Posted inଜାତୀୟ

ଜମ୍ମୁ-କଶ୍ମୀର ପ୍ରସଙ୍ଗ: ଶାନ୍ତିଦୂତ ହେବାକୁ ଚାହାଁନ୍ତି ମୋଗଲ ବଂଶଜ ୟାକୁବ୍‌; ରାଷ୍ଟ୍ରପତିଙ୍କୁ ଲେଖିଛନ୍ତି ଚିଠି

ହାଇଦ୍ରାବାଦ୍‌,୨୦।୮: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଶାନ୍ତିଦୂତ ହେବା ପାଇଁ ମୋଗଲ ବଂଶଜ ୟାକୁବ୍‌ ହବିବୁଦ୍ଦିନ୍‌ ତୁସି ଇଛା ପ୍ରକାଶ କରିଛନ୍ତି। ଏନେଇ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି। ଅଗଷ୍ଟ ୧୦ରେ ସେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିବା ସୂଚନା ଦେଇଛନ୍ତି। ୟାକୁବ୍‌ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଚିଠି ଲେଖିଥିବା କହିଛନ୍ତି। ଜମ୍ମୁ-କଶ୍ମୀରରେ ବହୁ ମୋଗଲ ବଂଶଜ ରହୁଥିବା ୟାକୁବ୍‌ କହିଛନ୍ତି। ସେ ବହୁଥର ଜମ୍ମୁ-କଶ୍ମୀର ଗସ୍ତ କରିଛନ୍ତି। ସ୍ଥାନୀୟ ଲୋକେ ଶାନ୍ତିକୁ ପସନ୍ଦ କରୁଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ୟାକୁବ୍‌ ଶେଷ ମୋଗଲ ସମ୍ରାଟ୍‌ ବାହାଦୂର ଶାହ ଜାଫରଙ୍କ ବଂଶଜ ବୋଲି ନିଜକୁ ଦାବି କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣ ଯୋଗୁ ବାତିଲ ହେଲା ୧୬୮ ଟ୍ରେନ୍‌

ନୂଆଦିଲ୍ଲୀ,୧୯।୩: କରୋନା କବଳରେ ସାରା ବିଶ୍ୱ। ଏବେ ଏହା ଭାରତ ପାଇଁ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି। ଏବେ ଭାରତରେ ଏହା ଷ୍ଟେଜ୍‌ ୨ରେ ଥିବାରୁ...

ଆମେରିକା ସେନାଙ୍କ ସହାୟତାରେ ଦୋହା ଯାଇଥିବା ୧୫୦ ଭାରତୀୟ ଫେରିବେ ସ୍ୱଦେଶ

ନୂଆଦିଲ୍ଲୀ,୧୯ ।୮: ଆଫଗାନିସ୍ତାନରୁ ଭାରତୀୟ ନାଗରିକଙ୍କୁ ବାହାରକୁ ଆଣିବା କାମ ପୁଣିଥରେ ଆରମ୍ଭ ହୋଇଛି । ଆମେରିକା ସେନା ଆଫଗାନିସ୍ତାନରୁ ପ୍ରାୟ ୧୫୦ ଭାରତୀୟଙ୍କୁ କତାର...

୬୨ରେ ଭାଜପା ଏବଂ ୩୦ରେ କଂଗ୍ରେସ ଆଗୁଆ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ସକାଳ ସାଢ଼େ ୮ ଟା ସୁଦ୍ଧା ଭାଜପା ୬୨ଟି...

ପୁଣି ଟିଏମସିକୁ ଲାଗିଲା ଝଟକା: ଜଣେ ବିଧାୟକ ସମେତ ବହୁ ନେତା ଭାଜପାରେ ସାମିଲ

ନୂଆଦିଲ୍ଲୀ,୨୯।୫: ପଶ୍ଚିମବଙ୍ଗର କ୍ଷମତାଧାରୀ ଦଳ ତୃଣମୂଳ କଂଗ୍ରେସକୁ ୨୪ ଘଣ୍ଟା ଭିତରେ ଦ୍ୱିତୀୟ ଝଟକା ଲାଗିଛି। ବୁଧବାର ଦିଲ୍ଲୀରେ ଟିଏମସିର ବିଧାୟକ ମୁନିରୁଲ ଇସଲାମ ଭାଜପାରେ...

ମୋଦିଙ୍କୁ ଚିଠି ଲେଖିଲେ ଅମରିନ୍ଦର: କୃଷକ ଆନ୍ଦୋଳନର ସମାଧାନ ବାହାର କରନ୍ତୁ

ଚଣ୍ଡିଗଡ,୨୦।୨: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟଟେନ୍‌ ଅମରିନ୍ଦର ସିଂ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। କୃଷକ ଆନ୍ଦୋଳନର ସମାଧାନର ବାଟ ବାହାର କରିବାକୁ ସେ...

ଗଛତଳେ ଚିକିତ୍ସିତ ହେଉଛନ୍ତି ୧୫ରୁ ଅଧିକ କରୋନା ଆକ୍ରାନ୍ତ

ଭିଜିଆନଗରମ୍‌, ୧୧।୮: କରୋନା ମହାମାରୀ ସଂକ୍ରମଣ ନେଇ ଦେଶରେ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ କେତେକ ଅଞ୍ଚଳରେ ଆକ୍ରାନ୍ତଙ୍କୁ ଆବଶ୍ୟକ ଚିକିତ୍ସା ମିଳୁ ନ...

ସ୍ମୃତି ଇରାନୀଙ୍କୁ କରୋନା, ଟୁଇଟ୍‌ କରି ଦେଲେ ସୂଚନା

ନୂଆଦିଲ୍ଲୀ,୨୮ା୧୦: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ବୁଧବାର ସନ୍ଧ୍ୟାରେ ସ୍ମୃତି ନିଜେ ଟୁଇଟ୍‌ କରି  ସୂଚନା ଦେଇଛନ୍ତି। ସେ କହିଛନ୍ତି,...

୧୧୩ ଦେଶରୁ ୭୧ରେ ଭାରତ

ନୂଆଦିଲ୍ଲୀ, ୨୧ା୧୦: ନିକଟରେ ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟରେ ଭାରତ ପଡ଼ୋଶୀ ପାକିସ୍ତାନଠାରୁ ଖରାପ ପ୍ରଦର୍ଶନ କରିଥିବାବେଳେ ବିଶ୍ୱ ଖାଦ୍ୟ ସୁରକ୍ଷା ସୂଚକାଙ୍କ(ଜିଏଫ୍‌ଏସ୍‌)-୨୦୨୧ରେ ମଧ୍ୟ...

Advertisement
Archives

Model This Week