Posted inଜାତୀୟ

ଜମ୍ମୁ-କଶ୍ମୀର ଏନ୍‌କାଉଣ୍ଟର ୨ ପୋଲିସ ଆହତ

କିସ୍ତଓ୍ବାର,୩୧।୫: ଜମ୍ମୁ-କଶ୍ମୀର ମାରଓ୍ବା ଅଞ୍ଚଳରେ ଥିବା କିସ୍ତଓ୍ବାର ଅଞ୍ଚଳରେ ଶୁକ୍ରବାର ହୋଇଥିବା ଏନ୍‌କାଉଣ୍ଟରରେ ୨ ପୋଲିସ ଆହତ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ସକାଳେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଏହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଏନକାଉଣ୍ଟର କରାଯାଇଥିଲା। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ଏହି ଘଟଣା ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଟ୍ରେନିଂ ଏକାଡେମୀ ଉପରେ ଚଢ଼ାଉ ପରେ ସିବିଆଇକୁ ଧରିଲା ସିବିଆଇ

ନୂଆଦିଲ୍ଲୀ,୧୪।୧: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ପାଇଁ ଗୁରୁବାର ଏକ କଳା ଦିନ କହିଲେ ଭୁଲ ହେବ ନାହିଁ। ଦୁର୍ନୀତି ଗ୍ରସ୍ତ ଅଫିସରଙ୍କ ଲାଗି ଦେଶର...

୩ଘଣ୍ଟା ମଧ୍ୟରେ ଥରିଲା ୩ରାଜ୍ୟ

ନୂଆଦିଲ୍ଲୀ,୨୧।୭: ଗତ ୩ଘଣ୍ଟା ମଧ୍ୟରେ ଦେଶର ୩ଟି ରାଜ୍ୟ ଭୂକମ୍ପରେ ଥରିଉଠିଛି। ରାଜସ୍ଥାନ, ମେଘାଳୟ ଓ ଲଦାଖରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସବୁଠାରୁ...

ବଢୁଥିବା ସଂକ୍ରମଣକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିବେ ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ,୨୩।୬: ଦେଶରେ ପୁଣି ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ଏବେ ଦୈନିକ ସଂକ୍ରମଣ ୧୨ ହଜାର ଉପରେ ରହୁଛି। ବଢୁଥିବା ସଂକ୍ରମଣକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ...

ପୋଖରୀରେ ଓଲଟିଲା ଟ୍ରାକ୍ଟର, ଗଲା ୪ ଜୀବନ

ଦନ୍ତେୱାଡା,୯।୮: ସୋମବାର ଥିଲା ବିଶ୍ୱ ଆଦିବାସୀ ଦିବସ। ଏଥିରେ ଭାଗ ନେବାକୁ ମାଲକାନଗିରି ଜିଲା ଟାଟୁମ ଗାଁର ପ୍ରାୟ ୩୦ଜଣ ଆଦିବାସୀ ଏକ ଟ୍ରାକ୍ଟର ଯୋଗେ...

ହାତ ଧରିଲେ ରାଣୀ ଚାଟାର୍ଜୀ

ନୂଆଦିଲ୍ଲୀ,୨୫।୧: ପାଖେଇ ଆସୁଛି ଉତ୍ତର ପ୍ରଦେଶ ନିର୍ବାଚନ। ଏହାକୁ ନେଇ ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ରାଜନୀତି ପାଣିପାଗ ସରଗରମ ରହିଛି। କିଛି ଅସନ୍ତୁଷ୍ଟ ନେତା ଦଳ...

ଜେଏମ୍‌ଏମ୍‌ ନେତାଙ୍କୁ ଗୁଳି କରି ହତ୍ୟା: ଘର ଅଗଣାରେ ସ୍ତ୍ରୀ-ସ୍ବାମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ

ଧାନବାଦ, ୧୧।୧୦: ଝାଡ଼ଖଣ୍ଡରେ ଜେଏମ୍‌ଏମ୍‌ ନେତା ଶଙ୍କର ରଓ୍ବାନି ଏବଂ ତାଙ୍କ ସ୍ତ୍ରୀ ବାଳିକା ଦେବୀଙ୍କ ଗୁଳି କରି ହତ୍ୟା କରାଯାଇଛି। ଶନିବାର ରାତିରେ ଏହା...

ଦେଶର ସମ୍ପତ୍ତିକୁ ପୁଞ୍ଜିପତିଙ୍କ ହାତକୁ ଟେକି ଦେଉଛନ୍ତି ମୋଦି ସରକାର : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧।୨: ପାର୍ଲାମେଣ୍ଟରେ ସୋମବାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ। ଏହାକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ...

ଦିନକୁ ୧୦ଥର ଗାଧୋଇବା ସହ ନୋଟ୍‌ ଧୋଉଥିଲେ ମହିଳା, ତାଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ସ୍ବାମୀ

ମହୀଶୁର, ୨୦।୨: କର୍ନାଟକର ମହୀଶୁରରେ ଏକ ଅଭାବାନୀୟ ଘଟଣା ଘଟିଛି। ଦିନରେ ୧୦ଥର ଗାଧୋଇବା ସହ ନୋଟ୍‌ ଧୋଉଥିବା ମହିଳାଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା...

Advertisement
Archives

Model This Week