ଜାଣନ୍ତୁ କିପରି ହୋଇଥିବେ ଆପଣଙ୍କ ପାର୍ଟନର

ସାଧାରଣତଃ ବୈବାହିକ ଜୀବନକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ ଥାନ୍ତି। ବିବାହ ପୂର୍ବରୁ ସମସ୍ତେ ଏହି କଥା ଭାବିଥାନ୍ତି ଯେ, ସେମାନଙ୍କ ପାର୍ଟନର କିପରି ହୋଇଥିବ। ତେବେ ମନରେ ଉଠୁଥବା ଏଭଳି ପ୍ରଶ୍ନର ସରଳ ସମାଧାନ କରିବ ଆପଣଙ୍କ ରାଶି। ତେବେ ଜାଣନ୍ତୁ ରାଶି ଅନୁଯାୟୀ ଆପଣଙ୍କ ପାର୍ଟନର କିପରି ହେବେ ସେ ସମ୍ପର୍କରେ….

ମେଷ ରାଶି : ମେଷ ରାଶି ବ୍ୟକ୍ତିଙ୍କ ପାର୍ଟନର ଯତ୍ନଶୀଳ, ସ୍ନେହୀ ହେବା ସହିତ ଅଧିକ ମଜାଳିଆ ହୋଇଥାନ୍ତି। ସେମାନଙ୍କ ଯୋଡି ରୋମାନ୍ଟକ୍‌ ହୋଇଥାଏ।

ବୃଷ ରାଶି: ବୃଷ ରାଶିର ବ୍ୟକ୍ତି ସାଧୁ ପ୍ରକୃତିର ହୋଇଥାନ୍ତି। ସେ ଯେପରି ହୋଇଥାନ୍ତି, ତାଙ୍କ ସହଧର୍ମିଣୀ ମଧ୍ୟ ସେଭଳି ହୋଇଥାନ୍ତି। ତେଣୁ ତାଙ୍କ ଜୀବନେ ସରଳ ଭାବେ ଗତି କରେ।

ମିଥୁନ ରାଶି: ମିଥୁନ ରାଶି ବ୍ୟକ୍ତିଙ୍କ ପାର୍ଟନର ସ୍ନେହୀ ଓ ଭାବୁକ ହେବା ସହ ପାର୍ଟନରଙ୍କ ଖୁସି ପାଇଁ ସବୁ କିଛି କରିଥାନ୍ତି।

କର୍କଟ: କର୍କଟ ରାଶି ମହିଳା ସେମାନଙ୍କ ପାର୍ଟନରଙ୍କୁ ସବୁଠୁ ଅଧିକ ସମ୍ମାନ କରିଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସଂକ୍ରମିତଙ୍କୁ ଛୁଇଁଲେ ହେବ କି କରୋନା !

ଓ୍ବାଶିଂଟନ,୨୩।୩: କରୋନା ସଂକ୍ରମଣ କିଭଳି ହୋଇଥାଏ। ଏସମ୍ପର୍କିତ ବହୁ ପ୍ରଶ୍ନ ଏବେ ଲୋକଙ୍କ ମଧ୍ୟରେ ସୃଷ୍ଟି ହେଉଛି। କେହି କେହି ଏହା ସଂକ୍ରମିତଙ୍କୁ ଛୁଇଁଲେ ବ୍ୟାପିଥାଏ...

ଚୁକନ୍ଦର ମଙ୍ଗୋଫଲି

  ଆବଶ୍ୟକ ସାମଗ୍ରୀ : ଓଟ୍‌ସ ଓ ବାଦାମ – ୧ପ୍ୟାକେଟ୍‌, ବିଟ୍‌ – ୬ଟି, ଆଳୁ -୨ଟି, ପିଆଜ – ୩ଟି, ଚଣାଡ଼ାଲି –...

ବିକାଶଶୀଳ ଦେଶରେ ଅଧିକ ହାର୍ଟ ରୋଗୀ

ହୃଦ୍‌ ଜନିତ ସମସ୍ୟା ଯୋଗୁ ୧୯୯୦ରେ ୧୨.୩ ନିୟୁତ ଏବଂ ୨୦୧୩ରେ ୧୭.୩ ନିୟୁତ ଲୋକଙ୍କର ଜୀବନ ଯାଇଛି । ୧୯୭୦ ପରେ ହାର୍ଟ ରୋଗୀଙ୍କ...

ଖାଦ୍ୟକୁ ଆଉ ଥରେ ଗରମ କରୁଛନ୍ତି କି, ତା’ହେଲେ ହୋଇଯାଆନ୍ତୁ ସାବଧାନ

ପ୍ରାୟ ସମୟରେ ଖାଦ୍ୟ ବଳକା ରହିଗଲେ ଆମେ ତାକୁ ଫ୍ରିଜ୍‌ରେ ରଖି ଦେଇଥାଉ। ପରେ ସେହି ଖାଦ୍ୟକୁ ପୁଣି ଥରେ ଗରମ କରି ସର୍ଭ କରିଥାଉ।...

ହାଇଟେକ୍‌ ଡିଭାଇସ୍‌

ଆଜିକାଲି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଦିନକୁ ଦିନ ନୂଆ ନୂଆ କଥା ଉଦ୍ଭାବିତ ହେଉଛି। ଫଳରେ ଅନେକ ରୋଗର ଚିକିତ୍ସା ପ୍ରଣାଳୀ ସରଳ ହେବାରେ ଲାଗିଛି।...

ଓଜନ ନିୟନ୍ତ୍ରଣ କରିବ ଟମାଟୋ

ଟମାଟୋ ଖାଇଲେ ଅନେକ ଫାଇଦା ମିଳିଥାଏ। ଏହାକୁ ଲୋକେ ତରକାରୀ ହେଉ ଅବା ସାଲାଡ୍‌ ଭାବେ ସେବନ କରିପାରିବେ। ଏକ ଗବେଷଣାରୁ ଜଣାପଡ଼ିଛି, ଟମାଟୋ ଖାଇବା...

ପୂଜାରେ ଫ୍ୟାଶନ

ଶାରଦୀୟ ଦୁର୍ଗାପୂଜା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ମା’ଙ୍କୁ ସ୍ବାଗତ କରିବାକୁ ଚାରିଆଡେ ଚାଲିଛି ସଜବାଜ। ପୂଜାମଣ୍ଡପଗୁଡିକ ନିଜକୁ ପ୍ରସ୍ତୁତ କରିନେଇଥିବା ବେଳେ ଘରେ...

ଏପରି ଛଡ଼ାନ୍ତୁ ମେକ୍‌ଅପ୍‌

ପରଫେକ୍ଟ ମେକ୍‌ଅପ୍‌ ଯେକୌଣସି ଚେହେରାକୁ ବି ଅଧିକ ସୁନ୍ଦର ଏବଂ ଆକର୍ଷଣୀୟ ଲୁକ୍‌ ଦେଇପାରେ। ହେଲେ ଆପଣ ଜାଣନ୍ତିକି, ଏହି ଇନ୍‌ଷ୍ଟାଣ୍ଟ ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା...

Advertisement
Archives

Model This Week