Posted inଜାତୀୟ

ଟ୍ରମ୍ପ୍‌ଙ୍କ ସୁରକ୍ଷା ବ୍ୟବସ୍ଥା: ଏକ ବର୍ଷର ଶିଶୁପୁତ୍ରକୁ କୋଳରେ ଧରି ଡ୍ୟୁଟି କରୁଛନ୍ତି ମହିଳା କନେଷ୍ଟବଳ

ଅହମଦାବାଦ୍‌,୨୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତକୁ ନେଇ ୨୫ ହଜାର ପୋଲିସଙ୍କୁ ମୁତୟନ କରାଯାଇଛି। ସେମାନେ ଦିନରାତି ସୁରକ୍ଷା ବ୍ୟବସ୍ଥାରେ ରହିଛନ୍ତି। ସ୍ଥାନୀୟ ଗୋରଓ୍ବା ଥାନାରେ ମହିଳା କନେଷ୍ଟବଳ ସଙ୍ଗୀତା ପରମାରଙ୍କୁ ମଧ୍ୟ ଏଭଳି ଡ୍ୟୁଟି ଦିଆଯାଇଛି। ତେବେ ସଙ୍ଗୀତା ଏକ ମାସର ଶିଶୁପୁତ୍ରକୁ କୋଳରେ ଧରି ଡ୍ୟୁଟି କରୁଛନ୍ତି। ଶିଶୁପୁତ୍ରର ଦେହ ଖରାପ ଥିବାରୁ ଘରେ ତାକୁ ଅନ୍ୟ କାହା ପାଖରେ ନ ଛାଡି ସଙ୍ଗୀତା ନିଜ ସହିତ ଥାନାକୁ ନେଇ ଆସିଛନ୍ତି। ଏବେ ସଙ୍ଗୀତା ପୁଅକୁ କୋଳରେ ଧରି ଡ୍ୟୁଟି କରୁଥିବାରୁ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସତ୍ୟ ଗୁରୁତ୍ୱପୂର୍ଣ୍ଣ, କାହାର ମନ୍ତବ୍ୟ ନୁହେଁ: ନୀତୀଶ

ପାଟନା,୬।୫: ବିହାର ପଛୁଆ ରାଜ୍ୟ ହେବା ପାଇଁ ନୀତୀଶ କୁମାରଙ୍କ ୧୫ବର୍ଷର ଶାସନ ଦାୟୀ ବୋଲି ଗୁରୁବାର ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ସମାଲୋଚନା କରିଥିଲେ।...

ପୁଣି ବିଗିଡ଼ିଲା ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା: ଭେଣ୍ଟିଲେଟରକୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୧।୯: ବଲିଉଡ୍‌ କମେଡିଆନ ରାଜୁ ଶ୍ରୀବାସ୍ତବ ଦିଲ୍ଲୀ ଏମ୍ସ ସ୍ଥିତ ହସ୍ପିଟାଲରେ ଭର୍ତ୍ତି ହେବାର ମାସେ ପୂରଣ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ...

ମନୁ ଜୋଶେଫଙ୍କୁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲର ନିର୍ସିଂ ଅଫିସର ମନୁ ଜୋଶେଫଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଠିଲେଖି ଧଦ୍ୟବାଦ ଦେଇଛନ୍ତି। ଏହାସହ ତାଙ୍କର ସମସ୍ତ ଟିମ୍‌ ମେମ୍ବରଙ୍କୁ...

ଆଇଏସ୍‌ଆଇଠାରୁ ପାଣ୍ଠି ଯୋଗାଡ଼ କରୁଛନ୍ତି ଭାଜପା ଏବଂ ବଜରଙ୍ଗ ଦଳ: ଦିଗ୍‌ବିଜୟ ସିଂ

ନୂଆଦିଲ୍ଲୀ,୧।୯: କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଦିଗ୍‌ବିଜୟ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ଗୋଇନ୍ଦା ସଂସ୍ଥା...

୭୪୦ ଟନ୍‌ ବାରୁଦ ଗଦାରେ ଚେନ୍ନାଇ: ସତର୍କ ସୂଚନା ଜାରି

ଚେନ୍ନାଇ, ୮।୮: ଲେବାନନ୍‌ର ବେରୁଟ୍‌ରେ ୨୭୫୦ ଟନ୍‌ ଏମୋନିୟମ୍‌ ନାଇଟ୍ରେଟ୍‌ର ବିସ୍ପୋରଣ ହେବା ପରେ ଏହାର ଛାତିଥରା ଦୃଶ୍ୟ ସାରା ପୃଥିବୀରେ ଚହଳ ସୃଷ୍ଟି କରିଛି।...

ବିନା ସୁରକ୍ଷାରେ କାମ କରୁଛନ୍ତି କରୋନା ଯୋଦ୍ଧା

ଭୋପାଳ,୨୩।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏପରିସ୍ଥଳେ କରୋନା ଯୋଦ୍ଧା ପାଲଟି ଥିବା ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ...

ଉତ୍ତର ପ୍ରଦେଶ ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଆଜି ଶେଷ ହେବ ପ୍ରଚାର, ଭାଜପା ଜାରି କରିବ ଘୋଷଣା ପତ୍ର

ଲକ୍ଷ୍ନୌ,୮ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ପ୍ରଚାର ମଙ୍ଗଳବାର ସନ୍ଧ୍ୟା ୫ଟାରେ ଶେଷ ହେବ । ଏଥିରେ ପଶ୍ଚିମ ୟୁପିର...

ଗାଜିପୁର ରାସ୍ତାରୁ ଉଠିଲେ ଚାଷୀ

ନୂଆଦିଲ୍ଲୀ,୨୧।୧୦: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଗତ ୧୧ ମାସ ହେଲା ଦିଲ୍ଲୀ ଗାଜିପୁର ସୀମାରେ ସର୍ଭିସ୍‌ ରୋଡ୍‌କୁ ଅବରୋଧ କରି ରଖିଥିବା...

Advertisement
Archives

Model This Week