ଜାତୀୟ ପତାକାକୁ ଅସମ୍ମାନ

ମାଧପୁର,୨୭।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ରବିବାର ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଜାତୀୟ ପତାକା ଲାଗିଥିବାର ଦେଖିବାକୁ ମିଳିଥିଲା। ମାଧପୁର ବଜାର ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିଲେ ସୁଦ୍ଧା ସଂପୃକ୍ତ ଅଧିକାରୀ ଜାତୀୟ ପତାକାକୁ ଅସମ୍ମାନ କରି ପତାକା ନ ଖୋଲି ଅଫିସରେ ତାଲା ପକାଇ ଚାଲି ଯାଇଥିଲେ। ଏନେଇ ଆଠମଲ୍ଲିକ ଉପଜିଲାପାଳ ଡା. ରଜନୀକାନ୍ତ ବିଶ୍ୱାଳଙ୍କୁ ଜଣାଇବା ପରେ ସନ୍ଧ୍ୟା ୭.୩୨ ମିନିଟ୍‌ରେ ପତାକା ଖୋଲାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲୋରେଶ ଗ୍ରାମକୁ ରାସ୍ତା ନାହିଁ

ଦଶମନ୍ତପୁର, ୧୫।୫( ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତର ଲୋରେଶ ଗ୍ରାମକୁ ରାସ୍ତା ନାହିଁ। ଏନେଇ ବହୁବାର ଜିଲା ଏବଂ ବ୍ଲକ ପ୍ରଶାସନକୁ...

ମାନବିକତା ଦେଖାଇଲେ ଜିଲାପାଳ: ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ

ଶେରଗଡ଼,୨୨।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ମାରୁ ଗ୍ରାମ ଛକରେ ରବିବାର ପୂର୍ବାହ୍ନରେ ଏକ ବାଇକ୍‌ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଶିବ ପ୍ରଧାନ...

ବ୍ରହ୍ମପୁରରେ ବନ୍ଦ ରହିଲା ବ୍ୟାଙ୍କ

ବ୍ରହ୍ମପୁର ଅଫିସ୍‌,୨୨ା୧୦- ରାଷ୍ଟ୍ରାୟାତ୍ତ ବ୍ୟାଙ୍କଗୁଡ଼ିକର ମିଶ୍ରଣ ପାଇଁ କେନ୍ଦ୍ର ସରକାର ଘୋଷଣା କରିବା ପରଠୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବ୍ୟାଙ୍କ କର୍ମଚାରୀଙ୍କର ବିଭିନ୍ନ...

ଭଦ୍ରକରେ ୨୬୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୪୭ ପଜିଟିଭ୍‌

ଭଦ୍ରକ ଅଫିସ,୩୧।୮: – ଭଦ୍ରକ ଜିଲାରେ ସୋମବାର ୪୭ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...

ନନ୍ଦନକାନନରେ ବାଘଛୁଆ ‘ବିବେକ’ର ମୃତ୍ୟୁ

ବାରଙ୍ଗ,୧୩।୪(ଡି.ଏନ୍‌.ଏ.): ନନ୍ଦନକାନନରେ ୧୪ ମାସର ବାଘଛୁଆ ‘ବିବେକ’ର ମଙ୍ଗଳବାର ଅପରାହ୍ନରେ ମୃତ୍ୟୁ ଘଟିଛି। ଗତ ୫ ଦିନ ହେବ ସେ ଅସୁସ୍ଥ ଥିଲା ବେଳେ ଠିକ୍‌...

୬୫ ଟଙ୍କାରେ ୭ ଘଣ୍ଟା କାମ

କେନ୍ଦ୍ରାପଡ଼ା ଅଫିସ, ୨୯ା୧୧: କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଇଛନ୍ତି। ଆସନ୍ତା ୨୦୨୩ ସୁଦ୍ଧା ପ୍ରତି ଘରକୁ ଟ୍ୟାପ...

ଶାଶୁଘର ଭିତରକୁ ଗଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୬ା୧: ସୁମିତ ସାହୁ-ତପସ୍ବିନୀ ଦାଶଙ୍କ ପାରିବାରିକ ବିବାଦର ଅନ୍ତ ଘଟିଛି। ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ତପସ୍ବିନୀ ଗୁରୁବାର ରାତିରେ ଶାଶୁଘରେ ପ୍ରବେଶ...

ପାଞ୍ଚ ମହଲାରୁ ଡେଇଁପଡ଼ିଲେ ରୋଗୀ

ଢେଙ୍କାନାଳ ଅଫିସ, ୧୪ ।୮:  ବାପାଙ୍କ ମୃତ୍ୟୁ ପରେ ମାନସିକ ଚାପରେ ଥିଲେ। ଶନିବାର ହିତାହିତ ଜ୍ଞାନ ହରାଇ ବ୍ଲେଡ୍‌ରେ କାଟି ପକାଇଥିଲେ ହାତଗୋଡ଼। ଗୁରୁତର...

Advertisement
Archives

Model This Week