ଟିଭି ଦେଖି ଆକ୍ଟିଙ୍ଗ ଶିଖୁଛନ୍ତି ସନ୍ନି

ମୁମ୍ବାଇ: ବଲିଉଡ୍‌ ବୋଲ୍ଡ କୁଇନ୍‌ ସନ୍ନି ଲିଓନ ଏବେ ସୋସିଆଲ ମିଡିଆରେ ଏକ ଭିଡଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଆକ୍ଟିଙ୍ଗ ଶିଖୁଥିବା ଦେଖିବାକୁ ମିଳିଛି। ତାହା ପୁଣି ଟେଲିଭିଜନ ଧାରାବାହିକ ‘କୁଙ୍କୁମ ଭାଗ୍ୟ’ରୁ। ଏହି ଭିଡିଓଟି ଶେୟାର କରିବା ସହ ସନ୍ନି ଲେଖିଛନ୍ତି ଏହା ହେଉଛି ଆକ୍ଟିଙ୍ଗ ଓ୍ବାର୍କଶପ୍‌। ଏହାସହ ସେ କୁଙ୍କୁମ ଭାଗ୍ୟ, ଶ୍ରିତି ଝା ଓ ସବ୍ବିର ଆଲୁଓ୍ବାଲିୟାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଶିଖିବାରେ କେବେ ପଛଘୁଞ୍ଚା ଦେଉ ନ ଥିବା ସନ୍ନି ନିକଟରେ ଉତ୍ତର ପ୍ରଦେଶର ଗ୍ରାମୀଣ ଭାଷା ଶିଖୁଥିବାର ଏକ ଭିଡିଓ ମଧ୍ୟ ଶେୟାର କରିଥିଲେ। କାରଣ ସେ ତାଙ୍କର ଆଗାମୀ ଫିଲ୍ମ ‘କୋକାକୋଲା’ ପାଇଁ ଏବେ ଶୁଟିଂରେ ବ୍ୟସ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ହାସ୍ୟ ଅଭିନେତାଙ୍କୁ ମିଳିଲା ହତ୍ୟା ଧମକ

ହାସ୍ୟ ଅଭିନେତା ତଥା ବର୍ତ୍ତମାନ ଉତ୍ତରପ୍ରଦେଶ ଫିଲ୍ମ ବୋର୍ଡର ଚେୟାରମ୍ୟାନ୍‌ ଥିବା ରାଜୁ ଶ୍ରୀବାସ୍ତବ ଏବେ ଚର୍ଚ୍ଚାରେ। ଏହାର କାରଣ ହେଉଛି ଏକ ଫୋନ୍‌ କଲ୍‌।...

ଟୁଇଟର୍‌କୁ ପୁଣି ଫେରିଲେ କଙ୍ଗନା: ଆଗାମୀ ଫିଲ୍ମ ରିଲିଜ ଡେଟ୍‌ ନେଇ କଲେ ଘୋଷଣା

ବମ୍ବେ: ଟୁଇଟର୍‌କୁ ଫେରିଲେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ସର୍ବଦା ନିଜର ବୟାନକୁ ନେଇ ବିବାଦକୁ ଆସୁଥିବା କଙ୍ଗନାଙ୍କ ଆକାଉଣ୍ଟ ପୁଣିଥରେ କାର୍ଯ୍ୟକ୍ଷମ ହୋଇଛି। ଫେରିବା...

୨୦୨୦ରେ ୧୦ ଥର ଶର୍ଟଲେସ୍‌ ହୋଇଛନ୍ତି ଦବଙ୍ଗ ଖାନ୍‌

ବମ୍ବେ: ଆଜି ନିଜର ୫୫ତମ ହାପି ବର୍ଥ ଡେ ପାଳନ କରୁଛନ୍ତି ଦବଙ୍ଗ ଖାନ୍‌ ସଲମାନ। ପ୍ରଶଂସକଙ୍କଠାରୁ ଆରମ୍ଭ କରି ସହକଳାକାର ଏବଂ ଅନ୍ୟ ସେଲିବ୍ରିଟିମାନେ...

ଆଗାମୀ ଫିଲ୍ମର ନାମ ଘୋଷଣା କଲେ କରଣ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହର ତାଙ୍କର ଆଗାମୀ ଫିଲ୍ମର ନାମ ଘୋଷଣା କରିଛନ୍ତି। ତେବେ ଏହି ଫିଲ୍ମର ନାମ ହେଉଛି ଗେହରାଇୟାଁ। ଏଥିରେ...

ରେଖାଙ୍କ ଓଢ଼ଣୀରେ ଆତ୍ମହତ୍ୟା କରିଥିଲେ ଏହି ବ୍ୟକ୍ତି, ଜାଣନ୍ତୁ ଏଥିରେ ଜଡ଼ିତ ଥିବା ଆଉ କିଛି ରହସ୍ୟ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ରେଖା ଏମିତି ଜଣେ ଅଭିନେତ୍ରୀ ଯାହାଙ୍କ ଜୀବନ ଅତ୍ୟନ୍ତ ରହସ୍ୟମୟ। ଆଜି ବି ଲୋକେ ତାଙ୍କ ରହସ୍ୟମୟ ଜୀବନୀ ବିଷୟରେ ଜାଣିବାକୁ...

ଜାହ୍ନବୀଙ୍କ ଗଣିତ ଜ୍ଞାନ

ମୁମ୍ବାଇ: ବେଳେ ବେଳେ ଇଚ୍ଛା ହୁଏ ଜାଣିବାକୁ ବଲିଉଡ ସେଲିବ୍ରିଟିମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବାକୁ । କୋଟି କୋଟି ଟଙ୍କା ଆୟ କରୁଥିବା ଏହି...

ରୁବିନାଙ୍କଠୁ ହାରି ମଧ୍ୟ ଜିତିଲେ ରାହୁଲ ବୈଦ, ପ୍ରଶଂସକ କହିଲେ ଏମିତି

ଗାୟକ ରାହୁଲ ବୈଦ ହୁଏତ ‘ବିଗ ବସ୍‌ ୧୪’ ଟାଇଟଲ୍‌ ଜିତିବାରେ ସମର୍ଥ ହୋଇନାହାନ୍ତି। ମାତ୍ର ସେ ନିଜ ପ୍ରଦର୍ଶନ ସହିତ ଲକ୍ଷ ଲକ୍ଷ ଲୋକଙ୍କ...

ମାଳଦ୍ୱୀପରେ ଛୁଟି କାଟୁଛନ୍ତି କିଆରା-ସିଦ୍ଧାର୍ଥ

ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ କିଆରା ଆଡଭାନି ଓ ସିଦ୍ଧାର୍ଥ ମଲହୋତ୍ରା ଏ ପର୍ଯ୍ୟନ୍ତ ରିଲେଶନଶିପ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। କିନ୍ତୁ ସବୁ କିଛି ପ୍ରକାଶ...

Advertisement
Archives

Model This Week