ଜାଣିଥିଲି କେବଳ ମୋଦି ହିଁ ଏଭଳି ନିଷ୍ପତ୍ତି ନେଇପାରିବେ: କଙ୍ଗନା

ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ବଲିଉଡରେ ଖୁସିର ଲହରୀ ଖେଳିଯାଇଛି। କେତେକ କଳାକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସଲାମ କରିଛନ୍ତି। ଏହି କ୍ରମରେ ସାମିଲ ହୋଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌। ସେ କହିଛନ୍ତି, ଜାଣିଥିଲି କେବଳ ମିଷ୍ଟର ମୋଦି ହିଁ ଏଭଳି ନିଷ୍ପତ୍ତି ନେଇପାରିବେ। ଦେଶରୁ ଆତଙ୍କବାଦ ଶେଷ କରିବା ପାଇଁ ଏଭଳି ନିଷ୍ପତି ଜରୁରୀ ଥିଲା। ମୁଁ ବହୁତ ଆଗରୁ ଜମ୍ମୁ-କଶ୍ମୀରରୁ ଏହି ଧାରା ଉଚ୍ଛେଦ ପାଇଁ ଦାବି କରି ଆସୁଥିଲି। ଯାହା ହେଉ ମୋଦି ସରକାର ଶେଷରେ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି କଶ୍ମୀରବାସୀଙ୍କ ମୁହଁରେ ହସ ଫୁଟାଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ ଭିତରେ ମାସ୍କ ପିନ୍ଧି ଶୁଟିଂ ଆରମ୍ଭ କଲେ ଅକ୍ଷୟ !

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣକୁ ନେଇ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ୪.୦ ଜାରି ରହିଛି। ହେଲେ ପୂର୍ବପେକ୍ଷା ନିୟମରେ କିଛିଟା କୋହଳ କରାଯାଇଥିବାରୁ ଅଧିକାଂଶ...

ଆଉ ୫ ବର୍ଷ ଆକ୍ସନ ଫିଲ୍ମ କରିବେ ଖୀଲାଡି ହିରୋ

ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ଏଥିରେ ଖୀଲାଡି କିଙ୍ଗ୍‌ ଅକ୍ଷୟ କୁମାରଙ୍କୁ ଆକ୍ସନ ଅବତାରରେ ଦେଖିବାକୁ ମିଳୁଛି। ଫିଲ୍ମରେ...

ପ୍ରଥମ ଫିଲ୍ମରେ ହିଟ୍‌ ହେଲେ ଦ୍ୱିତୀୟ ଫିଲ୍ମ ପରେ ଭାରତ ଛାଡିଲେ

ମୁମ୍ବାଇ: ବଲତଉଡ୍‌ରେ ଯିଏ ଥରେ ପାଦ ରଖିଛି ସେ ଆଉ ପଛକୁ ଫେରିବାକୁ ଚାହିଁନି। କିଏ ଏଠି ଅଳ୍ପ ସମୟ ମଧ୍ୟରେ ହିଟ୍‌ ହୋଇଛି ତ...

ଜନ୍‌ ଆବ୍ରାହମଙ୍କଠାରୁ ଦୁଇ ଗୁଣା ଆଗକୁ ବଢିଗଲେ ଅକ୍ଷୟ

ମୁମ୍ବାଇ: ସ୍ବାଧୀନତା ଦିବସରେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ ରିଲିଜ୍‌ ହୋଇଥିବା ବେଳେ ଏହାକୁ ଟକ୍କର ଦେବାକୁ ଆସିଥିଲା ଜନ୍‌...

ଚର୍ଚ୍ଚାରେ ଟିକ୍‌ଟକ୍‌ର କିଆରା

ବମ୍ବେ: ‘ଟିକ୍‌ଟକ୍‌’ ଆଜିକାଲିର ସବୁଠାରୁ ଅଧିକ ପସନ୍ଦଯୋଗ୍ୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏଥିରେ ଆକାଉଣ୍ଟ କରି ଭଳିକିଭଳି ଭିଡିଓ ପୋଷ୍ଟ...

ରାତାରାତି ହିଟ୍‌ ହୋଇଥିବା ନାୟିକାଙ୍କର ଏବେ ବଳଦି ଯାଇଛି ଠିକଣା

ମୁମ୍ବାଇ: ରାତାରାତି ବଲିଉଡ୍‌ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବଲିଉଡ୍‌ ନାୟିକା ଅନୁ ଅଗ୍ରଓ୍ବାଲ କିନ୍ତୁ ଏବେ ଲାଇମ୍‌ ଲାଇଟ୍‌ରୁ ବହୁ...

ଚା’ କପ୍‌, ଟିକେ ବର୍ଷା, ବାତ୍ୟା ଅପେକ୍ଷାରେ ଟ୍ବିଙ୍କଲ

ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ନିସର୍ଗ’ ମହାରାଷ୍ଟ୍ରର ରାୟଗଡ଼ ଜିଲା ହରିହରେଶ୍ୱର-ଡାମନ ମଝି ଆଲିବାଗରେ ଲ୍ୟାଣ୍ଡଫଲ କରୁଛି। ଆଜି ମଧ୍ୟାହ୍ନରେ ଏହା ଲ୍ୟାଣ୍ଡଫଲ କରୁଛି।...

୩୭ ବର୍ଷରେ ପାଦ ଦେଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ ଗୁରୁବାର ୩୭ବର୍ଷରେ ପାଦ ଦେଇଛନ୍ତି। ତାଙ୍କ ଜନ୍ମଦିନରେ ଅନିଲ କପୁର, ବରୁଣ ଧାଓ୍ବନ, ଆଲିଆ ଭଟ୍ଟ, ମାଧୁରୀ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *