବଙ୍ଗ ଭାଜପା ଉପାଧ୍ୟକ୍ଷ ଚନ୍ଦ୍ର ବୋଷ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ପାର୍ଟି ଲାଇନ୍‌ ବାହାରକୁ ଯାଇ ମନ୍ତବ୍ୟ ଦେଇଛନ୍ତି। ଲୋକଙ୍କୁ ଡରାଇ ଧମକାଇ ସିଏଏ ଲାଗୁ କରାଯାଇ ପାରିବନି ବୋଲି ସେ କହିଛନ୍ତି। ଏଥିପାଇଁ ନେତାଙ୍କୁ ଲୋକଙ୍କ ପାଖକୁ ଯାଇ ବୁଝାଇବାର ଆବଶ୍ୟକତା ଥିବା ସେ କହିଛନ୍ତି। ସିଏଏରେ ପରିବର୍ତ୍ତନ ଅଣାଯାଇ ମୁସଲମାନ ଶରଣାର୍ଥୀଙ୍କୁ ସାମିଲ କରିବା ନେଇ ଚନ୍ଦ୍ର ବୋଷ ଗୁରୁତ୍ୱାରୋପ କରିଛନ୍ତି। ଯଦି ସରକାର ସିଏଏରେ ପରିବର୍ତ୍ତନ ଆଣି ହିନ୍ଦୁ, ମୁସଲମାନ୍‌, ଶିଖ୍‌, ଖ୍ରୀଷ୍ଟିଆନ୍‌, ବୌଦ୍ଧ ଆଦି ସଭିଏଁ ଏହାର ପରିସର ଭୁକ୍ତ ହେବେ ବୋଲି କୁହନ୍ତି ତେବେ ଦେଶବ୍ୟାପି ଜାରି ରହିଥିବା ପ୍ରଦର୍ଶନକୁ ଅତି ସହଜରେ ସମାପ୍ତ କରାଯାଇ ପାରିବ। ଚନ୍ଦ୍ର ବୋଷଙ୍କ ଏଭଳି ମନ୍ତବ୍ୟ ନେଇ ଭାଜପା ସମେତ ବିରୋଧୀଙ୍କ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁଷ୍ଟିକରଣ ନୁହେଁ ସନ୍ତୁଷ୍ଟିକରଣ ଉପରେ ଗୁରୁତ୍ୱ ଦେଉଛି ଭାଜପା ସରକାର: ପ୍ରଧାନମନ୍ତ୍ରୀ…

ସିଲଭାସା,୨୫।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦାଦରା ଏବଂ ନଗର ହାଭେଲିରେ ପହଞ୍ଚିଛନ୍ତି। ସିଲଭାସାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ ୪,୮୭୩ କୋଟି ଟଙ୍କା ବ୍ୟୟରେ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଘାଟିରେ ଖୋଲିଲା ସମସ୍ତ ସ୍କୁଲ

ଶ୍ରୀନଗର,୨୧।୧୧: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦର ୧୦୮ ଦିନ ପରେ ଏବେ ଘାଟିର ସମସ୍ତ ସ୍କୁଲ ଖୋଲି ଯାଇଥିବା ଖବର ମିଳିଛି। ଏବେ କିନ୍ତୁ ପିଲାମାନେ...

ସୋମବାର ଶକ୍ତି ପରୀକ୍ଷା ଦେବେ କମଲନାଥ: ଅଧାରାତିରେ ନିର୍ଦ୍ଦେଶ ଜାରି କଲେ ରାଜ୍ୟପାଳ

ଭୋପାଳ,୧୫।୩: ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ଶନିବାର ବିଳମ୍ବିତ ରାତିରେ ରାଜ୍ୟପାଳ ଲାଲାଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ବିଧାନସଭାରେ ଶକ୍ତି ପରୀକ୍ଷା ଦେବା ପାଇଁ...

ନାଗସାପକୁ ବିବାହ କରିବା ପାଇଁ ଅଡ଼ି ବସିଛି ନାବାଳିକା

ରାୟପୁର,୨୬।୬: ଭାରତରେ ଡିଜିଟାଲ ଯୁଗ ଆରମ୍ଭ ହୋଇସାରିଛି। ଗୋଟିଏ ପରେ ଦେଶ ମହାକାଶ ଗବେଷଣା କ୍ଷେତ୍ରରେ ଶ୍ରେଷ୍ଠତ୍ୱ ହାସଲ କରୁଥିବାବେଳେ ଅପରପକ୍ଷରେ ଏବେ ମଧ୍ୟ ସମାଜରେ...

ଏପ୍ରିଲ ୨୭ରୁ ୧୪ ଦିନିଆ ଲକ୍‌ଡାଉନ୍‌ ଘୋଷଣା

ବେଙ୍ଗାଲୁରୁ,୨୬।୪: କରୋନାର ଦ୍ୱିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିଛି। କ୍ରମାଗତ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଏବଂ ମୃତ୍ୟୁ ଲୋକଙ୍କ ମଧ୍ୟରେ ଆତଙ୍କ...

ଜେଜେ ମା’ ଗୁଟ୍‌ଖା ଖାଇବାକୁ ମନା କରିବାରୁ ୯ ବର୍ଷୀୟା ନାତୁଣୀ ନେଲେ ଏମିତି ନିଷ୍ପତ୍ତି

ରାୟପୁର,୨୧।୩: ଛତିଶଗଡର ବିଭିନ୍ନ ଜିଲାରେ ତମାଖୁ ମୁକ୍ତ ଅଭିଯାନ ଚାଲିଛି। ସେପଟେ ସରଗୁଜା ଜିଲାରୁ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୯ ବର୍ଷର...

ଚୋର ହେବ ତ ଏମିତି, ୪୫ ହଜାର ଟଙ୍କିଆ ଫୋନ୍‌ ବ୍ୟବହାର କରିପାରିଲେନି ବୋଲି…

କୋଲକାତା,୮।୯: ପଶ୍ଚିମବଙ୍ଗରୁ ଏକ ରୋଚକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଚୋର ୪୫ ହଜାର ଟଙ୍କା ମୂଲ୍ୟର ମୋବାଇଲ ଚୋରି କରିଥିଲେ। ଏହି ଫୋନକୁ...

ବିଦେଶୀ ପାଣ୍ଠି-ଆଇଏସଆଇ ସହ ଅମୃତପାଲଙ୍କ ଲିଙ୍କ୍‌: ସରକାରୀ ରିପୋର୍ଟ…

ଚଣ୍ଡିଗଡ଼,୨୫।୪ : ପଞ୍ଜାବ ସରକାର ଅପରେଶନ ଅମୃତପାଲ ସମ୍ବନ୍ଧୀୟ ରିପୋର୍ଟକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଦାଖଲ କରିଛନ୍ତି। ରବିବାର ଗିରଫ ହେବା ପରେ ପଞ୍ଜାବ ସରକାରଙ୍କ...

Advertisement
Archives

Model This Week